ପ୍ରଧାନମନ୍ତ୍ରୀଙ୍କ ଆଫସ୍ଲାଇଟଡିଜକ୍ ଡ୍ୟାମ୍ ପରିଦର୍ଶନ

May 18, 2026 - 12:11
 17
ପ୍ରଧାନମନ୍ତ୍ରୀଙ୍କ ଆଫସ୍ଲାଇଟଡିଜକ୍ ଡ୍ୟାମ୍ ପରିଦର୍ଶନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମହାମହିମ ରବ ଜେଟେନଙ୍କ ସହିତ, ନେଦରଲ୍ୟାଣ୍ଡର ପ୍ରତୀକାତ୍ମକ ଜଳ ପରିଚାଳନା ସରଞ୍ଚନା ଆଫସ୍ଲାଇଟଡିଜକ୍ ପରିଦର୍ଶନ କରିଛନ୍ତି।

ଏହି ଗସ୍ତ ଦୁଇ ଦେଶର ଅଭିନବ ଜଳ ପରିଚାଳ ସମାଧାନ, ଜଳବାୟୁ ସ୍ଥିରତା ଏବଂ ସ୍ଥାୟୀ ଭିତ୍ତିଭୂମି ପ୍ରତି ସମାନ ପ୍ରତିବଦ୍ଧତାକୁ ଗୁରୁତ୍ବାରୋପ କରିଛି। ୩୨ କିଲୋମି ଲୋମିଟର ଲମ୍ବା ଆଫସ୍ଲାଇଟଡିଜକ୍ ଡ୍ୟାମ୍ ଏବଂ ଏହା ସହିତ ଜଡିତ ସେତୁ ବନ୍ୟା ନିୟନ୍ତ୍ରଣ ଏବଂ ଭୂମି ପୁନରୁଦ୍ଧାରର ଏକ ବିଶ୍ବବ୍ୟାପୀ ଉଦାହରଣ। ଏହି ଡ୍ୟାମ୍ ନେଦର ନେଦରଲ୍ୟାଣ୍ଡର ଏକ ବଡ଼ ଅଂଶକୁ କୁ ଉତ୍ତର ତ୍ତର ସାଗରରୁ ରରୁ ରକ୍ଷା କରେ ଏବଂ ଏବଂ ମଧୁଟ ଧୁର ଜଳ ସଂରକ୍ଷଣ ମଧ୍ଯ ସକ୍ଷ ସକ୍ଷମ କରିଥାଏ । କ୍ଷଣକୁ

ଏହି ଡ୍ୟାମ୍ ପରିଦର୍ଶନ ଆଫସ୍ଲାଇଟଡିଜକ୍ ଏବଂ ଭାରତର ଗୁଜରାଟ ରାଜ୍ୟରେ ବର୍ତ୍ତମାନ ଚାଲିଥିବା ମହତ୍ବାକାଂକ୍ଷୀ 'କଳ୍ପସାର ପ୍ରକଳ୍ପ' ପ୍ରକଳ୍ପ ମଧ୍ୟରେ ସମ ସମାନତା ଉପରେ ଆଲୋକପାତ କରେ। କଳ୍ପସାର ପ୍ରକଳ୍ପର ଲକ୍ଷ୍ୟ ହେଉଛି ଖମ୍ବାଟ ଉପସାଗରରେ ଉପସା ଏକ ମଧୁର ଜଳଭଣ୍ଡାର ସୃଷ୍ଟି କରିବା, ଯାହା ଜୁଆର ଶକ୍ତି ଉତ୍ପାଦନ, ଜଳସେଚନ ଏବଂ ପରିବହନ ଭିତ୍ତଭୂମିକୁ ସମନ୍ବିତ କରିବ । ଏହି ପରିପ୍ରେକ୍ଷୀରେ, ଉଭୟ ପକ୍ଷ ଭାରତର ଜଳ ଶକ୍ତି ମନ୍ତ୍ରଣାଳୟ ଏବଂ ନେଦରଲ୍ୟାଣ୍ଡର ଭିତ୍ତଭୂମି ଏବଂ ଜଳ ପରିଚାଳନା ମନ୍ତ୍ରଣାଳୟ ମଧ୍ୟରେ କଳ୍ପସାର ପ୍ରକଳ୍ପରେ ବୈଷୟିକ ସହଯୋଗ ସମ୍ପର୍କରେ ଏକ 'ଉଦ୍ଦେଶ୍ୟ ପତ୍ର' ସ୍ବାକ୍ଷ ସ୍ବାକ୍ଷରକୁ ସ୍ବାଗତ କରିଛନ୍ତି।

ଉଭୟ ନେତା ଉଲ୍ଲେଖ କରିଛନ୍ତି ଯେ, ହାଇଡ୍ରୋଲିକ୍ ଇଞ୍ଜିନିୟରିଂରେ ନେଦରଲ୍ୟାଣ୍ଡର ବିଶେଷଜ୍ଞତା ଏବଂ ଭାରତରେ ପ୍ରକଳ୍ପ କାର୍ଯ୍ୟାନ୍ଵୟନର ବ୍ୟ ବ୍ୟାପକ ବ୍ୟବସ୍ଥା ଦୁଇ ରାଷ୍ଟ୍ର ମଧ୍ୟରେ ପାରସ୍କରକ ଲାଭଦାୟକ ସହଭାଗୀତା ପାଇଁ ସୁଯୋଗ ପ୍ରଦାନ ପ୍ରଦାନ କଚେ ନରେ। ଏହି ଗସ୍ତ 'ଜଳ କ୍ଷେତ୍ରରେ ଭାରତ-ନେଦରଲ୍ୟାଣ୍ଡ ରଣନୈତିକ ସହଭାଗୀତା'କୁ ପରିଭାଷିତ କରେ। ଏହା ସହିତ ନବସୃଜନ ଏବଂ ସ୍ଥାୟୀତ୍ଵ ପ୍ରତି ଉଭୟ ଦେଶର ସହଭାଗୀ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରେ।