ନୂଆଦିଲ୍ଲୀରେ ବୀର ବାଲ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧୂତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀରେ ବୀର ବାଲ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧୂତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ଆଜି, ଆମେ ସାହସୀ ସାହିବଜାଦେ, ଯେଉଁମାନେ ହେଉଛନ୍ତି ଦେଶର ଗର୍ବ, ସେମାନଙ୍କୁ ମନେ ପକାଉଛୁ ଏବଂ ସେମାନେ ଭାରତର ଅଦମ୍ୟ ସାହସ ଏବଂ ବୀରତ୍ଵର ସର୍ବୋଚ୍ଚ ଆଦର୍ଶକୁ ପ୍ରତିପାଦିତ କରନ୍ତି : ପ୍ରଧାନମନ୍ତ୍ରୀ
ମାତା ଗୁଜରୀ ଜୀ, ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀ ଏବଂ ଚାରି ସାହିବଜାଦେଙ୍କ ସାହସ ଏବଂ ଆଦ ଭାରତୀୟଙ୍କୁ ଶକ୍ତି ପ୍ରଦାନ କରିଆସୁଛି: ପ୍ରଧାନମନ୍ତ୍ରୀ ଆଦର୍ଶ ପ୍ରତ୍ୟେକ
ଭାରତ ସବୁବେଳ ପାଇଁ ଔପନିବେଶିକ ମାନସିକତାରୁ ମୁକ୍ତ ହେବାକୁ ସଂକଳ୍ପ ନେଇଛି : ପ୍ରଧାନମନ୍ତ୍ରୀ
ଯେହେତୁ ଭାରତ ଔପନିବେଶିକ ମାନସିକତାରୁ ନିଜକୁ ମୁକ୍ତ କରୁଛି, ଏହାର ଭାଷାଗତ ବିବିଧତା ଶକ୍ତିର ଉତ୍ସ ଭାବରେ ମୁଣ୍ଡ ଟେକୁଛି : ପ୍ରଧାନମନ୍ତ୍ରୀ
ଜେନ୍ ଜେଡ୍ ଏବଂ ଜେନ୍ ଆଲଫା ଭାରତକୁ ଏକ ବିକଶିତ ଭାରତର ଲକ୍ଷ୍ୟ ଆଡ଼କୁ ନେଇଯିବେ: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ 'ବୀର ବାଲ୍ ଦିବସ' ପାଳନ ଉଦ୍ଦେଶ୍ୟରେ ଅନୁଷ୍ଠିତ ଜାତୀୟ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସାରା ଦେଶରୁ ଆସିଥୂବା ଅତିଥୂମାନଙ୍କୁ ସ୍ବାଗତ କରିଥିଲେ ଏବଂ ଉପସ୍ଥିତ ପିଲାମାନଙ୍କୁ ସମ୍ବୋଧୂତ କରି କହିଥିଲେ ଯେ, ଆଜି ଦେଶ ବୀର ବାଲ୍ ଦିବସ ପାଳନ କରୁଛି। ସେ ବନ୍ଦେ ମାତରମର ସୁନ୍ଦର ଉପସ୍ଥାପନା ଉପରେ ଆଲୋକପାତ କରି ଉଲ୍ଲେଖ କରିଥିଲେ ଯେ ଏଥିରେ କଳାକାରମାନଙ୍କର ନିଷ୍ଠା ଏବଂ ପ୍ରୟାସ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଥିଲା ।
ଏହି ଦିନରେ ଦେଶ ଭାରତର ଗର୍ବ ଏବଂ ଅଦମ୍ୟ ସାହସ ଏବଂ ବୀରତ୍ବର ଶୀର୍ଷ ପ୍ରତିନିଧୂତ୍ବ କରୁଥିବା ସାହସୀ ସାହିବଜାଦେମାନଙ୍କୁ ମନେ ପକାଏ ବୋଲି ଶ୍ରୀ ମୋଦୀ କହିଥିଲେ। ଏହି ସାହିବଜାଦେମାନେ ବୟସ ଏବଂ ପରିସ୍ଥିତିର ସୀମାକୁ ଅତିକ୍ରମ କରି ନିଷ୍ଠୁର ମୋଗଲ ସାମ୍ରାଜ୍ୟ ବିରୁଦ୍ଧରେ ପଥର ପରି ଦଣ୍ଡାୟମାନ ହୋଇଥିଲେ। ସେମାନେ ଧାର୍ମିକ କଠୋରତା ଏବଂ ଆତଙ୍କବାଦର ଅସ୍ତିତ୍ୱକୁ ଦୋହଲାଇ ଦେଇଥିଲେ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଏପରି ଗୌରବମୟ ଅତୀତ ସହିତ ଯେଉଁ ରାଷ୍ଟ୍ରର ଯୁବ ପିଢ଼ି ଏପରି ପ୍ରେରଣାଦାୟକ ଐତିହ୍ୟ ପାଇଛନ୍ତି, ସେମାନେ ଯେକୌଣସି ସଫଳତା ହାସଲ କରିପାରିବେ।
ଶ୍ରୀ ମୋଦୀ କହିଥିଲେ ଯେ, ଯେତେବେଳେ ଡିସେମ୍ବର ୨୬ ତାରିଖଟି ଆସେ, ସେ ନିଶ୍ଚିତ ଭାବରେ ଅନୁଭବ କରନ୍ତି ଯେ ସରକାର ସାହିବଜାଦେଙ୍କ ବୀରତ୍ନ ଦ୍ବାରା ଅନୁପ୍ରାଣିତ ହୋଇ ବୀର ବାଲ୍ ଦିବସ ପାଳନ କରିବା ଆରମ୍ଭ କରିଦେଇ ଦଇଛନ୍ତି। ସେ ଆଲୋକପାତ କରିଥିଲେ ଯେ, ଗତ ଚାରି ବର୍ଷ ମଧ୍ୟରେ, ଏହି ନୂତନ ପରମ୍ପରା ଯୁବ ପିଢ଼ିଙ୍କ ନିକଟରେ ସାହିବ ହିବଜାଦେଙ୍କ ପ୍ରେରଣାକୁ ପହଞ୍ଚାଇଛି ଏବଂ ସାହସୀ ଓ ପ୍ରତିଭାବାନ ଯୁବପିଢ଼ି ଗଠନ ପାଇଁ ଏକ ମଞ୍ଚ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ନମନ୍ତ୍ରୀ କହିଥିଲେ, ପ୍ରତିବର୍ଷ ଦେଶ ପାଇଁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରୁଥିବା ପିଲାମାନଙ୍କୁ ପ୍ରଧାନମ ନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର (ପିଏମଆରବିପି) ରେ ସମ୍ମାନିତ କରାଯାଏ ଏବଂ ଏହି ବର୍ଷ ମଧ୍ୟ ସାରା ଦେଶରୁ ୨୦ ଜଣ ପିଲା ଏହି ପୁରସ୍କାର ପାଇଛନ୍ତି। ସେ ସେମାନଙ୍କ ସହିତ ଆଲୋଚନା ସମ୍ପର୍କରେ ଉଲ୍ଲେଖ କରି କହିଥିଲେ ଯେ, ସେମାନଙ୍କ ମଧ୍ୟରୁ କେତେକ ଅସାଧାରଣ ସାହସ ପ୍ରଦର୍ଶନ କରିଛନ୍ତି, କେତେକ ସମାଜସେବା ଏବଂ ପରିବେଶ ସୁରକ୍ଷ ସୁରକ୍ଷା, ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ତଥା କ୍ରୀଡା, କଳା ଏବଂ ସଂସ୍କୃତିରେ ତାଙ୍କର ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଏହି ସମ୍ମାନ କେବଳ ସେମ ସମାନଙ୍କ ପାଇଁ ନୁହେଁ ବରଂ ସେମାନଙ୍କ ପିତାମାତା, ଶିକ୍ଷକ ଏବଂ ପରାମର୍ଶଦାତାଙ୍କ ପାଇଁ ମଧ୍ୟ ଉଦ୍ଦିଷ୍ଟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ବିଜେତା ବଂ ସେମାନଙ୍କ ପରିବାରକୁ ସେମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ ।
ବୀର ବାଲ୍ ଦିବସ ହେଉଛି ଭାବପ୍ରବଣତା ଏବଂ ଶ୍ରଦ୍ଧାରେ ପରିପୂର୍ଣ୍ଣ ଏକ ଦିନ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ସାହିବଜାଦା ଅଜିତ ସିଂହ ଜୀ, ସାହିବଜାଦା ଜୁଝର ସିଂହ ଜୀ, ସାହିବଜାଦା ଜୋରାୱର ସିଂହ ଜୀ ଏବଂ ସାହିବଜାଦା ଫତେହ ସିଂହ ଜୀଙ୍କୁ ସ୍ମରଣ କରିଥିଲେ, ଯେଉଁମାନେ ବହୁତ କମ୍ ବୟସରେ ସେମାନଙ୍କ ସମୟର ସର୍ବଶ୍ରେଷ୍ଠ ଶକ୍ତିର ମୁକାବିଲା କରିଥିଲେ। ସେ ଗୁରୁତ୍ବାରୋପ କରିଥିଲେ ଯେ, ସେମାନଙ୍କର ସଂଘର୍ଷ ଭାରତର ମୌଳିକ ଚିନ୍ତାଧାରା ଏବଂ ଧାର୍ମିକ କଠୋରତା ମଧ୍ୟରେ, ସତ୍ୟ
ଏବଂ ମିଥ୍ୟା ମଧ୍ୟରେ ଥୂଲା, ଗୋଟିଏ ପକ୍ଷ ଦଶମ ଗୁରୁ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ନେତୃତ୍ୱରେ ଏବଂ ଅନ୍ୟ ପକ୍ଷ ଔରଙ୍ଗଜେବଙ୍କ ନିଷ୍ଠୁର ଶାସନ ଦ୍ବାରା ପରିଚାଳିତ ହେଉଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯଦିଓ ସାହିବଜାଦେମାନେ ବହୁତ ଛୋଟ ଛାଟ ଥିଲେ, ଔରଙ୍ଗଜେବ ଭାରତୀୟଙ୍କ ମନୋବଳ ଭାଙ୍ଗିବାକୁ ଏବଂ ସେମାନଙ୍କୁ ଧର୍ମାନ୍ତରୀକରଣ କରିବାକୁ ବାଧ୍ଯ କରିବାକୁ ଚାହୁଁଥିଲେ, ଏବଂ ସେଥିପାଇଁ ସେ ସେମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଲକ୍ଷ୍ୟଭୁକ୍ତ କରିଥିଲେ। ସେ ଗୁରୁତ୍ବାରୋପ କରିଥିଲେ ଯେ, ଔରଙ୍ଗଜେବ ଏବଂ ତାଙ୍କ ସେନାପତିମାନେ ଭୁଲି ଯାଇଥିଲେ ଯେ, ଗୁରୁ ଗୋବିନ୍ଦ ସିଂହ ଜୀ କୌଣସି ସାଧାରଣ ବ୍ୟକ୍ତି ନଥ୍ଲେ ବରଂ ତ୍ୟାଗ ଏବଂ ବଳିଦାନର ପ୍ରତିମୂର୍ତ୍ତି ଥୂଲେ, ଏବଂ ସାହିବଜାଦେମାନେ ଏହି ଐତିହ୍ୟ ଉତ୍ତରାଧୂକାରୀ ଭାବରେ ପାଇଥିଲେ। ସମଗ୍ର ମୋଗଲ ସାମ୍ରାଜ୍ୟର ଶକ୍ତି ସତ୍ତ୍ବେ, ଚାରି ଜଣ ସାହିବଜାଦେଙ୍କ ମଧ୍ୟରୁ ଜଣେ ମଧ୍ୟ ବିଚଳିତ ହୋଇ ନଥିଲେ। ପ୍ରଧାନମନ୍ତ୍ରୀ ସାହିବଜାଦା ଅଜିତ ସିଂହ ଜୀଙ୍କ ବୀରତ୍ବର କଥାକୁ ମନେ ପକାଇଥିଲେ, ଯାହା ତାଙ୍କ ସାହସକୁ ପ୍ରତିପାଦିତ କରିଥାଏ।
କିଛି ଦିନ ପୂର୍ବରୁ କୁରୁକ୍ଷେତ୍ରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ଗୁରୁ ତେଗ ବାହାଦୁ ଦୁର ଜୀ'ଙ୍କୁ ତାଙ୍କ ୩୫୦ତମ ସହିଦ ଦିବସ ଦିବସରେ ଦେଶ ସ୍ମରଣ କରିଥିଲା । ଏହା ଉଲ୍ଲେଖ ଖ କରି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ, ଶ୍ରୀ ଗୁରୁ ତେଗ ବାହାଦୁର ଜୀ' ଜୀ'ଙ୍କ ବଳିଦାନରୁ ପ୍ରେରଣା ପାଇଥିବା ସାହିବଜାଦେମାନେ ମୋଗଲ ଅତ୍ୟାଚାରକୁ ଭୟ କରିବେ ବୋଲି ଭାବିବା ଭୁଲ। ପ୍ରଧାନମନ୍ତ୍ରୀ କହିଥିଲେ σα, ମାତା ତା ଗୁଜରୀ ଜୀ, ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀ' ଏବଂ ଚାରି ସାହିବଜାଦେଙ୍କ ସାହସ ৩০° ଆଦର୍ଶ ପ୍ରତ୍ୟେକ ଭାରତୀଯ ରତୀୟଙ୍କୁ ଶକ୍ତି ପ୍ରଦାନ କରିଆସୁଛି ଏବଂ ପ୍ରେରଣାର ଉତ୍ସ ହୋଇ ରହିଛି। ସେ ଗୁରୁତ୍ବାରୋପ କରିଥିଲେ ଯେ, ସାହିବଜାଦେଙ୍କ ବଳିଦାନର ଗ ଗାଥା ପ୍ରତ୍ୟେକ ନାଗରିକଙ୍କ ଓଠରେ ରହିବା ଉଚିତ, କିନ୍ତୁ ଦୁର୍ଭାଗ୍ୟବଶତଃ ସ୍ଵାଧୀନତା ପରେ ମଧ୍ୟ ଉପନିବେଶବାଦୀ ମାନସିକତା ପ୍ରଚଳିତ ହୋଇଥିଲା। ସେ ଦର୍ଶାଇଥୂଳେ ଲେ ଯେ ଏହି ମାନସିକତା ୧୮୩୫ ମସିହାରେ ବ୍ରିଟିଶ ରାଜନେତା ନେତା ମ୍ୟାକାଲେଙ୍କ ଦ୍ବାରା ବ୍ୟାପକ ହୋଇଥିଲା । ସ୍ବାଧୀନତା ପରେ ମଧ୍ୟ ଏହାକୁ ମୂଳପୋଛ ହେବାକୁ ଦିଆଯାଇ ନଥୁଲା, ଯାହା ଫଳରେ ଏପରି ସତ୍ୟକୁ ଦମନ କରିବା ପାଇଁ ଦଶନ୍ଧି ଧରି ପ୍ରୟାସ କରାଯାଇଥିଲା । ଶ୍ରୀ ମୋଦୀ ଦୃଢ଼ତାର ସହିତ କହିଛ କହିଛନ୍ତି ଯେ, ଭାରତ ଏବେ ବେ ଉପନିବେଶବାଦୀ ନେଇଛି। ଭାରତୀୟ ବଳିଦାନ ৩০° ବୀରତ୍ବର ସ୍ମୃତିକୁ ଆଉ ଦମନ ବୀରାଙ୍ଗନାମାନଙ୍କୁ ଆଉ ଅଣଦେଖା କରାଯିବ ନାହିଁ ବୋଲି ସେ ଘୋଷଣା କରିଛନ୍ତି। ପୂର୍ଣ୍ଣ ନିଷ୍ଠା ଏବଂ ଉତ୍ସାହର ସହିତ ପାଳନ କରାଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ଅଟକି ଯାଇନାହାଁନ୍ତି। ସେ ଏହା ମଧ୍ଯ ଉଲ୍ଲେଖ କରିଛନ୍ତି ଯେ ଯେ ୨୦୩୫ ରେ ମ୍ୟାକାଲେଙ୍କ ଷଡ଼ଯନ୍ସର ୨୦୦ ବର୍ଷ ପୂରଣ ହେବ ଏବଂ ଏଥିପାଇଁ ୧୦ ବର୍ଷ ବାକି ରହିଥିବାବେଳେ, ଭାରତ ଉପନିବେଶବାଦୀ ମାନସିକତାରୁ ସମ୍ପୂର୍ଣ୍ଣ ମ୍ପୂର୍ଣ୍ଣ ମୁକ୍ତି ପ୍ରଦର୍ଶନ କରିବ। ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ ଯେ ଦେଶ ଏହି ମାନସିକତାରୁ ମୁକ୍ତ ହେବା ପରେ, ଏହା ସ୍ବଦେଶୀ ପରମ୍ପର ରମ୍ପରାକୁ ନେଇ ଅଧୂକ ଗର୍ବ କରିବ ବ ଏବଂ ଆତ୍ମନିର୍ଭରଶୀଳତା ପଥରେ ଆହୁରି ଆଗକୁ ବଢ଼ିବ । ମାନସିକତାରୁ ନିଜକୁ ମୁକ୍ତ କରିବାକୁ ସଂକଳ୍ପ କରାଯିବ ଯିବ ନାହିଁ ଏବଂ ଦେଶର ବୀର ଏବଂ ରିଛନ୍ତି। ଏହି କାରଣରୁ ବୀର ବାଲ ଦିବସକୁ
ସଂସଦ ପମ୍ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶକୁ ଉପନିବେଶବାଦୀ ମାନସିକତାରୁ ମୁକ୍ତ କରିବା ପାଇଁ ଅଭିଯାନର ଏକ ଝଲକ ସମ୍ପ୍ରତି ସଦରେ ଦୃଶ୍ୟମାନ ହୋଇଛି। ଶୀତକାଳୀନ ଅଧୂବେଶନ ସମୟରେ ସଂସଦର ସଦସ୍ୟମାନେ ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ଭାରତୀୟ ଭାଷାରେ ପ୍ରାୟ ୧୬୦ ଟି ଭାଷଣ ଦେଇଥିଲେ। ସେ ଏହା ଉପରେ ଆଲୋକପାତ କରିଥିଲେ ଯେ ପ୍ରାଯ 80 6 ଭାଷଣ ତାମିଲରେ, ୪୦ ରୁ ଅଧୂକ ମରାଠୀରେ ଏବଂ ପ୍ରାୟ ୨୫ ଟି ବଙ୍ଗଳାରେ ଥିଲା। ସେ ଉଲ୍ଲେଖ କରିଥିଲେ ଯେ ଏପରି ଦୃଶ୍ୟ ବିଶ୍ବର କୌଣସି ସଂସଦରେ ବିରଳ ଏବଂ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ସେ ଗୁରୁତ୍ବାରୋପ କରିଥିଲେ ଯେ, ମ୍ୟାକାଲେ ଭାରତର ଭାଷା ବିବିଧତାକୁ ଦମନ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବର୍ତ୍ତମାନ, ଦେଶ ନିଜକୁ ଉପନିବେଶବାଦୀ ମାନସିକତାରୁ ମୁକ୍ତ କରିବା ସହିତ, ଭାଷାଗତ ବିବିଧତା ଏକ ଶକ୍ତି ପାଲଟିଛି।