ବିଶ୍ୱ ଫାର୍ମାସିଷ୍ଟ ଦିବସର ଶୁଭେଚ୍ଛା

Sep 26, 2025 - 08:10
 14
ବିଶ୍ୱ ଫାର୍ମାସିଷ୍ଟ ଦିବସର ଶୁଭେଚ୍ଛା

ସାଧାରଣତଃ ଦେଖାଯାଉଛି ଡାକ୍ତର ମାନଙ୍କ ଅନୁପସ୍ଥିତିରେ ଏମାନେ ହିଁ ଦ୍ୱିତୀୟ ଡାକ୍ତର ଭାବେ କାମ କରୁଛନ୍ତି | ତେଣୁ ଏମାନଙ୍କୁ Additional Doctor କୁହାଯିବା ଦରକାର | ନୂଆ ଡାକ୍ତରଙ୍କ ରୋଗୀ ପାଇଁ ଲିଖିତ ଔଷଧ ଚିଠା ଫାର୍ମାସିଷ୍ଟ ଙ୍କ ପାଖରେ ହାର ମାନୁଛି...