ନକ୍ସଙ୍କ ଆତ୍ମ ସମର୍ପଣ ଉତ୍ସବ...

Oct 17, 2025 - 14:43
Oct 17, 2025 - 14:44
 6
ନକ୍ସଙ୍କ ଆତ୍ମ ସମର୍ପଣ ଉତ୍ସବ...

ଛତିଶଗଡ଼ର ଜଗଦଲପୁରରେ ଆତ୍ମସମର୍ପଣ କରିବେ ୨୮୦ରୁ ଅଧିକ ନକ୍ସଲ

????ଛତିଶ ଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏଙ୍କ ନିକଟରେ ଆତ୍ମସମର୍ପଣ କରିବେ ସମସ୍ତ ନକ୍ସଲ

????ଏବେ ଇନ୍ଦ୍ରାବତୀ ନଦୀ ତଟରେ ଏକାଠି ହୋଇଛନ୍ତି ୧୦୦ରୁ ଅଧିକ ନକ୍ସଲ

????ସମସ୍ତ ନକ୍ସଲ ଅସ୍ତ୍ରଶସ୍ତ୍ର ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ

????୧୫୩ ମାରଣାସ୍ତ୍ର ସହିତ କରିବେ ଆତ୍ମ ସମର୍ପଣ

????ସବୁଠାରୁ ବଡ଼ ନକ୍ସଲର ଆତ୍ମସମର୍ପଣକୁ ନେଇ ପୋଲିସ ପକ୍ଷରୁ ସୁରକ୍ଷା କଡ଼ାକଡ଼ି