ପୋଲିସ୍ ଏନ୍‌କାଉଣ୍ଟରରେ ୩ ମାଓବାଦୀ ମୃତ

ମାଲକାନାଗିରି : ଏନ୍‌କାଉଣ୍ଟରରେ ଟଳିଲେ ୩ ମାଓବାଦୀ । ଛତିଶଗଡ କାଙ୍କେର କୋଇଲିବେଡା ଜଙ୍ଗଲରେ ଏନ୍‌କାଉଣ୍ଟର ଘଟିଛି । ସର୍ଚ୍ଚ ଅପରେସନ ବେଳେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଗୁଳି ବିନିମୟରେ ୩ ମାଓବାଦୀ ନିହତ ହୋଇଛନ୍ତି ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରୀ ରହିଛି ।

ପୋଲିସ୍ ଏନ୍‌କାଉଣ୍ଟରରେ ୩ ମାଓବାଦୀ ମୃତ