ବ୍ୟାଙ୍କ ଧର୍ମଘଟ ବନ୍ଦ ରହିଲା,

Sep 28, 2026 - 10:34
 6
ବ୍ୟାଙ୍କ ଧର୍ମଘଟ ବନ୍ଦ ରହିଲା,

ବ୍ୟାଙ୍କ ଧର୍ମଘଟ ବନ୍ଦ ରହିଲା,

ଯଥାରୀତି ବ୍ୟାଙ୍କ କାର୍ଯ୍ୟକ୍ଷମ ହେବ...

ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ରଖାଯାଇଛି।

ଆଜିଠୁ ହେବାକୁ ଥିବା ଧର୍ମଘଟକୁ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ ପକ୍ଷରୁ ସ୍ଥଗିତ ରଖାଯାଇଛି। 

ଗତକାଲି ଭାରତୀୟ ବ୍ୟାଙ୍କ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। 

ଦାବିଗୁଡ଼ିକ ବାବଦରେ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଛି। 

ମାସର ସବୁ ଶନିବାର ଛୁଟି ସମେତ ଅନ୍ୟାନ୍ୟ ଦାବିରେ ଧର୍ମଘଟ ଡାକରା ଦିଆଯାଇଥିଲା।