“ପଳାତକଙ୍କ ପ୍ରତ୍ୟର୍ପଣ: ଆହ୍ଵାନ ଏବଂ ରଣନୀତି " ଉପରେ ମତ ରଖୁଛନ୍ତି ଶ୍ରୀ ଶାହ
ସିବିଆଇ ଦ୍ବାରା ଆୟୋଜିତ ‘ପଳାତକ ପ୍ରତ୍ୟର୍ପଣ' ସମ୍ମିଳନୀରେ ଅମିତ ଶାହଙ୍କ ସମ୍ବୋଧନ
“ପଳାତକଙ୍କ ପ୍ରତ୍ୟର୍ପଣ: ଆହ୍ଵାନ ଏବଂ ରଣନୀତି " ଉପରେ ମତ ରଖୁଛନ୍ତି ଶ୍ରୀ ଶାହ
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ନିଜ ସୀମାର ସୁରକ୍ଷା ସହିତ ଆଇନର ଶାସନକୁ ସୁଦୃଢ଼ କରିବା ସୁନିଶ୍ଚିତ କରୁଛି
ପଳାତକ ଅପରାଧୀଙ୍କ ପ୍ରସଙ୍ଗ କେବଳ ଦେଶର ସାର୍ବଭୌମତ୍ବ, ଆର୍ଥିକ ସ୍ଥିରତା ଏବଂ ଆଇନ ଶୃଙ୍ଖଳା ସହିତ ଜଡିତ ନୁହେଁ, ବରଂ ଦେଶର ସୁରକ୍ଷା ସହିତ ମଧ୍ୟ ଜଡିତ
ଦେଶର ଅର୍ଥନୀତି, ସାର୍ବଭୌମତ୍ୱ ଏବଂ ସୁରକ୍ଷାକୁ ବିଦେଶରେ ବସି କ୍ଷତି ପହଞ୍ଚାଉଥିବା ଲୋକମାନେ ଭାରତୀୟ ନ୍ୟାୟ ବ୍ୟବସ୍ଥାକୁ ଭୟ ନକରିବା ପର୍ଯ୍ୟନ୍ତ ଆମେ ଦେଶକୁ ସୁରକ୍ଷିତ କରିପାରିବୁ ନାହିଁ
ଆର୍ଥିକ, ସାଇବର, ଆତଙ୍କବାଦୀ ଘଟଣା କିମ୍ବା ସଙ୍ଗଠିତ ଅପରାଧରେ ସମ୍ପୃକ୍ତ ପ୍ରତ୍ୟେକ ପଳାତକଙ୍କୁ କଠୋର ଆଭିମୁଖ୍ୟରେ ଆଇନ ଭିତରକୁ ଆଣିବା ପାଇଁ ମୋଦୀ ସରକାର ବ୍ୟବସ୍ଥା କରୁଛନ୍ତି
ଭାରତୀୟ ଆଇନ ସେମାନଙ୍କ ନିକଟରେ ପହଞ୍ଚିପାରିବ ନାହିଁ ବୋଲି ପଳାତକ ଅପରାଧୀମାନଙ୍କ ମଧ୍ୟରେ ଥିବା ବିଶ୍ବାସ ଏବେ ସମାପ୍ତ ହେଉଛି
ପ୍ରତ୍ୟେକ ରାଜ୍ୟ, ସିବିଆଇ ସହଯୋଗରେ ରାଜ୍ୟର ପଳାତକମାନଙ୍କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଏକ ବ୍ୟବସ୍ଥା ବିକଶିତ ପାଇଁ ଏକ ୟୁନିଟ୍ ପ୍ରତିଷ୍ଠା କରିବା ଉଚିତ୍
ଆନ୍ତର୍ଜାତୀୟ ସ୍ତରରେ ପଳାତକମାନଙ୍କୁ ଧରିବା ପାଇଁ ସିବିଆଇ ଏକ ସ୍ବତନ୍ତ୍ର ଗ୍ଲୋବାଲ୍ ଅପରେସନ୍ ସେଣ୍ଟର ପ୍ରତିଷ୍ଠା କରିଛି, ଯାହା ବିଶ୍ବବ୍ୟାପୀ ପୋଲିସ୍ ବାହିନୀ ସହିତ ପ୍ରକୃତ ସମୟରେ ସମନ୍ବୟ ରକ୍ଷା କରୁଛି
୨୦୨୫ ଜାନୁଆରୀ ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୧୮୯ ରୁ ଅଧୂକ ରେଡ୍ କର୍ପୂର ନୋଟିସ୍ ଜାରି କରାଯାଇଛି, ଯାହା ସିବିଆଇ ଇତିହାସରେ ସର୍ବାଧୂକ
ଆର୍ଥକ ଅପରାଧରେ ସମ୍ପୃକୁ ପଳାତକମାନଙ୍କର ଭାରତରେ ଥିବା ସମ୍ପତ୍ତି ଜବତ କରିବା ପାଇଁ ମୋଦୀ ସରକାରଙ୍କ ଦ୍ବାରା ପ୍ରବର୍ଷିତ ଆଇନ ଯୋଗୁଁ ଚାରି ବର୍ଷ ମଧ୍ୟରେ ପ୍ରାୟ ୨ ବିଲିୟନ ଡଲାର ଉଦ୍ଧାର କରାଯାଇଛି
ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ପ୍ରତ୍ୟେକ ରାଜ୍ୟରେ ପଳାତକମାନଙ୍କ ପାଇଁ ସ୍ବତନ୍ତ୍ର କାରାଗାର ପ୍ରତିଷ୍ଠା କରାଯିବା ଉଚିତ
ଶ୍ରୀ ଶାହ କହିଛନ୍ତି ଯେ ସିବିଆଇର ସହଯୋଗରେ ପ୍ରତ୍ୟେକ ରାଜ୍ୟ ଅପରାଧ କରି ରାଜ୍ୟ ଛାଡ଼ି ପଳାୟନ କରିଥିବା ପଳାତକମାନଙ୍କୁ ଫେରାଇ ଆଣିବା ପାଇଁ ଏକ ବ୍ୟବସ୍ଥା ସୃଷ୍ଟି କରିବା ପାଇଁ ଉତ୍ସର୍ଗୀକୃତ ଏକ ୟୁନିଟ୍ ପ୍ରତିଷ୍ଠା କରିବା ଆବଶ୍ୟକ। ସେ ଗୁରୁତ୍ବାରୋପ କରିଥିଲେ, ଏକ ସମ୍ପୂ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ ମାଧ୍ୟମରେ ଏହି ପ୍ରୟାସକୁ ତ୍ବରାନ୍ବିତ କରାଯିବା ଆବଶ୍ୟକ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ହେବା ପରେ ଅନେକ ପ୍ରକାରର ସଂସ୍କାର କାର୍ଯ୍ୟକାରୀ ହୋଇଛି। ୨୦୧୮ ରେ, ଆମେ ପଳାତକ ଅର୍ଥନୈତିକ ଅପରାଧୀ ଅଧୂନିୟମ ଅଧୂନି ପ୍ରବର୍ତ୍ତନ କରିଥୂଲୁ, ଯାହା ଭାରତରେ ଅବସ୍ଥିତ ଆର୍ଥକ ପଳାତକଙ୍କ ସମ୍ପତ୍ତି ଜବତ କରିବାକୁ ସରକାରଙ୍କୁ କ୍ଷମତା ପ୍ରଦାନ କରିଥିଲା। ଗତ ଚାରି ବର୍ଷ ମଧ୍ୟରେ ସରକାର ଏହି ଆଇନ ଅଧୀନରେ ପ୍ରାୟ ୨ ବିଲିୟନ ଡଲାର ଆଦାୟ କରିଛନ୍ତି କରିଛନ୍ତି। ମନି ଲଣ୍ଡରିଂ ଆଇନକୁ ଅଧିକ କଠୋର ଏବଂ ମଜବୁତ କରାଯାଇଛି ଏବଂ ୨୦୧୪ ରୁ ୨୦୨୩ ମଧ୍ୟରେ ପ୍ରାୟ ୧୨ ବିର୍ଲିୟନ ଡଲାର ମୂଲ୍ୟର ସମ୍ପତ୍ତା ଜବତ କରାଯାଇଛି। ସାରା ବିଶ୍ବରେ ପଳାତକମାନଙ୍କୁ ଧରିବା ପାଇଁ ସିବିଆଇ ଅର୍ନ୍ତର୍ଜାତୀୟ ୟ ସ୍ତରରେ ଏକ ସ୍ବତନ୍ତ୍ର ଗ୍ଲୋବାଲ୍ ଅପରେସନ୍ ସେ ସେଣ୍ଟର ପ୍ରତିଷ୍ଠା କରିଛି, ଯାହା ବିଶ୍ବବ୍ୟାପୀ ପୋଲିସ୍ ଏଜେନ୍ସି ସହିତ ପ୍ରକୃତ ସମୟରେ ସମନ୍ବଯ ମନ୍ଵୟ ରକ୍ଷା କରୁଛି। ଶ୍ରୀ ଶାହ କହିଥିଲେ ଯେ ଚଳିତ ବର୍ଷ ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ୧୯୦ରୁ ଅଧୂକ ରେଡ୍ କର୍ପୂର ନୋଟିସ୍ ଜାରି କରାଯା ରାଯାଇଛି, ଯାହା ସିବିଆଇ ଥାଇ ଇତିହାସ ସର୍ବାଧିକ। 'ଅପରେସନ ତ୍ରୀଶୂଲ' ଅଧୀନରେ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଯାଇଛି, ଯାହାର ଫଳପ୍ରଦ ଫଳାଫଳ ମିଳିଛି। ସେହିଭଳି, ଜାନୁଆରୀ ୨୦୨୫ ରେ ଭାରତପୋଲ ପ୍ରତିଷ୍ଠା ହେବା ପରଠାରୁ ଡ ଉତ୍ସାହଜନକ ଫଳାଫଳ ହାସଲ କରାଯାଇଛି।
1 ଶାହ କହିଥିଲେ, ମୋଦୀ ସରକାର ଉପନିବେଶବାଦ ସମୟର ୧୬୦ ବର୍ଷ ପୁରୁଣା ଆଇନକୁ ବଦଳାଇ ତିନୋଟି ନୂଆ ଅପରାଧୂକ ଆଇନ ପ୍ରଣୟନ କରିଛନ୍ତି, ଯାହା ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ସଂସ୍କାର। ୨୦୨୭ ମସିହା ପରେ ତିନି ବର୍ଷ ମଧ୍ୟରେ ସର୍ବୋଚ୍ଚ ନ୍ୟାୟାଳୟ ସ୍ତର ପର୍ଯ୍ୟନ୍ତ ଯେକୌଣସି ମାମଲାରେ ନ୍ୟାୟ ପ୍ରଦାନ କରାଯିବ। ଗୃହମନ୍ତ୍ରୀ କହିଥୁଲେ σα, ଭାରତୀୟ ନା ନାଗରିକ ସୁରକ୍ଷା ସଂହିତା (ବି. ଏନ୍. ଏସ୍. ଏସ୍.)ର ଧାରା ୩୫୫ ଏବଂ ୩୫୬ ଅନୁ ଅନୁପସ୍ଥିତିରେ ବିଚାର ପାଇ ପାଇଁ ବ୍ଯବସ୍ଥା ପ୍ରଦାନ କରିଥାଏ କରିଥାଏ। ସେ କହିଥିଲେ ଯେ, ଭାରତର ସ୍ବାଧୀନତା ପରେ ପ୍ର ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥା ଆଇନରେ ସାମିଲ କରାଯାଇଛି। ଛି। ଯଦି ଜଣେ ବ୍ୟକ୍ତିଙ୍କୁ ପଳାତକ ଘୋଷଣା କରାଯାଏ, ତେବେ ଅଦାଲତ ସେମାନଙ୍କ ଅନୁପସ୍ଥିତିରେ ମଧ୍ୟ ସେମାନଙ୍କ ପ୍ରତିନିଧୂତ୍ବ କରି କରିବା ପାଇଁ ଜଣେ ଓକିଲ ନିଯୁକ୍ତ କରି ବିଚାର ଆରମ୍ଭ କରିପାରିବେ। ଗୃହମ ହମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଥରେ ଜଣେ ପଳାତକ ନୁପସ୍ଥିତିରେ ଦୋଷୀ ସାବ୍ୟସ୍ତ ହେଲେ, ଏହା ଅନର୍ଜାତୀୟ ଆଇନ ଅନୁଯାୟୀ ସେହି ବ୍ୟକ୍ତିଙ୍କ ସ୍ଥିତିରେ ଏକ ଗୁରୁତ୍ବପୂର୍ଣ ପରିବର୍ତ୍ତନ ଆଣିଥାଏ। ସେ ଗୁରୁତ୍ବାରୋପ କରିଥିଲେ ଯେ ବି. ଏନ୍. ଏସ୍. ଏସ୍. ଅଧୀନରେ ଉ ଉପଲବ୍ଧ 'ଅନୁପସ୍ଥିତିରେ ବିଚାର' ବ୍ୟବସ୍ଥାର ର ସମ୍ପୂର୍ଣ୍ଣ ଉପଯୋଗ କରାଯିବା ସହ ପଳାତକମାନଙ୍କ ବିଚାର ସେମାନଙ୍କ ଅନୁପସ୍ଥିତି ଙ୍କ ଅନୁପସ୍ଥିତିରେ ମଧ୍ୟ ଜାରି ରହି ରହିବା ଉଚିତ
କେନ୍ଦ୍ର ଗୃହମନ୍ତ୍ରୀ ।ନ୍ନୀ କହିଥିଲେ ଯେ, ଏହି ସମ୍ମିଳନୀରୁ ବାହାରିଥିବା କାର୍ଯ୍ୟାନୁଷ୍ଠାନ ଯୋଗ୍ୟ ପ୍ରସଙ୍ଗଗୁଡ଼ିକ ସହିତ ଭାରତପୋଲ ଏଚ୍ ଅନୁପସ୍ଥିତିରେ ବିଚ ବିଚାର ବ୍ୟବସ୍ଥାଗୁଡ଼ିକୁ ସମନ୍ବିତ କରାଯିବା ଉଚିତ। ଯାହାଦ୍ବାରା ଉଭୟ ରାଜ୍ୟ ପୁଲିସ ବାହିନୀ ଏବଂ ସମସ୍ତ କେନ୍ଦ୍ରୀୟ ଏଜେନ୍ସି ମଧ୍ୟରେ ଏପରି ଏକ ବ୍ୟବସ୍ଥା ସୃଷ୍ଟି କରାଯାଇପାରିବ, ଯାହାର ତଦ ର ତଦାରଖ ସି. ବି. ଆଇ, ଆନୁଷ୍ଠାନିକ ଭାବେ କରିବ। ପଳାତକମାନଙ୍କ ଡାଟାବେସ୍ ସମଗ୍ର ଦେଶରେ ଦଶରେ ପୋଲିସ୍ ବାହିନୀ ସହିତ ସେୟାର କରିବା ପାଇଁ ଏକ ଦୃଢ ବ୍ୟବସ୍ଥା ପ୍ରତିଷ୍ଠା କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ବା ରୁତ୍ବାରୋପ କରିଥିଲେ। ନିଶା ଦ୍ରବ୍ୟ, ଆତଙ୍କବାଦ, ବାଦ, ଗ୍ୟାଙ୍ଗଷ୍ଟାର ଗ୍ୟାଙ୍ଗ ଏବଂ ଆର୍ଥକ ତଥା ସାଇବର ଅପରାଧର ମୁକାବିଲା ପାଇଁ ପ୍ରତ୍ୟେକ ରାଜ୍ୟ ରାଜ୍ୟ ପୋଲିସ ବାହିନୀ ମଧ୍ୟରେ ଏକ କେନ୍ଦ୍ରିତ ସମନ୍ୱୟ ଗୋଷ୍ଠୀ ଗଠନ କରାଯିବା ଉଚିତ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଇଣ୍ଡେଲିଜେନ୍ସ ବ୍ୟୁରୋ (ଆଇବି) ଏବଂ ସିବିଆଇ ମଲ୍ଟି ଏଜେନ୍ସି ସେଣ୍ଟର (ଏସ୍ଏସି) ମାଧ୍ୟମରେ ଏହି ଫୋକସ୍ ଗ୍ରୁପକୁ ମଜବୁତ ବୁତ ଏବଂ ତ୍ବରାନ୍ବିତ କରିବା ପାଇଁ କାର୍ଯ୍ୟ କରିବା ଆବଶ୍ୟକ। ଶ୍ରୀ ଶାହ କହିଥିଲେ ଯେ ପ୍ରତ୍ୟର୍ପଣ ର୍ପଣ ମାମଲାର ପ୍ରଭାବୀ ପ୍ରସ୍ତୁତି ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ରାଜ୍ୟ ପୁଲିସ ବାହିନୀ ତୁରନୁ ଏକ ବିଶେଷଜ୍ଞ ସ୍ବତନ୍ତ୍ର ସେଲ୍ ପ୍ରତିଷ୍ଠା କଟି କରିବା ଉଚିତ। ଏହି ଏହି ସ୍ବତନ୍ତ୍ର ସେଲ୍ ଗୁଡ଼ିକୁ ମାର୍ଗଦର୍ଶନ କରିବା ପାଇଁ, ପ୍ରତ୍ୟର୍ପଣ ଅନୁରୋଧର ସମୀକ୍ଷା ପାଇଁ ସିବିଆଇ ମଧ୍ଯରେ ଏକ ଉତ୍ସର୍ଗୀକୃତ ବିଭାଗ ମଧ୍ୟ ପ୍ରତିଷ୍ଠା କରାଯିବା ଉଚିତ।
କେନ୍ଦ୍ର ଗୃହମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମ ଦେଶ ବିଶ୍ବସ୍ତରରେ ଆତ୍ମବିଶ୍ବାସର ସହ ଆଗକୁ ବଢୁଛି। ସେ ଗୁରୁତ୍ବାରୋପ କରିଥିଲେ ଯେ, ଜାତୀୟ ସୁରକ୍ଷାର ସମସ୍ତ ଦିଗ ସୁନିଶ୍ଚିତ କରିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ହୋଇଯାଇଛି। ସେ କହିଥିଲେ, ଦେଶ ଭିତରେ ଦୁର୍ନୀତି, ଅପରାଧ ଏବଂ ଆତଙ୍କବାଦ ବିରୋଧରେ ଶୂନ୍ୟ-ସହନଶୀଳତା ନୀତି ବଜାୟ ରଖିବା ସହିତ, ଭାରତର ସୀମା ବାହାରେ ଏଭଳି କା କାର୍ଯ୍ୟକଳାପ କରୁଥିବା ଲୋକଙ୍କ ପ୍ରତି ମଧ୍ୟ ଆମକୁ ଶୂନ୍ୟ-ସହନଶୀଳତା ଆଭିମୁଖ୍ୟ ଗ୍ରହଣ କରିବାକୁ ପଡ଼ିବ। ଏଭଳି ସମସ୍ତ ଅପରାଧୀଙ୍କୁ ଭାରତୀୟ ଆଇନର ପରିସରଭୁକ୍ତି କରିବା ଏବଂ ଏଥିପାଇଁ ଏକ ସୁଦୃଢ଼ ବ୍ୟବସ୍ଥା ସୃଷ୍ଟି କରିବା ଆମର । ଦାୟିତ୍ବ ୟିତ୍ବ। ଗୃହମନ୍ତ୍ରୀ କହିଛନ୍ତି ଯେ, ଇଣ୍ଟରପୋଲ ଏବଂ ତିନୋଟି ନୂତନ ଅପର ଅପରାଧୂକ ଆଇନ ଅଧୀନରେ ଉପଲବ୍ଧ ଲବ୍ଧ ବ୍ୟବସ୍ଥା ସହିତ ଏହି ସମ୍ମିଳନ ମ୍ମିଳନୀ ଭାରତୀୟ ଅଦାଲତରେ ଜଣେ ପଳାତକ ଅପରାଧୀଙ୍କ ଉପସ୍ଥିତିକୁ ସକ୍ଷମ କରି କରିବା ପାଇଁ ଏକ ମିଳିତ ପ୍ରୟାସ ଏବଂ ଏହାକୁ ହାସଲ କରିବା ପାଇଁ ଏକ ରୋଡମ୍ୟାପ୍ ମଧ୍ୟ ପ୍ରଦାନ କରିଥାଏ । କେନ୍ଦ୍ର ଗୃହମନ୍ତ୍ରୀ ହମନ୍ତ୍ରୀ କହିଥିଲେ ଯେ, ପ୍ରାୟ ଦେଢ଼ ବର୍ଷ ପୂର୍ବେ ସେ ଦେଇଥିବା ପରାମର୍ଶ ଅନୁଯାୟୀ କାର୍ଯ୍ୟ କରି । ପଳାତକ ପ୍ରତ୍ୟର୍ପଣର ଧାରଣାକୁ କାର୍ଯ୍ୟକାରୀ କରିଛି ଏବଂ ଏଥିପାଇଁ ସଂଗଠନ ସିବିଆଇ ପ୍ରଶଂସା ପାଇବାକୁ ଯୋଗ୍ୟ।
ଶ୍ରୀ ଅମିତ ଶାହ କହିଥିଲେ, ଏହା ଏ ଆମର ସାମୂହିକ ସଂକଳ୍ପ ହେ ହେବା ଉଚିତ ଯେ ଜଣେ ଅପରାଧୀ ଯେତେ ଚତୁର ହୁଅନ୍ତୁ ନା କାହିଁକି, ନ୍ୟାୟର ପ୍ରସାର ଆହୁରି ଦ୍ରୁତ ହେବା ଆବଶ୍ୟକ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ଶକ୍ତିଶାଳୀ ଭାରତ କେ କେବଳ ସୀମା ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ନୁହେଁ, ବରଂ ଆଇନର ଶାସନକୁ ସୁଦୃଢ଼ କରିବା ଦିଗରେ ମଧ୍ୟ ଆଗକୁ ବ ବଢୁଛି। ଗୃହମନ୍ତ୍ରୀ ଗୁରୁତ୍ବାରୋପ କରି ଥୂଲେ ଯେ ଏହି ଦୁଇଦିନିଆ ନିଆ ସମ୍ମିଳନୀ ବିଶ୍ବସ୍ତରୀୟ ପରିଚାଳନା, ଦୃଢ଼ ସମନ୍ବୟ ৩০° ଚତୁର କୂଟନୀତି ମଧ୍ୟରେ ସମନ୍ବୟ ସୁନିଶ୍ଚିତ । କରିବ। ସେ ଏହା ମଧ୍ୟ କହିଥିଲେ ଯେ ଯେ ଏହି ସମ୍ମିଳନୀର ଚୀର ବିଷୟବସ୍ତୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏବଂ ପ୍ରାସଙ୍ଗିକ। ଏହି ସମ୍ମିଳନୀରେ ପ୍ରସ୍ତାବିତ ଆଲୋଚନା ଏବଂ ପଦ ଦକ୍ଷେପ ଜାତୀୟ ସୁରକ୍ଷା, ରକ୍ଷା, ଦେଶର ଆର୍ଥକ ସମୃଦ୍ଧି ଏବଂ ନୀତିଗତ ଜଟିଳତାକୁ ଦୂର କରିବା ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ। ଶ୍ରୀ ଶାହ ଗୁରୁତ୍ବାଟେ କରିଥିଲେ ଯେ ଏହି ସମ୍ମିଳନୀରେ ସାଇବର ଜ୍ଞାନକୌଶଳ, ଆର୍ଥକ ଅପରାଧ, ପାଣ୍ଠିର ଉତ୍ସ ଏବଂ ପ୍ରବାହର ସନ୍ଧାନ, ଜଟିଳ ପ୍ରତ୍ୟର୍ପଣ ପ୍ରକ୍ରି ପ୍ରକ୍ରିୟାକୁ ସରଳ କରିବା, ପଳାତକମାନଙ୍କୁ ଫେରାଇ ଆଣିବା, ସେମାନଙ୍କ ଭୌଗୋଳିକ ଅବସ୍ଥାନର ଏକ ଡାଟାବେସ୍ ପ୍ରସ୍ତୁତ କରିବା ଏବଂ ଆନ୍ତର୍ଜାତୀୟ ପୋଲିସ ସହିତ ସହଯୋଗ ମାଧ୍ୟମରେ ଏହି ବ୍ୟବସ୍ଥାର ଉପଯୋଗ ସମେତ ବିଭିନ୍ନ ବିଷୟ ଉପରେ ସାତ ସାତଟି ଅଧୂବେଶନରେ ଅର୍ଥପୂର୍ଣ୍ନ ଆଲୋଚନା ହେବ।
କେନ୍ଦ୍ର ଗୃହମନ୍ତ୍ରୀ କହି କହିଥିଲେ ଯେ, ପଳାତକ ଅପରାଧୀଙ୍କ ପ୍ରସଙ୍ଗ ଦେଶର ସାର୍ବଭୌମତ୍ବ, ଆର୍ଥକ ସ୍ଥିରତା, ଆଇନ ଶୃଙ୍ଖଳା ଏବଂ ଜାତୀୟ ସୁରକ୍ଷା ସହିତ ଜଡ଼ିତ। ଦୀର୍ଘ ସମୟ ପରେ ଏହି ପ୍ରସଙ୍ଗରେ ଏକ ସଂରଚିତ ଆଭିମୁଖ୍ୟ ବିକଶିତ କରାଯାଉଛି। ସେ କହିଥିଲେ ଏପରି ଏ ଏକ ବ୍ୟବସ୍ଥା ସୁନିଶ୍ଚିତ କରିବାର ସମୟ ଆସିଛି ଯାହା କଠୋର ଆଭିମୁଖ୍ୟ ଗ୍ରହଣ ହଣ କରିବ ଏବଂ ପ୍ରତ୍ୟେକ ପଳାତକଙ୍କୁ ସ ସମୟବଦ୍ଧ ଢଙ୍ଗ ଙ୍ଗରେ ଭାରତୀୟ ନ୍ୟାୟ ବ୍ୟବସ୍ଥା ଭିତରକୁ ଆଣିବ। ଶ୍ରୀ ଶାହ ଗୁରୁତ୍ବା ତ୍ବାରୋପ କରିଥିଲେ ଯେ ଯେ କୌଣସି ପଳାତକଙ୍କୁ ଧରିବ ଧରିବା ପାଇଁ ଦୁଇଟି ଉପାଦାନ ଆଶ୍ବାସନା ଏବ ସନା ଏବଂ ଇକୋସିଷ୍ଟମ ଆବଶ୍ୟକ। ପଳାତ ଳାତକ ଅପରାଧୀମାନଙ୍କ ମନରେ ଥିବା ଏହି ଆଶ୍ବସ୍ତିକୁ ସ୍ତିକୁ ଦୂର କରିବାର ରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ବାରୋପ କରିଥିଲେ ଯେ ଆଇନ ପହଞ୍ଚିପାରିବ ନାହିଁ। ଅଧୂକନ୍ତୁ, ଆଇନଗତ, ଆର୍ଥକ ଏବଂ ରାଜନୈତି - ଏମର୍ଥନର କ/ ବିଦେଶରେ ପଳାତକମାନଙ୍କ ଦ୍ବାରା ସୃଷ୍ଟି ହୋଇଥିବା ସଂସ୍ଥାଗତ ସମ୍ପର୍କକୁ ମଧ୍ଯ ଆବଶ୍ୟକ ରନ ସେମାନଙ୍କ ନିକଟରେ ଇକୋସିଷ୍ଟମକୁ ମଧ୍ୟ ଧ୍ବଂସ କରାଯିବା ମୂଳପୋଛ କରାଯିବା ଆବଶ୍ୟକ।
ଶ୍ରୀ ଅମିତ ପାଦାନର ଆବଶ୍ୟକତା ରହିଛି-ଉଦ୍ଦେଶ୍ୟ ପାଞ୍ଚଟି ଉଦ୍ଦେଶ୍ୟ ରହିବା ଉଚିତ: ସୀମା ମିତ ଶାହ କହିଥିଲେ ଯେ, ଭାରତୀୟ ପ୍ରତ୍ୟର୍ପଣ ବ୍ୟବସ୍ଥାରେ ଦୁଇଟି ପ୍ରମୁଖ ଉପାଦ ଏବଂ ପ୍ରକ୍ରିୟ କ୍ରିୟା। ଗୃହମନ୍ତ୍ରୀ ରେଖାଙ୍କିତ କରିଥିଲେ ଯେ, ଆମ ପ୍ରତ୍ୟର୍ପଣ ବ୍ୟବସ୍ଥାର ପାଞ୍ଚଟି ବାହାରେ ନ୍ୟାୟର ପ୍ର ପ୍ରସାର ସୁନିଶ୍ଚିତ କରିବା, ରିବା, ଚିହ୍ନଟ ବ୍ୟବସ୍ଥାକୁ ଅତ୍ୟାଧୁନିକ ଏବଂ ସଠିକ୍ କରି ଜାତୀୟ ସୁରକ୍ଷାକୁ ସୁଦୃଢ଼ କରିବା, ଆଇନ ଏବଂ ନ୍ୟାୟିକ ବ୍ୟବସ୍ଥା ସମ୍ବନ୍ଧରେ ସମ୍ବନ୍ଧରେ ଆମର ଅନ୍ତର୍ଜାତୀୟ ବିଶ୍ବସନୀୟତା ବୃଦ୍ଧି କରିବା, ଆମର ଚିନ୍ତାଧାରାରେ ଅନ୍ୟ ଦେଶକୁ ସାମିଲ କରି ଆର୍ଥିକ ବ୍ୟବସ୍ଥାର ସୁରକ୍ଷା କରିବା ଏବଂ ଆଇନର ଶାସନ ପାଇଁ ବିଶ୍ବ ସ୍ବୀକୃତି ହାସଲ କରିବା। ଶ୍ରୀ ଶାହ ଗୁରୁତ୍ବାରୋ ରୋପ କରିଥିଲେ ଯେ ନିରବଚ୍ଛିନ୍ନ ଯୋଗାଯୋଗ, ଏକ ରଣନୈତିକ ଆଭିମୁଖ୍ୟ ଏବଂ ସଂଗଠିତ କାର୍ଯ୍ୟକାରିତା ମାଧ୍ୟମରେ ପ୍ରକ୍ରିୟାରେ ଉନ୍ନତି କରି ଆମେ ଏହି ଲକ୍ଷ୍ୟ ହାସଲ କରିପାରିବା।