ଦିଦି ମମତା ବାନାର୍ଜୀ ଏବେ ଚାରି ପାଞ୍ଜିରୁ ଗଲେ...

May 7, 2026 - 09:42
 21
ଦିଦି ମମତା ବାନାର୍ଜୀ ଏବେ ଚାରି ପାଞ୍ଜିରୁ ଗଲେ...

ସେ ବିଧାନସଭାକୁ ଯାଇପାରିବେ ନାହିଁ କାରଣ ସେ ନିର୍ବାଚନରେ ହାରିଯାଇଛନ୍ତି। 

ଯଦି ସେ ତାଙ୍କର ଜଣେ ବିଧାୟକଙ୍କୁ ଇସ୍ତଫା ଦେଇ ଉପନିର୍ବାଚନ ଲଢ଼ିବାକୁ ପଠାନ୍ତି, ତେବେ ଶୁଭେନ୍ଦୁ ଅଧିକାରୀ ତାଙ୍କ ବିରୋଧରେ ଲଢ଼ି ତୃତୀୟ ଥର ପାଇଁ ତାଙ୍କୁ ପରାଜିତ କରିବେ।

ସେ ତାଙ୍କର କୌଣସି ରାଜ୍ୟସଭା ସାଂସଦଙ୍କୁ ଇସ୍ତଫା ଦେବାକୁ କହିପାରିବେ ନାହିଁ 

ସେ ନିଜ ପାଇଁ ରାସ୍ତା ପରିଷ୍କାର କରିପାରିବେ ନାହିଁ, କାରଣ ବଙ୍ଗଳା ବିଧାନସଭାରେ ତାଙ୍କର ଆଉ ସଂଖ୍ୟାଗରିଷ୍ଠତା ନାହିଁ। 

ଯଦି ଇସ୍ତଫା ଯୋଗୁଁ ନୂତନ ରାଜ୍ୟସଭା ନିର୍ବାଚନ ହୁଏ, ତେବେ ବିଜେପି ସେହି ଆସନ ଛଡ଼ାଇନେବ।

ସେ ଲୋକସଭାକୁ ମଧ୍ୟ ଅତି କମ୍‌ରେ ୨୦୨୯ ପର୍ଯ୍ୟନ୍ତ ଯାଇପାରିବେ ନାହିଁ।

ବିଚରା ସେ ସନ୍ୟାସ ନେଇଯିବା ଦରକାର କାରଣ ତାଙ୍କର ଅନ୍ୟ ଗତି କିଛି ନାହି