ପୁରୀ ଶ୍ରୀମନ୍ଦିରରେ ପୁଣି ମହାସ୍ନାନ...
ପାଳିଆ ସେବକଙ୍କୁ ଛୁଇଁଦେବାରୁ ଶ୍ରୀମନ୍ଦିରରେ କରାଯାଇଛି ମହାସ୍ନାନ।
ମହାପ୍ରଭୁଙ୍କ ଅବକାଶ ପୂଜା ଶେଷ ପରେ ଛୁଆଁ ମହାସ୍ନାନ।
ନୀତି ସମୟରେ ପାଳିଆ ସେବକଙ୍କୁ ଛୁଇଁଦେବାରୁ ମହାସ୍ନାନ ହୋଇଥିବା ସୂଚନା।
ମହାସ୍ନାନ ନୀତି ଯୋଗୁଁ ପ୍ରାୟ ୧ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା ।