ନରେନ୍ଦ୍ର ମୋଦୀ ଙ୍କ ମନୋନୀତ ଭାଷଣ ଉପରେ ଆଧାରିତ ଚାରୋଟି ପୁସ୍ତକ ଉନ୍ମୋଚନ
ରାଜ୍ୟ ସଭା ଉପାଧକ୍ଷ ସି ପି ରାଧାକୃଷ୍ଣନ ଉପରାଷ୍ଟ୍ରପତିଙ୍କ ମହଲରେ ନରେନ୍ଦ୍ର ମୋଦୀ ଙ୍କ ମନୋନୀତ ଭାଷଣ ଉପରେ ଆଧାରିତ ଚାରୋଟି ପୁସ୍ତକ ; 'ସବକା ସାଥ', 'ସବକା ବିକାଶ', 'ସବକା ବିଶ୍ୱାସ', 'ସବକା ପ୍ରୟାସ' ଉନ୍ମୋଚନ କରିଛନ୍ତି |
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଉପରାଷ୍ଟ୍ରପତିଙ୍କ ସଚିବ ଅମିତ ଖାରେ ଏବଂ MIB ସଚିବ ସଞ୍ଜୟ ଯାଜୁ ଉପସ୍ଥିତ ଥିଲେ |