ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହେଲେ କଟକ ଜିଲ୍ଲାର ତିଗିରିଆ ବ୍ଲକ ନୂଆପାଟଣାର ଶରତ କୁମାର ପାତ୍ର...
ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହେଲେ କଟକ ଜିଲ୍ଲାର ତିଗିରିଆ ବ୍ଲକ ନୂଆପାଟଣାର ଶରତ କୁମାର ପାତ୍ର...
କଟକର ବାରବାଟୀ ଷ୍ଟାଡିୟମରେ ଆୟୋଜିତ ୭୭ତମ ଗଣତନ୍ତ୍ର ଦିବସ ଅବସରରେ ଚଳିତ ବର୍ଷ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଥିବା କଟକ ଜିଲ୍ଲାର ତିଗିରିଆ ବ୍ଲକ ନୂଆପାଟଣା ଗ୍ରାମର ବିଶିଷ୍ଟ ବ୍ୟକ୍ତିତ୍ୱ ଶ୍ରୀ ଶରତ କୁମାର ପାତ୍ରଙ୍କୁ ସମ୍ବର୍ଦ୍ଧିତ କଲେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ |
ନିଜର ନିଷ୍ଠା ଓ ସେବା ମାଧ୍ୟମରେ ସେ ଓଡ଼ିଶା ପାଇଁ ଯେଉଁ ଗୌରବ ଆଣିଛନ୍ତି, ତାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ।
ତାଙ୍କର ସମାଜ ପ୍ରତି ଥିବା ଅବଦାନ ଓ ନିରନ୍ତର ପ୍ରଚେଷ୍ଟାକୁ ମୁଁ ସାଧୁବାଦ ଜଣାଉଛି। ତାଙ୍କର ସୁସ୍ଥ ଓ ନିରାମୟ କାମନା କରିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ