-ଉଚ୍ଚଶିକ୍ଷା ବିଭାଗର ସମସ୍ତ ଶିକ୍ଷାନୁଷ୍ଠାନ କୁ ସ୍ୱତନ୍ତ୍ର ନିର୍ଦେଶନାମା I

Jul 31, 2025 - 12:20
 15
-ଉଚ୍ଚଶିକ୍ଷା ବିଭାଗର ସମସ୍ତ ଶିକ୍ଷାନୁଷ୍ଠାନ କୁ ସ୍ୱତନ୍ତ୍ର ନିର୍ଦେଶନାମା I

ରାଜ୍ୟ ସରକାରଙ୍କ ତରଫରୁ ଉଚ୍ଚ ଶିକ୍ଷା ବିଭାଗ ସମସ୍ତ ଶିକ୍ଷାନୁଷ୍ଠାନ ଉପରେ ନେଇଛନ୍ତି ବଡ଼ ପଦକ୍ଷେପ 
ନିର୍ଯ୍ୟାତନା ଅଭିଯୋଗ ଓ ସମାଧାନ ର ସମ୍ପୂର୍ଣ ତଥ୍ୟ She - box ପୋର୍ଟାଲ ରେ upload କରିବାକୁ ବାଧ୍ୟ 
କର୍ମ କ୍ଷେତ୍ରରେ ବା ଶିକ୍ଷାନୁଷ୍ଠାନ ରେ ମହିଳାଙ୍କ ଯୌନ ଉତ୍ପୀଡ଼ନ upload କରିବାକୁ ହେବ
ସମସ୍ତ ବିଭାଗ ସମାଧାନ କରାଯାଇଥିବା ଅଭିଯୋଗ ସଂଖ୍ୟାକୁ ମଧ୍ୟ upload କରିବେ 
ଆଭ୍ୟନ୍ତରୀଣ କମିଟିର ବିବରଣୀ ମଧ୍ୟ upload ହେବ 
ସମସ୍ତ ପ୍ରକ୍ରିୟା ଅଗଷ୍ଟ ୧ ତାରିଖ ସୁଦ୍ଧା She -box ରେ upload କରିବା ସାରିବା ଦରକାର |