ବାଲି ପାଇଁ ଲାଗୁ ହେଲା କଟକଣା

Nov 23, 2025 - 12:22
 20
ବାଲି ପାଇଁ ଲାଗୁ ହେଲା କଟକଣା

ବାଲି ପାଇଁ MSP ଲାଗୁ କରିବେ ସରକାର

ମନଇଚ୍ଛା ବାଲି ଦର ବଢ଼ାଇ ପାରିବେନି ଲିଜ୍ ଧାରୀ

MSP ଦରରେ ହିଁ ବାଲି ବିକ୍ରି କରିବେ ଲିଜ୍‌ଧାରୀ

ବାଲି ଖଣି ପାଇଁ ଇ-ଅକ୍ସନ ବନ୍ଦ ହେବ

ବାଲି ପାଇଁ ଲାଗୁ ହେବ ଇ-ଲଟେରି

ଏ ବିଷୟ ନେଇ ସୂଚନା ଦେଲେ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା