ବିଧାନ ସଭା ସଭ୍ୟମାନଙ୍କ ପାଇଁ ଲାଗୁ ହେବାକୁ ଯାଉଛି ଶୃଙ୍ଖଳାଗତ ଆଇନ!

ବିଧାନ ସଭା  ସଭ୍ୟମାନଙ୍କ ପାଇଁ ଲାଗୁ ହେବାକୁ ଯାଉଛି ଶୃଙ୍ଖଳାଗତ ଆଇନ!

ବିଶୃଙ୍ଖଳିତ ଆଚରଣ ପାଇଁ ଯିଏ ବି MLA ହେଉ ଗୋଟିଏ session ରୁ ଦୁରେଇ ରଖିବା ଦରକାର ପ୍ରଥମ ପାଳିରେ | ଦ୍ୱିତୀୟ ଥର ରେ 3 ଟି session ରୁ ବନ୍ଦ ହେବା ଦରକାର |ତୃତୀୟ ଥରରେ ଗୋଟିଏ ବର୍ଷ ପାଇଁ ବନ୍ଦ କରାଯିବା ଆଇନ ଲାଗୁ ହେବା ଦରକାର |