ପ୍ଲାଷ୍ଟିକ ବ୍ୟବହାରକୁ ନେଇ ଲାଗିଲା କଟକଣା I

Jul 31, 2025 - 12:17
 18
ପ୍ଲାଷ୍ଟିକ ବ୍ୟବହାରକୁ ନେଇ ଲାଗିଲା କଟକଣା  I

ଏଣିକି ଆଉ ବ୍ୟବହାର ହେବ ନାହିଁ ସରକାରୀ ଅଫିସ ରେ ପ୍ଲାଷ୍ଟିକ ଜିନିଷ |
ଏଥି ନେଇ ଜଙ୍ଗଲ ପରିବେଶ ଅତିରିକ୍ତ ମୁଖ୍ୟ ସଚିବଙ୍କ ସବୁ ବିଭାଗ ସଚିବଙ୍କୁ କଡା ନିର୍ଦେଶ 
ସରକାରୀ ଅଫିସ ରେ single use ପ୍ଲାଷ୍ଟିକ ସମ୍ପୂର୍ଣ ମନା 
ସରକାରୀ ବୈଠକ, ସଭା, ସମିତି ରେ ପ୍ଲାଷ୍ଟିକ ଜରି ଲାଗିଥିବା ଫୁଲତୋଡ଼ା, ଉପହାର, ଖାଦ୍ୟ ପୁଡିଆ, ପ୍ଲେଟ ବ୍ୟବହାକୁ ବାରଣ କରାଯାଇଛି |