OPSC Exam, ଯାହା ଓଡିଶା ପୋଲିସ ରିକୃଟମେଣ୍ଟ ବୋର୍ଡ ଦ୍ୱାରା ପରିଚାଳିତ, ତାର ପରୀକ୍ଷା ସୂଚନା...

Sep 26, 2025 - 08:06
 7
OPSC Exam, ଯାହା ଓଡିଶା ପୋଲିସ ରିକୃଟମେଣ୍ଟ ବୋର୍ଡ ଦ୍ୱାରା ପରିଚାଳିତ, ତାର ପରୀକ୍ଷା ସୂଚନା...

ଓଡିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ଦ୍ବାରା ପରିଚାଳିତ ମିଳିତ ପୋଲିସ ସେବା ପରୀକ୍ଷା (ସିପିଏସିଇ ୨୦୨୪), ଆସନ୍ତା ତା ୫.୧୦.୨୦୨୫ ଓ ୬.୧୦.୨୦୨୫ ରିଖ ଦିନ ଓଡିଶାର ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଯାଉଅଛି । ଯୋଗ୍ୟ ପ୍ରାର୍ଥୀମାନେ ସେମାନଙ୍କ ପ୍ରବେଶ ପତ୍ର ଓଡ଼ିଶା ପୋଲିସ ୱେବସାଇଟରୁ odishapolice.gov.in ରୁ ଡାଉନଲୋଡ କରିପାରିବେ ।