ପରିବହନ ମନ୍ତ୍ରୀଙ୍କ ତେଲ ବଞ୍ଚାଓ ଅଭିଯାନ...
ପରିବହନ ମନ୍ତ୍ରୀଙ୍କ ତେଲ ବଞ୍ଚାଓ ଅଭିଯାନ...
ଆଉ ପେଟ୍ରୋଲ୍ କି ଡିଜେଲ୍ ନୁହେଁ, ଅଧିକରୁ ଅଧିକ ବ୍ୟବହାର କରନ୍ତୁ ଇଭି।
ଏନେଇ ରାଜ୍ୟବାସୀଙ୍କୁ ଅପିଲ୍ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା।
ପୂର୍ବରୁ ଇଭି ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।
ପରିବହନ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଇଭି ପାଇଁ ସବସିଡ୍ ୨୦୨୮ ଯାଏଁ ବୃଦ୍ଧି କରାଯାଇଛି।
ପ୍ରଧାନମନ୍ତ୍ରୀଙ୍କ କଥା ମାନି ତେଲ୍ କମ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ପରିବହନ ମନ୍ତ୍ରୀ।
ଏହା ସହିତ PMଙ୍କ କାରକେଡ୍ ଗାଡ଼ି ସଂଖ୍ୟା ହ୍ରାସ ନିଷ୍ପତ୍ତିକୁ ମନ୍ତ୍ରୀ ସ୍ୱାଗତ କରି କହିଛନ୍ତି
ମୁଁ ନିଜେ ସରକାରୀ ବସ୍ ରେ ଯିବା ଆସିବା କରିବି।