ଆଜିର ଦିନ ଚର୍ଚ୍ଚା
ଆଜିର ଦିନ ଚର୍ଚ୍ଚା
ଆଜି ସେପ୍ଟେମ୍ବର ମାସ ୧୪ ତାରିଖ ୨୦୨୬ ମସିହା (ସୋମବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୩*
*ସମ୍ବତ୍ସର- ରୌଦ୍ର*
*ଭାଦ୍ରବମାସ- ଶୁକ୍ଳପକ୍ଷ*
*ତିଥି- ତୃତୀୟା ଦିବା ଘ୦୬/୩୪ ଗତେ ଚତୁର୍ଥୀ*
*ନକ୍ଷତ୍ର- ଚିତ୍ରା ଦିବା ଘ୦୨/୦୮ ଗତେ ସ୍ୱାତୀ*
*ଚନ୍ଦ୍ର- ତୁଳା*
*ଯୋଗ- ବ୍ରହ୍ମ*
*କରଣ - ଗର*
*ସୌରମାସ- ସିଂହ ୨୯ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୩୮/୧୩
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୭/୧୦
*ଯୋଗିନୀ ଅଗ୍ନିକୋଣେ ଦିବା ଘ୦୬/୩୪ ଗତେ ନୈରୁତେ*
*ମିଥୁନ ରାଶିର ଘାତବାର*
*ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
କାଳବେଳା-ଦିବା ଘ୦୭/୦୯ ଗତେ ଘ୦୮/୪୧ମଧ୍ୟେ
ବାରବେଳା- ଦିବା ଘ୦୨/୪୫ ଗତେ ଘ୦୪/୧୮ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୮ ମଧ୍ୟେ ଓ ଘ୦୮/୪୨ ଗତେ ଘ୧୦/୨୬ ମଧ୍ୟେ ରାତ୍ରି ଘ୦୬/୩୫ ଗତେ ଘ୦୯/୦୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୧୮ ଗତେ ଘ୦୪/୫୦ ମଧ୍ୟେ
ଅଦ୍ୟ ମୂଳା ଭକ୍ଷଣ ନିଷେଧ