ଭଦ୍ରକ କାଳୀପୂଜା ର ଯାତ୍ରା ଦିନ ବଢିଲା...

Oct 14, 2025 - 06:33
 10
ଭଦ୍ରକ କାଳୀପୂଜା ର ଯାତ୍ରା ଦିନ ବଢିଲା...

ଭଦ୍ରକ: କାଳୀପୂଜା ଅବଧୂ ୯ ଦିନକୁ ବଢାଇବାକୁ ଭଦ୍ରକ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି I ଚଳିତ ବର୍ଷଠାରୁ ପ୍ରତିବର୍ଷ ୯ ଦିନ ଧରି କାଳୀ ପୂଜା ଆୟୋଜନ ହେବ। ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଧାୟକ ସୀତାଂଶୁ ମହାପାତ୍ର ବୈଠକରେ ଉପସ୍ଥିତ ଥିଲେ। ୧୦ ଟି ପୂଜା ମଣ୍ଡପକୁ ୫୦ ହଜାର ଟଙ୍କା ସହାୟତା ପାଇଁ ମନ୍ତ୍ରୀ ଘୋଷଣା କରିଛନ୍ତି ।