ବହୁତ ଚର୍ଚ୍ଚିତ ଅର୍ଚନା ନାଗ ପାଇଲେ.ଓକିଲାତି ଲାଇସେନ୍ସ.

*ବହୁତ ଚର୍ଚ୍ଚିତ ଅର୍ଚନା ନାଗ ପାଇଲେ* *ଓକିଲାତି ଲାଇସେନ୍ସ* ଅର୍ଚନା ନାଗ ଓକିଲାତି ଲାଇସେନ୍ସ ପ୍ରାପ୍ତ.. ଏଥର ଓଡିଶା ରେ କିଛି ଗୋଟେ ହେବ ତାହେଲେ ପୁରୁଣା କେଶ ଆରମ୍ଭ ହେବକି ନୂଆ ଅବତାର ନୂଆରୂପ ରେ ନାରୀନିର୍ଯାତନା କେସ ଏଵେ ତାହେଲେ କମିବ କି ଏମିତି ଅନେକ ପ୍ରଶ୍ନ ହେଉଛି ଆଲୋଚନା ସାଧାରଣ ଜନତା ମଧ୍ୟରେ ଆଗକୁ ଦେଖିବା ଖାଲି ବାକି ରହିଲା ହେଉଛି କଣ? ରିପୋର୍ଟ : ରଶ୍ମିରଂଜନ ମିଶ୍ର ଭୁବନେଶ୍ୱର Avnews24

May 12, 2025 - 14:58
May 12, 2025 - 14:59
 104
ବହୁତ ଚର୍ଚ୍ଚିତ ଅର୍ଚନା ନାଗ ପାଇଲେ.ଓକିଲାତି ଲାଇସେନ୍ସ.