ତେଲ ସଙ୍କଟ ଯୋଗୁଁ ବାତିଲ ହେଲା ୨୯ ବିମାନ ରୁଟ...
ତେଲ ସଂକଟ ଯୋଗୁଁ ବିମାନ ଉଡାଣ ରେ ଲାଗିଲା କଟକଣା
ଉଡ଼ାଣ କମ୍ ପାଇଁ ସୂଚନା ଜାରି କଲା ଏୟାର ଇଣ୍ଡିଆ*
୨୯ଟି ଅନ୍ତର୍ଜାତୀୟ ରୁଟ୍ରେ ଉଡ଼ାଣ କମ୍ ଓ ବାତିଲ ନେଇ ସୂଚନା*
ଜୁନ୍ରୁ ଅଗଷ୍ଟ ମଧ୍ୟରେ କଟକଣା ନେଇ ବିଧିବଦ୍ଧ ସୂଚନା*
ବିମାନ ଇନ୍ଧନ ଦାମ୍ ବୃଦ୍ଧି ଓ ଅନ୍ତର୍ଜାତୀୟ ଉଡ଼ାଣ କଟକଣାକୁ କାରଣ ଦର୍ଶାଇଲା*
ଶେଷ ମିନିଟ୍ ଉଡ଼ାଣ ବାତିଲ ଅସୁବିଧା ଏଡ଼ାଇବାକୁ ପଦକ୍ଷେପ*
ହର୍ମୁଜ ପ୍ରଣାଳୀ ଏଯାବତ ସ୍ବାଭାବିକ ହୋଇ ନ ଥିବାରୁ ତୈଳ ସଂକଟ