ନୂଆପଡା ଉପନିର୍ବାଚନ ହାଲଚାଲ...
ନିର୍ବାଚନ ମଣ୍ଡଳୀର ସାରବଙ୍ଗ ପଂଚାୟତରେ କେନ୍ଦୁପତ୍ର ତୋଳାଳୀ ସମାବେଶରେ ଉପସ୍ଥିତ ଅଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା ଓ ଫୁଲବାଣୀ MLA ଉମା ଚରଣ ମଲିକ ଙ୍କ ସହ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର |