ନୂଆପଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ଙ୍କ ପ୍ରତିକ୍ରିୟା

Oct 17, 2025 - 08:35
 8
ନୂଆପଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ଙ୍କ ପ୍ରତିକ୍ରିୟା

ନୂଆପଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ... 

ସେ ତାଙ୍କ ପ୍ରତିକ୍ରିୟାରେ ଯାହା କୁହନ୍ତି...

ମୁଁ ଓଡ଼ିଶା ସାରା ବୁଲୁଛି, ପାଖ ଦୂର କିଛି ନୁହେଁ, ମୁଁ ବାହାରିଆ ଲୋକ ନୁହେଁ

ମୁଁ ପ୍ରାର୍ଥୀ ବାଛିବା କମିଟିରେ ଥିଲି, ସହମତିରେ ମତେ ପ୍ରାର୍ଥୀ କରାଗଲା

ଜୟ ଢୋଲକିଆ ବାପାଙ୍କ ସ୍ୱାଭିମାନକୁ ଜଳାଞ୍ଜଳି ଦେଇ ମୁଣ୍ଡ ବିକ୍ରି କଲେ

ରାଜୁ ଭାଇ ଢୋଲକିଆଙ୍କ ସହିତ ଲୋକଙ୍କ ଇମୋସନ ଅଛି

ଜୟ ଢୋଲକିଆଙ୍କୁ ଅନୁକମ୍ପା ଭୋଟ ମିଳିବନି

ଶ୍ରୀମୟୀ ନା ଜାଣେ ନାମୀଦାମୀ ନେତ୍ରୀ ନା ସେ ୱାର୍ଡ ମେମ୍ବର ଜିତିଛନ୍ତି

ବିଜେଡ଼ି କାହା ସହିତ ସାଲିସ୍ କରିନାହିଁ, 

କଂଗ୍ରେସ ସହ ଆଦିବାସୀ ଭୋଟ ନାହିଁ

ଲମ୍ବୋଦର ନିଆଲ ଦଳ ଛାଡ଼ିବା ବିଜେଡି ଉପରେ କୌଣସି ପ୍ରଭାବ ପକାଇବ ନାହିଁ

ଜିତିବା ହାରିବା ଅଲଗା କଥା କିନ୍ତୁ ଲଢ଼ିବି |