ବିଧାନସଭା ଅଧିବେଶନଶେଷ କରି ପୂର୍ବ ପରମ୍ପରା ଦୋହରାଇଲେ ବିଜେପି ସରକାର...

Sep 25, 2025 - 08:11
 9
ବିଧାନସଭା ଅଧିବେଶନଶେଷ କରି ପୂର୍ବ ପରମ୍ପରା ଦୋହରାଇଲେ ବିଜେପି ସରକାର...

ଶେଷ ହେଲା ବିଧାନସଭା ମୌସୁମୀ ଅଧିବେଶନ

ଗୋଟିଏ ଦିନ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ

ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି

ମୌସୁମୀ ଅଧିବେଶନରେ ରହିଥିଲା ୬ଟି କାର୍ଯ୍ୟ ଦିବସ

୨ଟି ବିଲ୍‌ ସହ GST ସଂଶୋଧନ ନେଇ ସଂକଳ୍ପ ପ୍ରସ୍ତାବ ପାରିତ

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ୨୦୨୫ ପାରିତ

ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍‌ ୨୦୨୫ ପାରିତ

GST ସଂଶୋଧନ ପାଇଁ ପିଏମ୍‌ଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ସଂକଳ୍ପ ପାରିତ

ପୂଜା ପାଇଁ ଦିନକ ପୂର୍ବରୁ ଅଧିବେଶନ ସାରିବାକୁ ଆସିଥିଲା ପ୍ରସ୍ତାବ