ପେଟ୍ରୋଲ କି ଡିଜେଲ ତୈଳ ଦର ବଢିବାର ନାହିଁ...
ପେଟ୍ରୋଲ କି ଡିଜେଲ ତୈଳ ଦର ବଢିବାର ନାହିଁ...
ପେଟ୍ରୋଲ, ଡିଜେଲ୍ ଦରକୁ ନେଇ ସରକାରଙ୍କ ପକ୍ଷରୁ ସୂଚନା
ବର୍ତ୍ତମାନ ସ୍ଥିତିରେ ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧି ହେବାର ନାହିଁ
କିନ୍ତୁ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୩୦ ଡଲାର ଟପିଲେ ବିଚାର କରାଯିବ
ଆଶା କରୁଛୁ, ଅଶୋଧିତ ତୈଳ ବ୍ୟାରେଲ୍ ପିଛା ୧୦୦ ଡଲାର ଭିତରେ ହିଁ ରହିବ
ଦେଶର କୌଣସି ପେଟ୍ରୋଲ ପମ୍ପରେ ପେଟ୍ରୋଲ, ଡିଜେଲ୍ ଅଭାବ ନାହିଁ
ଦେଶର ସମସ୍ତ ତୈଳ ପମ୍ପରେ ଯଥେଷ୍ଟ ତୈଳ ମହଜୁଦ ରହିଛି
ହର୍ମୁଜ ଜଳପଥ ବ୍ୟତୀତ ଅନ୍ୟ ରୁଟ୍ ଦେଇ ତେଲ ଆଣିବାକୁ ସରକାରଙ୍କ ଉଦ୍ୟମ ଚାଲିଛି
ବିମାନ ଇନ୍ଧନ (ATF)କୁ ନେଇ କୌଣସି ସମସ୍ୟା ନାହିଁ ବୋଲି ସୂଚନା ଦେଲେ ସରକାର