ବୌଦ୍ଧିକ ସମ୍ବଳ ବେଶୀ ଗୁରୁତ୍ବପୂର୍ଣ୍ଣ- ସୂର୍ଯ୍ୟବଂଶୀ...
OTV ଏଜୁକେସନ୍ କନ୍କ୍ଲେଭ ଆଣ୍ଡ ଏକ୍ସପୋରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଅଭିଭାଷଣ
ଏହି କନ୍କ୍ଲେଭ ଆଣ୍ଡ ଏକ୍ସପୋ ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବ’
୨୦୩୬ରେ ବିକଶିତ ଓଡ଼ିଶା ଗଠନରେ ଶିକ୍ଷାର ଭୂମିକା ଗୁରୁତ୍ବପୂର୍ଣ୍ଣ’
‘ଦେଶରେ ଥିବା ବୌଦ୍ଧିକ ସମ୍ବଳକୁ ଆମେ ବେଶୀ ଗୁରୁତ୍ବ ଦେଉଛୁ’
ଆଜି ଆମ ଦେଶରେ ଜାତୀୟ ଶିକ୍ଷାନୀତି-୨୦୨୦ ଅନୁପାଳନ ହେଉଛି’
ଯେଉଁମାନଙ୍କ ପାଇଁ ଶିକ୍ଷା ନୀତି, ସେମାନଙ୍କର ଫିଡ୍ ବ୍ୟାକ୍ ନେଇ ପ୍ରସ୍ତୁତ ହୋଇଛି’
ଡିଗ୍ରୀ ହାସଲ ଠାରୁ ଆମ ପିଲାଙ୍କୁ କୁଶଳୀ କରିବା ବେଶୀ ଗୁରୁତ୍ବପୂର୍ଣ୍ଣ’