ବିଧାନସଭା ଅଧିବେଶନ କାର୍ଯ୍ୟକ୍ରମ...
ସପ୍ତଦଶ ବିଧାନସଭାର ଅଷ୍ଟମ ଅଧିବେଶନ ୧୮-୧୧-୨୦୨୬ ତାରିଖ ଠାରୁ ଆରମ୍ବ ହୋଇ ୩୧-୧୨-୨୦୨୬ ପର୍ଯ୍ୟନ୍ତ ଚାଲିବ l
ଏଥିରେ ୩୩ ଟି କାର୍ଯ୍ୟଦିବସ ରହିଛି
ନଭେମ୍ବର ୧୮ ତାରିଖ ଦିନ ପ୍ରଥମ ଅତିରିକ୍ତ ଖର୍ଚ୍ଚ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି।