ନବରାତ୍ରୀର ଅଷ୍ଟମ ଦିନରେ ମା ' ମହାଗୌରୀ ଙ୍କ ପୂଜା ବିଧି...
ଅଷ୍ଟମ ଦିନ *ମା' ମହାଗୌରୀ*
ପବିତ୍ରତା, ଶାନ୍ତି, ସୌମ୍ୟତା ଓ କରୁଣାର ପ୍ରତୀକ ।
ପୂଜାବିଧି : ଧଳା ଫୁଲ, ଚନ୍ଦନ, ଧୂପ ଓ ଦୀପ ଅର୍ପଣ କରି ମା'ଙ୍କୁ ପୂଜା କରନ୍ତୁ।
ଭୋଗ : ନଡ଼ିଆ, ଖିରି, କ୍ଷୀର, ଫଳ ଓ ମିଠା ।
ମନ୍ତ୍ର:
ॐ देवी महागौर्यै नमः।
ଆଧ୍ୟାତ୍ମିକ ଶିକ୍ଷା:
ପ୍ରକୃତ ପବିତ୍ରତା କେବଳ ବାହ୍ୟ ରୂପରେ ନୁହେଁ; ଏହା ମନ, ବାଣୀ ଓ କର୍ମରେ ପ୍ରକାଶ ପାଇବା ଦରକାର
ପ୍ରାର୍ଥନା :
ହେ ମା' ମହାଗୌରୀ, ଆମର ଜୀବନକୁ ଶାନ୍ତି, ପବିତ୍ରତା, ସଦ୍ଭାବ ଓ ସୁଖରେ ପରିପୂର୍ଣ୍ଣ କରନ୍ତୁ ।”