OTET ପରୀକ୍ଷା ପାଇଁ ସୂଚନା...

May 13, 2026 - 21:08
 4
OTET ପରୀକ୍ଷା ପାଇଁ ସୂଚନା...

ଜୁନ୍‌ ୨୧ରୁ ରାଜ୍ୟରେ ହେବ OTET ପରୀକ୍ଷା

OTET ପରୀକ୍ଷା ନେଇ ବୋର୍ଡ ପକ୍ଷରୁ ସୂଚନା

ଜୁନ୍‌ ୯ରୁ ବୋର୍ଡ ୱେବ୍‌ସାଇଟ୍‌ରେ ମିଳିବ ଆଡ୍‌ମିଟ୍‌ କାର୍ଡ

ସକାଳ ୯ରୁ ୧୧ଟା ୩୦ ପେପର୍‌-୧ 

୨ରୁ ୪ଟା ୩୦ ପେପର-୨ ପରୀକ୍ଷା