ବେଙ୍ଗାଲୁରୁରେ କର୍ଣ୍ଣାଟକର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଡି.କେ. ଶିବକୁମାର ଜୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ...

Sep 14, 2026 - 12:55
 9

ଏହି ଅବସରରେ ବେଙ୍ଗାଲୁରୁରେ ରହୁଥବା ଆମ ଓଡ଼ିଆ ସମୁଦାୟଙ୍କ ସୁବିଧା, ଅସୁବିଧା ସମ୍ପର୍କରେ ବିଶଦ ଆଲୋଚନା ହୋଇଥିଲା । 

ଆସନ୍ତା ଜାନୁଆରୀରେ ଓଡ଼ିଶା ଗସ୍ତ କରି ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶ୍ରୀ ଡି.କେ ଶିବକୁମାର ଜୀ ପ୍ରତିଶ୍ରୁତି ଦେଇଛନ୍ତି ।