ନୂଆ ଆୟକର ବିଲ I
ସମସ୍ତ ପୁରୁଣା ଆୟକର ବିଲ ପ୍ରତ୍ୟାହାର
ସଂସଦୀୟ ସିଲେକ୍ଟ କମିଟି ଦ୍ୱାରା ସବୁ ସୁପାରିଶ ଗ୍ରହଣ
ସଂସଦୀୟ ସିଲେକ୍ଟ କମିଟି ଅଧକ୍ଷ ବୈଜୟନ୍ତ ପଣ୍ଡାଙ୍କ ଦ୍ୱାରା ସୁପାରିଶ
ମୋଟରେ ୨୮୫ ଟି ପ୍ରସ୍ତାବ ଗୃହୀତ
ଆୟକର ପୈଠ ବ୍ୟବସ୍ଥାରେ ଆସିଲା ସରଳୀକରଣ