ପରିସ୍ଥିତିକୁ ନଜର କରି ପ୍ରସ୍ତୁତି ସ୍ତୁତି ଓ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ

Mar 3, 2026 - 11:51
 7
ପରିସ୍ଥିତିକୁ ନଜର କରି ପ୍ରସ୍ତୁତି ସ୍ତୁତି ଓ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ

ପରିସ୍ଥିତିକୁ ନଜର କରି ପ୍ରସ୍ତୁତି ସ୍ତୁତି ଓ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ

ଭୁବନେଶ୍ବର, ୦୨.୦୩. ୨୦୨୬

ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତିରେ ପ୍ରବାସୀ ଓଡ଼ିଆମାନଙ୍କ ସୁରକ୍ଷା ଓ ସେମାନଙ୍କର ସ୍ଥିତି ସଂପର୍କରେ ପ୍ରସ୍ତୁତି ଓ କାର୍ଯ୍ୟାନୁଷ୍ଠାନ ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କ୍ରମେ ଆଜି ସଂଧ୍ୟାରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ଯକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପରିସ୍ଥିତିକୁ ନଜର କରି କରି ପ୍ରସ୍ତୁତି ରହିବା ଓ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ ଦେଇଛନ୍ତି ।

ସୂଚନା ଯୋଗ୍ୟଯେ, ଏଥିପାଇଁ ଭାରତର ବୈଦେଶିକ ମନ୍ତ୍ରଣାଳୟ ଦ୍ବାରା ଏକ ଏକ ୨୪ ଘଣ୍ଟିଆ ଟୋଲ ଲଫ୍ରି ନମ୍ୱର ୮୦୦-୪୬୩୪୨, ହ୍ଵାଟ୍ସ ଆପ୍ ନଂ- ୯୭୧୫୪୩୦୯୦୫୭୧ ଜାରି କରାଯା ଯାଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସହାୟତା ଓ ସୂଚନା ନେଇ ଓଡ଼ିଶା ମୋ ପରିବାର, ରାଜ୍ୟ ଗୃହ (ସ୍ବ ରାଷ୍ଟ୍ର) ବିଭାଗ, ରା ରାଜ୍ୟ ଶ୍ରମ ନିର୍ଦ୍ଦେଶାଳୟ, ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ( ପ୍ରୋଟେକ୍ଟର ଅଫ ଏମିଗ୍ରାଣ୍ଟସ୍)ଙ୍କ ସହ ମିଳିତଭାବେ ଏକ ୱାକିଂ ଗୃପ୍ ଗଠନ କରାଯାଇଛି । ପରିସ୍ଥିତିକୁ ନଜର ନଜରରେ ରଖାଯାଇଛି । ଓଡ଼ିଶ ଓଡ଼ିଶା ପରିବା କାର୍ଯ୍ୟରତ ଅଧିକାରୀଙ୍କୁ ଶ୍ରୀ ପ୍ରିତୀଶ ପଣ୍ଡା ନୋଡାଲ ଅଧିକାରୀ ଭାବେ ସୂଚନା ଓ ସହାୟତା ପାଇଁ କାର୍ଯ୍ୟରତ ଅଛନ୍ତି ( ଦୂରଭାଷ ନମ୍ବର- ୯୫୮୩୩୨୧୯୬୪ ) । ବାର ସ୍ବତନ୍ତ୍ର

ଡିଜିପି ଶ୍ରୀ ୱାଇ ବି ଖୁରାନିଆ ବୈଠକରେ ଯୋଗଦେଇ କହିଛନ୍ତି ଯେ, ସ୍ଥିତିକୁ ଅତି ନିକଟରୁ ନଜର ରଖାଯାଇ ଆବବଶ୍ୟକ ପଦକ୍ଷେପ ପ ନିଆଉଛି । । ସଂପୃକ୍ତ ସମସ୍ତ ଅଧିକ Įକାରୀମାନଙ୍କୁ ଆଲର୍ଟ କରାଯାଇଛି । ପରିସ୍ଥିତି ନିୟନ୍ତଣାନ ଅଛି । ସାମାଜିକ ଗଣମାଧ୍ୟମରେ ହେଉଥ‌ିବା ପୋଷ୍ଟଗୁଡିକୁ କଡ଼ାକଡ଼ି ଅନୁ ଥନୁଧ୍ୟାନ କରାଯାଇ ଜରୁରୀକାଳୀନ ଭିଭିରେ ପଦକ୍ଷେପ ନିଆଯାଉଛି । ବୈଠକରେ ରାଜ୍ୟ ଗୃହ (ସ୍ବରାଷ୍ଟ୍ର ବିଭାଗ) ଅତି ତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଶ୍ରୀ ଆର.ପି.କୋଚେ, ଓଡ଼ିଶା ମୋ ପରିବାରର ନିର୍ଦ୍ଦେଶକ ତଥା ରାଜ୍ୟ ସଂସ୍କୃତି ବିଭାଗର ସଚିବ ଡଃ. ବିଜୟକେତନ ଉପାଧ୍ୟାୟ, ଶ୍ରମ ଆୟୁକ୍ତ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।