ବିଇଏମଏଲ୍ ବେଙ୍ଗାଲୁରୁରେ ‘ଆଦିତ୍ୟ' କଂପ୍ଲେକ୍ସ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ

Apr 26, 2026 - 11:00
 7
ବିଇଏମଏଲ୍ ବେଙ୍ଗାଲୁରୁରେ ‘ଆଦିତ୍ୟ' କଂପ୍ଲେକ୍ସ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ

ବେଙ୍ଗାଲୁରୁ, ଏପ୍ରିଲ ୨୫, ୨୦୨୬: କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା

 ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ବେଙ୍ଗାଲୁରୁର ବିଇଏମଏଲ୍ ଟିପ୍ପସାନ୍ଦ୍ରା କ୍ୟାମ୍ପସ ପରିଦର୍ଶନ କରି ହାଇ-ସ୍ପିଡ୍ ରେଳ ନିର୍ମାଣ ପାଇଁ ଉତ୍ସର୍ଗୀକୃତ ଏକ ସ୍ବତନ୍ତ୍ର କମ୍ପ୍ଲେକ୍ସ, ଆଦିତ୍ୟକୁ ଖକୁ ଉଦଘାଟନ କରିଛନ୍ତି। ଗସ୍ତ ସମୟରେ, ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ ଯେ ହାଇ-ସ୍ପିଡ୍ ରେଳ ପ୍ରଯୁକ୍ତିବିଦ୍ୟା ଅତ୍ୟନ୍ତ ସୂକ୍ଷ୍ମ ৩০° ଜଟିଳ। ଆମ ଦେଶ ମଧ୍ୟରେ ଏହ ଏହାର ବିକାଶ ସ୍ବଦେଶୀ ଇଞ୍ଜିନିୟରିଂ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ। ନୂତନ ଭାବରେ ଉଦ୍ଘାଟିତ ଆଦିତ୍ୟ କମ୍ପ୍ଲେକ୍ସ B-28 କୋଚ୍ ବିକାଶ ପାଇଁ ଡିଜାଇନ୍ କରାଯାଇଛି।

ହାଇ-ସ୍ପିଡ୍ ଟ୍ରେନର ପରିବର୍ତ୍ତନକାରୀ ଶକ୍ତି ଉପରେ ଆଲୋକପାତ କରି କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଏହି ଟ୍ରେନ୍‌ଗୁଡ଼ିକର ଆଗମନ ଦ୍ବାରା ପ୍ରମୁଖ ସହରଗୁଡ଼ିକ ମଧ୍ୟରେ ଦୂରତ୍ଵ ହ୍ରାସ ।ସ ପାଇ ପାଇ ପରସ୍ପର ରସ୍ପରର ଏକ ସଂପ୍ରସାରିତ ଅଂଶଭାବେ ମନେହେବ । ସେ ଚେନ୍ନାଇ ଏବଂ ବେଙ୍ଗାଲୁରୁ ମଧ୍ୟରେ ଯାତ୍ରା ସମୟର ଉଦାହରଣ ଦେଇଥିଲେ ଯାହା ମାତ୍ର ୭୩ ମିନିଟ୍‌କୁ ହ୍ରାସ ପାଇବ। ଏହା ଫଳରେ ଦୁଇ ସହର ଏକ ଏକକ ସମନ୍ବିତ ହବ୍‌ର ଅଂଶ ହୋଇଯିବେ।

ମୁମ୍ବାଇ ଏବଂ ବେଙ୍ଗାଲୁରୁ : ମନ୍ତ୍ରୀ କହିଛନ୍ତି ଯେ ଦୁଇଟି ନୂତନ ସେବା ପ୍ରଚଳନ ଦ୍ବାରା ସଂଯୋଗୀକରଣ ବୃଦ୍ଧି ପାଇ ପାଇବ। ହୁବଲି ଦେଇ ଏଲଏଚବି କୋଚ୍ ବିଶିଷ୍ଟ ଏକ ନୂତନ ମେଲ୍ ଏକ୍ସପ୍ରେସ୍ ପ୍ରଚଳନ କରାଯିବ, ৩০°৩ ଏକ ବନ୍ଦେ ଭାରତ ସ୍ମିପର୍ ଏକ୍ସପ୍ରେସ୍ ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ କରିବାର ଯୋଜନା ରହିଛି।

ଆଞ୍ଚଳିକ ସଂଯୋଗୀକରଣ ଉପରେ ଗୁରୁତ୍ବ ଦେଇ ମନ୍ତ୍ରୀ ସୂଚନା ଦେଇଥିଲେ ଯେ ମାଙ୍ଗାଲୁରୁ ଏବଂ ବେଙ୍ଗାଲୁରୁ ମଧ୍ୟରେ ବନ୍ଦେ ଭାରତ ସେବା ଖୁବ୍ ଶୀଘ୍ର ଆରମ୍ଭ ହେବ। ସେ କହିଥିଲେ ଯେ ଏହି ସେବା ପାଇଁ ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ମାଡଗାଓଁ ଏବଂ କର୍ଣ୍ଣାଟକର ଅନ୍ୟାନ୍ୟ ଉପକୂଳବର୍ତ୍ତୀ ସହରଗୁଡ଼ିକୁ ସଂଯୋଗ କରିବା ଉପରେ ବିଚାର କରାଯାଇଛି। ସେ କହିଥିଲେ ଯେ ଏ ନେଇ ବୈଷୟିକ ପ୍ରତିବନ୍ଧକ ଦୂର କରାଯାଇଛି, ବିଶେଷକରି ହାସାନ-ମାଙ୍ଗାଲୁରୁ ସେକ୍ସନର ବିଦ୍ୟୁତୀକରଣ ସଂପୂର୍ଣ ହୋଇଛି ଓ ଉପକୂଳର ତୀକ୍ଷଣ ଢାଲୁ ଅଂଚଳରେ ସୁରକ୍ଷା ପାଇଁ ଅଟୋମେଟେଡ୍ ଏମର୍ଜେନ୍ସି ବ୍ରେକିଂ (ଏଇବି) ବ୍ୟବସ୍ଥା କରାଯାଇଛି।

ମନ୍ତ୍ରୀ ଟିପ୍ପସାନ୍ଦ୍ରା କେନ୍ଦ୍ରରେ ଥିବା ଇଞ୍ଜିନିୟରିଂ ପ୍ରତିଭାଙ୍କୁ ପ୍ରଶଂସା କରି ନିଜର ଗସ୍ତ ଶେଷ କରିଥିଲେ। ସେ କହିଥିଲେ ଯେ ପରବର୍ତ୍ତୀ ପିଢ଼ିର ରୋଲିଂ ଷ୍ଟକ୍ ଉପରେ ସେମାନଙ୍କର କାର୍ଯ୍ୟ ଏକ ବିକଶିତ ଭାରତର ଦୃଷ୍ଟିକୋଣର କେନ୍ଦ୍ରବିନ୍ଦୁ ହେବ। ସେ ପରିବେଶଗତ ସୁରକ୍ଷା ଏବଂ ଜନସଚେତନତା ସହିତ ବିଶାଳ ଭିତ୍ତଭୂମି ଅଭିବୃଦ୍ଧିକୁ ସନ୍ତୁଳିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ।