ପଦୋନ୍ନତି ରେ ଲାଗିଲା କଟକଣା...

Jan 5, 2026 - 16:48
 34
ପଦୋନ୍ନତି ରେ ଲାଗିଲା କଟକଣା...

ପଦୋନ୍ନତି ରେ ଲାଗିଲା କଟକଣା...

ଭୁବନେଶ୍ବର: ସମ୍ପତ୍ତା ତାଲିକା ନଦେଲେ ହେବନି

ପ୍ରମୋସନ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହେଲା ଚିଠି। ସବୁ ବିଭାଗକୁ ଚିଠି ଲେଖୁଲେ ACS ସୁରେନ୍ଦ୍ର କୁମାର । ଜାନୁଆରି ସୁଦ୍ଧା ସବୁ ସରକାରୀ କର୍ମଚାରୀଙ୍କ ସମ୍ପତ୍ତା ତାଲିକା ଦେବାକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପୂର୍ବରୁ GA ବିଭାଗ ପକ୍ଷରୁ ଅନେକଥର ସମ୍ପତ୍ତା ତାଲିକା ଦେବାକୁ ଚିଠି ଲେଖାଯାଇଥିଲା । କିନ୍ତୁ ଅନେକ ସରକାରୀ ବାବୁ ସମ୍ପତ୍ତା ତାଲିକା ଦେଇନଥୂବା ଅଭିଯୋଗ ହୋଇଛି । ରାଜ୍ୟ ସରକାରଙ୍କ ଯେଉଁ ସରକାରୀ ଅଧୂକାରୀମାନେ ସେମାନଙ୍କର ବାର୍ଷିକ ସମ୍ପତ୍ତି ଘୋଷଣା ଦାଖଲ କରିବାରେ ବିଫଳ ହୁଅନ୍ତି, ସେମାନେ ପଦୋନ୍ନତି ପାଇଁ ଯୋଗ୍ୟ ହେବେ ନାହିଁ ବୋଲି ରାଜ୍ୟ ସରକାର ଚେତାବନୀ ଦେଇ କହିଛନ୍ତି।

ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ (GA&PG) ବିଭାଗ ଏକ ସ୍ମାରକପତ୍ରରେ କହିଛି, "ଓଡ଼ିଶା ସିଭିଲ୍ ସର୍ଭିସେସ୍ (ପଦୋନ୍ନତି ପାଇଁ ମାନଦଣ୍ଡ) ନିୟମ, 1992 ଅନୁଯାୟୀ ବିସ୍ତୃତ ବ୍ୟବସ୍ଥା ରଖାଯାଇଛି

*

*