ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆନୁଷ୍ଠାନିକ ଆଲୋଚନା
ଆଜି ହେଗରେ ଡଚ୍ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ (କ୍ୟାଟସୁଇସ୍) ଠାରେ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀଯୁକ୍ତ ରବ ଜେଟେନଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିଛନ୍ତି।
ଦୁଇ ପ୍ରଧାନମନ୍ତ୍ରୀ ଭାରତ-ନେଦରଲ୍ୟାଣ୍ଡ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ବ୍ୟାପକ ଆଲୋଚନା କରିଛନ୍ତି। ସହଭାଗୀ ମୂଲ୍ୟବୋଧ ଏବଂ ବିଶ୍ବାସକୁ ପ୍ରତିଫଳିତ କରିବା ଯିବା ସହିତ ଦୁଇ ଦେଶ ମଧ୍ୟରେ ଅଭିବୃଦ୍ଧି ଏବଂ ସହଯୋଗ ବୃଦ୍ଧି କରି, ନେତାମାନେ ଦ୍ବିପାକ୍ଷିକ ସମ୍ପର୍କକୁ ଏକ "ରଣନୈତିକ ସହଭାଗୀତା"କୁ ଉନ୍ନୀତ କରିବାକୁ ନିଷ୍ପତ୍ତ ନେଇଛନ୍ତି। ବାଣିଜ୍ୟ ଓ ନିବେଶ, ପ୍ରତିରକ୍ଷା ଓ ସୁରକ୍ଷା, ଉଦୀୟମାନ ଏବଂ ଗୁରୁତ୍ବପୂର୍ଣ୍ଣ ପ୍ରଯୁକ୍ତି, ସାମୁଦ୍ରିକ କ୍ଷେତ୍ର, ନବୀକରଣଯୋଗ୍ୟ ଶକ୍ତି ସେମ ଶିକ୍ଷା କ୍ଷେତ୍ରରେ ସହଯୋଗକୁ ଆହୁରି ଗଭୀର କରିବା ପାଇଁ ଏକ ମହତ୍ବାକାଂକ୍ଷୀ “ରଣନୈତିକ ସହଭାଗୀତା ରୋଡମ୍ୟାପ୍" ଗ୍ରହଣ କରିବାକୁ ମଧ୍ଯ ସମାନେ ସହମତ ହୋଇଥିଲେ। ବ୍ୟବସାୟ, ନିବେଶ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ସହଭାଗୀତା ବିସ୍ତାର କରିବା ଉପରେ ଧ୍ୟାନ ଦେଇ, ନେତାମାନେ ଉଲ୍ଲେଖ । କରିଛନ୍ତି ଯେ ଭାରତୀୟ ଅଭିବୃଦ୍ଧି କାହାଣୀ ଦ୍ବାରା ଉପସ୍ଥାପିତ ସୁ ସୁଯୋଗ ଡଚ୍ କମ୍ପାନୀଗୁଡ଼ିକୁ ପ୍ରତିଶ୍ରୁତିପୂର୍ଣ୍ଣ ବ୍ୟବସାୟିକ ସମ୍ଭାବନା ପ୍ରଦାନ କରେ।
ନିରନ୍ଧର ଉଚ୍ଚସ୍ତରୀୟ ଆଦାନ-ପ୍ରଦାନ ଦ୍ବାରା ପ୍ରେରିତ ଦ୍ବିପାକ୍ଷିକ ସହଯୋଗର ଅଗ୍ରଗତି ନେଇ ଉଭୟ ନେତା ସନ୍ତୋଷ ପ୍ରକାଶ କରିଥିଲେ। ଜଳ, କୃଷି ଓ ସ୍ବାସ୍ଥ୍ୟ (W. (WAH) କ୍ଷେତ୍ରରେ ସହଯୋଗର ଗୁରୁତ୍ବକୁ ଉଲ୍ଲେଖ କରି ସେ ସେମାନେ ବୃହତ୍ ପରିସରର ଜଳ ପ୍ରକଳ୍ପଗୁଡ଼ିକରେ ସହଯୋଗ ମାଧ୍ୟମରେ ଜଳ କ୍ଷେତ୍ରରେ ରଣନୀତିକ ତିକ ଭାଗୀଦାରିକୁ ଆହୁରି ସୁଦୃଢ କରିବାକୁ ସମ୍ମ କୁ ସମ୍ମତି ପ୍ରକାଶ କରିଥିଲେ। ସ୍ବାସ୍ଥ୍ୟ ଗବେଷଣା, ଡିଜିଟାଲ ସ୍ବାସ୍ଥ୍ୟ, କୃଷି ଏବଂ ଖାଦ୍ୟ ସୁରକ୍ଷା ସମେତ ମୁଖ୍ୟ କ୍ଷେତ୍ରଗୁ କ୍ଷେତ୍ରଗୁଡ଼ିକରେ ବିସ୍ତାର ପାଉଥିବା ସହଯୋଗକୁ ମଧ୍ଯ ଦୁଇ ପ୍ରଧାନମନ୍ତ୍ରୀ ସ୍ବାଗତ କରିଥ୍ ରିଥିଲେ ।
ଆଲୋଚନା ସମୟରେ, ନେତାମାନେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ନିବେଶ ସମ୍ପର୍କକୁ ବିସ୍ତାର କରିବାକୁ ଗୁରୁତ୍ବ ଦେଇଥିଲେ। ଭାରତ-ୟୁରୋପୀୟ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ପରିବର୍ତ୍ତନକାରୀ ସମ୍ଭାବନାକୁ ସ୍ବୀକାର କରି, ସେମାନେ ଏହାର ଶୀଘ୍ର ସ୍ବାକ୍ଷର ଏବଂ କାର୍ଯ୍ୟାନ ର୍ଯ୍ୟାନ୍ବୟନ ପାଇଁ ଆହ୍ବାନ ଯୋଗ ସ୍ଥିର ଯେ ଯୋଗାଣ ଣ ଶୃଙ୍ଖଳକୁ ସମର୍ଥନ ସଂଘ ମୁକ୍ତି କରିଥ୍ ରିଥିଲେ । । ସେମାନେ ଏହା ମଧ୍ୟ ଦୃଢ଼ କରିଥିଲେ ଯେ ଗୁରୁତ୍ବପୂର୍ଣ୍ଣ ଖଣିଜ ପଦାର୍ଥରେ ଭାରତ-ନେଦରଲ୍ୟାଣ୍ଡ ସହଯୋଗ କରିବ।
ଦୁଇ ନେତା । ଏଆଇ ଏବଂ-ସେମିକଣ୍ଡକ୍ଟର ସମେତ ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ଅଧୂକ ସହଯୋଗ ପାଇଁ ମଧ୍ୟ ଆହ୍ୱାନ କରିଥିଲେ। ସେମାନେ ଦୁଇ ଦେଶର ଯୁବକମାନଙ୍କୁ ସାମିଲ କରି ହାକାଥନ୍ ଆୟୋଜନକୁ ମଧ୍ୟ ଉତ୍ସାହିତ କରିଥିଲେ। ନବୀକରଣ ଶକ୍ତିରେ ସହଯୋଗକୁ ସୁଦୃଢ଼ କରିବା ରିବା ପାଇଁ ପ୍ରତିଶ୍ରୁତିବଦ୍ଧ, ସେମାନେ ନ ଏକ ସ୍ଥାୟୀ ଭବିଷ୍ଯତ ସୁନିଶ୍ଚିତ କରିବା ପାଇଁ ସବୁଜ ସ ହାଇଡ୍ରୋଜେନ୍, ଜୈବ ଇନ୍ଧନ, ସବୁଜ ପରିବହନ ଏବଂ ସାମୁଦ୍ରିକ ଲଜିଷ୍ଟିକ୍ସରେ ସହଯୋଗର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ । ଉଭୟ ପ୍ରଧାନମନ୍ତ୍ରୀ ଉଚ୍ଚଶିକ୍ଷାରେ ଗତି ଗାରେ ଗତିଶୀଳତା--ଭାଗୀତା ଏବଂ ସହଯୋଗକୁ ସୁଦୃଢ଼ କରିବା ପାଇଁ ନିଆଯାଇଥିବା ନୂତନ ପଦକ୍ଷେପଗୁଡ଼ିକୁ ସମ ସମର୍ଥନ ଜଣାଇଥିଲେ ଲେ। ଏହିଁ ପରିପ୍ରେକ୍ଷୀରେ, ସେମାନେ ନାଳନ୍ଦା ବିଶ୍ବବିଦ୍ୟାଳୟ ଏବଂ ଗ୍ରୋନିଙ୍ଗେନ ବିଶ୍ବବିଦ୍ୟାଳୟ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ବିଶେଷ ଧ୍ୟାନ ଦେଇଥିଲେ।
ଦୁଇ ଦେଶ ମଧ୍ୟରେ ଦୃଢ଼ ସାଂସ୍କୃତିକ ସମ୍ପର୍କକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ୧୧ଶ ଶତାବ୍ଦୀର ଚୋଳ ତାମ୍ରଫଳକଗୁଡ଼ିକୁ ଫେରାଇ ଆଣିବାରେ ସାହାଯ୍ୟ କରିବା ପାଇଁ ଡଚ୍ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ପରିପ୍ରେକ୍ଷୀରେ, ଦୁଇ ନେତା ଲିଡେନ୍ ବିଶ୍ବବିଦ୍ୟାଳୟ ପାଠାଗାର ଏବଂ ଭାରତର ପ୍ରନୂତାତ୍ତ୍ୱିକ ସର୍ବେକ୍ଷଣ ମଧ୍ୟରେ ସହଯୋଗକୁ ସ୍ବାଗତ କରିଥିଲେ, ଯାହା ଏହି ଐତିହାସିକ କଳାକୃତିର ଜ୍ଞାନକୁ ଆଗକୁ ବଢ଼ାଇବା ସାହାଯ୍ୟ କରିବ। ସା
ଆନୁଷ୍ଠାନିକ ଆଲୋଚନା ପରେ, ପ୍ରଯୁକ୍ତିବିଦ୍ୟା, ସବୁଜ ଶକ୍ତି, ବାଣିଜ୍ୟ, ଗତିଶୀଳତା, ଡବ୍ଲ୍ୟୁଏଏଚ, ଶିକ୍ଷା ଏବଂ ବଂ ସଂସ୍କୃତି କ୍ଷେତ୍ରରେ ୧୪ଟି ଚୁକ୍ତି ଏବଂ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା । ଗସ୍ତ ଅବସରରେ ଏକ ମିଳିତ ବିବୃତ୍ତ ଏବଂ ରଣନୈତିକି ସହଭାଗୀତା ଉପରେ ରୋଡମ୍ୟାପ୍ ଗୃହୀତ ହୋଇଥିଲା ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଜେଟେନଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ, ଯାହାକୁ ସେ ଗ୍ରହଣ କରିଥିଲେ।
ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ସମାନ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ବିଭିନ୍ନ କ୍ଷେତ୍ରରେ ବହୁ ରେ ବହୁମୁଖୀ ସହଯୋ ଯୋଗ ଉପରେ ଆଧାରିତ ଦୃଢ଼ ଦ୍ବିପାକ୍ଷିକ ସମ୍ପର୍କ ରହିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେଦରଲ୍ୟାଣ୍ଡ ଗସୃ ଏହି ସହଭାଗୀତା ଭାଗୀତାରେ ଏକ ଗୁରୁତ୍ବପୂର୍ଣ୍ଣ ମାଇଳ ॥ଇଲଖୁଣ୍ଟ