SIR କାର୍ଯ୍ୟରେ ନିୟୋଜିତ BLO ଙ୍କ ପାଇଁ ବଡ଼ ଆର୍ଥିକ ପ୍ରୋତ୍ସାହନ...
ରାଜ୍ୟର ବୁଥ୍ ଲେବଲ୍ ଅଫିସର (BLO)ଙ୍କ ପାଇଁ ବଡ଼ ଆର୍ଥିକ ପ୍ରୋତ୍ସାହନ
SIR ୨୦୨୬ ସଂଶୋଧନ କାର୍ଯ୍ୟରେ ନିୟୋଜିତ BLOଙ୍କୁ ମିଳିବ ସମ୍ମାନ ଭତ୍ତା
ପ୍ରତ୍ୟେକ BLOଙ୍କୁ ବର୍ଷକୁ ୧୮ ହଜାର ଟଙ୍କା ସମ୍ମାନ ଭତ୍ତା ଦିଆଯିବ
ଏନେଇ ଗୃହ ବିଭାଗ ପକ୍ଷରୁ ସବୁ EROଙ୍କୁ ଚିଠି
ମୋଟ୍ ୪୫,୨୫୦ ଜଣ BLOଙ୍କ ପାଇଁ ୮୧ କୋଟି ୪୫ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର
ମୋଟ୍ ୪୫,୨୫୦ ଜଣ BLOଙ୍କ ପାଇଁ ୮୧ କୋଟି ୪୫ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର
ଅଭିଯୋଗ କିମ୍ବା ଅନୁକୂଳ ରିପୋର୍ଟ ନ ଥିଲେ BLOଙ୍କୁ ମିଳିବନି ପ୍ରୋତ୍ସାହନ ରାଶି