ପଶ୍ଚିମ ଓଡିଶା ଉତ୍ସବ ମୁଖର ଅବସରରେ...

Sep 15, 2026 - 08:22
 6
ପଶ୍ଚିମ ଓଡିଶା ଉତ୍ସବ ମୁଖର ଅବସରରେ...

ଏହା ପଶ୍ଚିମ ଓଡ଼ିଶାର ଏକ 

କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ 

ଅଧିଷ୍ଠାତ୍ରୀ ଦେବୀ ମା' ସମଲେଇଙ୍କ ଠାରେ ଲାଗି ହେବ ନବାନ୍ନ 

୯ଟା ୪୦ରୁ ୯ଟା ୫୪ ମଧ୍ୟରେ ମା'ଙ୍କ ନିକଟରେ ନବାନ୍ନ ଅର୍ପଣ କରାଯିବ