ଭାରତର ! ପ୍ରଧାନମନ୍ତ୍ରୀଙ୍କ ମାଲେସିଆ ଗସ୍ତ ଅବସରରେ ଭାରତ-ମାଲେ ଲେସିଆ ମିଳିତ ବିବୃତି

Feb 9, 2026 - 17:13
 7
ଭାରତର ! ପ୍ରଧାନମନ୍ତ୍ରୀଙ୍କ ମାଲେସିଆ ଗସ୍ତ ଅବସରରେ ଭାରତ-ମାଲେ ଲେସିଆ ମିଳିତ ବିବୃତି

ଭାରତର ! ପ୍ରଧାନମନ୍ତ୍ରୀଙ୍କ ମାଲେସିଆ ଗସ୍ତ ଅବସରରେ ଭାରତ-ମାଲେ ଲେସିଆ ମିଳିତ ବିବୃତି

ନୂଆଦିଲ୍ଲୀ: ମାଲେସିଆର ପ୍ରଧାନମନ୍ତ୍ରୀ ମହାମହିମ ଦାତୋ ସେରି ଅନୱାର ଇବ୍ରାହିମଙ୍କ ୱାର ଇବ୍ରାହିମଙ୍କ ନିମନ୍ତ୍ରଣ କ୍ରମେ ଭାରତ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ମହାମହୀମ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୭ ରୁ ୮ ତାରିଖ ୨୦୨୬ ପର୍ଯ୍ୟନ୍ତ ମାଲେସିଆକୁ ମାଲେସିଆକୁ ଏକ ସରକାରୀ ଗସ୍ତ କରିଛନ୍ତି। ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଥ‌ିବା ସଭ୍ୟତାଗତ ସମ୍ପର୍କ ଉପରେ ଆଧାରିତ ଗଭୀର ବନ୍ଧୁତା ଏବଂ ସ୍ଥାୟୀ ଜନସମ୍ପର୍କକୁ ପ୍ରତିଫଳିତ କରିବା ସହ ଏହା ଭାରତ-ମାଲେସିଆ ବ୍ୟାପକ ରଣନୈତିକ ସହଭାଗିତାକୁ ଆହୁରି ମଜବୁତ ଏବଂ ସମ୍ପ୍ରସାରିତ କରିବା ପାଇଁ ଦୁଇ ନେତାଙ୍କ ମିଳିତ ପ୍ରତିବଦ୍ଧତାକୁ ପୁନଃ ନିଶ୍ଚିତ କରିଛି।

୧୯୫୭ ମସିହାରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବା ପରଠାରୁ, ମାଲେସିଆ ଏବଂ ଭାରତ ପାରସ୍ପରିକ ସମ୍ମାନ ଏବଂ ସମାନ ବିଚ ବିଚାରଧାରା ଉପରେ ଆଧାରିତ ଏକ ସହଭାଗିତା ଗଠନ ଠନ କରିଛନ୍ତି, ଯାହା ଅଗଷ୍ଟ ୨୦୨୪ରେ ଏକ ବ୍ୟାପକ ରଣନୈତିକ ସହଭାଗିତା (ସିଏସ୍ ପି) କୁ ଉନ୍ନୀତ ହୋଇଥିଲା।

ଗସୃ ସମୟରେ, ପୁତ୍ରଜାୟାସ୍ଥିତ ପରଦାନା ପୁତ୍ରା କମ୍ପ୍ଲେକ୍ସଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଆନୁଷ୍ଠାନିକ ନିକ ସ୍ବାଗତ ସମ୍ବଦ୍ଧନା ପ୍ରଦାନ କରାଯାଇଥିଲା। ଏହାପରେ ୮ ଫେବୃଆରୀ ୨୦୨୬ରେ ନେତୃବୃନ୍ଦ ଆନୁଷ୍ଠାନିକ ଦ୍ବିପାକ୍ଷିକ ବୈଠକ କରିଥିଲେ ଏବଂ ସିଏସପିକୁ ଦୋହରାଇଥିଲେ। ଦୁଇ ଦେଶର ପ୍ରଧାନମନ୍ତ୍ରୀ ଏକ ସୌହାର୍ଘ୍ୟପୂର୍ଣ୍ଣ ବାତାବରଣରେ ବ୍ୟାପକ ତଥା ଥା ଫଳପ୍ରଦ ଫଳପ୍ର ଆଲୋଚନା କରିଛନ୍ତି, ଯେଉଁଥ୍ରେ ରାଜନୈତିକ ସମ୍ପୃକ୍ତି, ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ, ସାମୁଦ୍ରିକ ସହଯୋଗ, ବାଣିଜ୍ୟ ଏବଂ ପୁଞ୍ଜିନିବେଶ, ଡିଜିଟାଲ୍ ଅର୍ଥନୀତି, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଶକ୍ତି, କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ସଂସ୍କୃତି, ପର୍ଯ୍ୟଟନ, ଯୁବ ବିନିମଯ ମୟ ଏବଂ ଜନସମ୍ପର୍କ ସମେତ ଦ୍ବିପାକ୍ଷିକ ସମ୍ପର୍କର ସମସ୍ତ ଦିଗ ଅନୁର୍ଭୁକ୍ତ ରହିଥିଲା। ଏହା ବ୍ୟତୀତ ପାରସ୍ପରିକ ସ୍ବାର୍ଥ ସମ୍ବଳିତ ଆଞ୍ଚଳିକ ଏବଂ ବିଶ୍ବସ୍ତରୀୟ ଘଟଣାକ୍ରମ ଉପରେ ମଧ୍ଯ ଆ ଆଲୋଚନା ହୋଇଥିଲା । ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ମଧ୍ଯ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ମାନାର୍ଥେ ଏକ ସରକାରୀ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ। ସେମାନେ ଅନୁଷ୍ଠାନିକ ସହଯୋଗକୁ ଆହୁରି ମର୍ଜିବୁତ ତ କରିବା ଦିଗରେ ଅନେକ ଦ୍ବିପାକ୍ଷିକ ବୁଝ ବୁଝାମଣା ଓ ଦଲିଲ ଆଦାନପ୍ରଦାନର ସାକ୍ଷୀ ରହିଥିଲେ।

ଦୁଇ ଦେଶ ମଧ୍ୟରେ ଥିବା ଗଭୀର ଐତି ଐତିହାସିକ ସମ୍ପର୍କ, ହଜାର ହଜାର ବର୍ଷର ପୁରୁଣା ଯୋଗାଯୋଗ, ସମାନ ସାଂସ୍କୃତିକ ଐତିହ୍ୟ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ମାଲେସିଆ ଲେସିଆରେ ଥ‌ିବା ଏକ ସକ୍ରିୟ ଭାରତୀୟ ସମ୍ପ୍ରଦାୟ ଦ୍ବିପାକ୍ଷିକ ସମ୍ପର୍କ ପାଇଁ ଏକ ଅନନ୍ୟ, ଶକ୍ତିଶାଳୀ ଏବଂ ସ୍ଥାୟୀ ଭିତ୍ତଭୂମି ଗଠନ କରେ ଏବଂ ଏହାର ବହୁମୁଖୀ ଚରିତ୍ରକୁ ସମୃଦ୍ଧ କରିବା ଜାରି ରଖୁଛି ବୋଲି ଦୁଇ ନେ ଦୋହରାଇଥିଲେ। ନେତା

ରାଜନୈତିକ ସହଯୋଗ

ଉଚ୍ଚସ୍ତରୀୟ ଗସ୍ତ ସମେତ ନିୟମିତ ସଂଳାପ ଏବଂ ଆଦାନ ଆଦାନପ୍ରଦାନ ଦ୍ବିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ରରେ ପାରସ୍ପରିକ ବୁଝାମଣା ଏବଂ ସମନ୍ବୟକୁ ମଜବୁତ କରିଛି ବୋଲି ଉଭୟ ନେତା ସହ‌ମତ ହୋଇଥିଲେ। ପାରସ୍ପରିକ ସ୍ବାର୍ଥର ଦ୍ବିପାକ୍ଷିକ ଏବଂ ବହୁପକ୍ଷୀୟ ପକ୍ଷୀୟ ପ୍ରସଙ୍ଗରେ ସମ୍ପୂକ୍ତି ବଜାୟ ରଖୁବାର ଗୁରୁତ୍ବକୁ ସେମାନେ ପୁନଃ ନିଶ୍ଚି ନିଶ୍ଚିତ କରିଥିଲେ। ଏହି ସମ୍ପର୍କରେ, ବିଦେଶ କାର୍ଯ୍ୟାଳୟ ପରାମର୍ଶ (FOC) C) ৩০° ଯୁଗ୍ମ କମିଶନ ବୈଠକ (JCM) ମାଲେସିଆ-ଭାରତ ସମ୍ପର୍କକୁ ଆଧାର ଦେଉଥିବା ପ୍ରମୁଖ ପ୍ଲାଟଫର୍ମ ହୋଇ ରହିଛି।

ସଂସଦୀୟ ଗଣତନ୍ତ୍ର gồ ସେମାନଙ୍କର ମିଳିତ ପ୍ରତିବଦ୍ଧତା ଦ୍ବାରା ଅନୁପ୍ରାଣିତ ହୋଇ, ଉଭୟ ନେତା ବନ୍ଧିତ ସଂସଦୀୟ ସହଯୋଗ ଏବଂ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ଏଭଳି ସମ୍ପୃକ୍ତି ଆନୁଷ୍ଠାନିକ ସମ୍ପର୍କକୁ ମଜବୁତ କରିଛି ଏବଂ ପାରସ୍ପରିକ ବୁଝାମଣାକୁ ଗଭୀର କରିଛି। ସେମାନେ ମାଲେସିଆର ପ୍ରତିନିଧୂ ସଭାର ବାଚସ୍ପତି ତାନ୍ 1 ଦାତୋ ଡକ୍ଟର ଜୋହାରୀ ଅବଦୁଲଙ୍କ ଜାନୁଆ ।ନୁଆରୀ ୧୩ରୁ ୧୬ ପର୍ଯ୍ୟନ୍ତ କମନୱେଲଥ ବାଚସ୍ପତି ଏବଂ ପିଠାସୀନ ଅଧୂକାରୀମାନ ରୀମାନଙ୍କ ୨୮ ୨୮ତମ । ସମ୍ମିଳନୀ (CSPOC) ପାଇଁ ଭାରତ ଗସ୍ତ; ଏଥିସହ ସେପ୍ଟେମ୍ବର ୨୦୨୫ରେ ଆସିଆନ ଆନ୍ତଃ-ସଂସଦୀୟ ସଭାର (AIPA) ୪୬ତମ ସାଧାରଣ ସଭା ପାଇଁ ଭାରତୀୟ ସଂସଦୀୟ ପ୍ରତିନିଧୂ ଦଳର ମାଲେସିଆ ଗସ୍ତ; ଏବଂ ୩୧ ମଇ - ୦୩ ଜୁନ୍ ୨୦୨୫ ପର୍ଯ୍ୟନ୍ତ ସର୍ବଦଳୀୟ ସଂସଦୀୟ ପ୍ରତିନିଧୂ ଦଳର ମା ମାଲେସିଆ ଗସ୍ତରେ ସନ୍ତୋଷ ବ୍ୟକ୍ତି କରିଥିଲେ।

ବାଣିଜ୍ୟ । ଏବଂ ପୁଞ୍ଜିନିବେଶ ସହଯୋଗ

ଭାରତକୁ ଏକ ଗୁରୁତ୍ବପୂର୍ଣ୍ଣ ବିଶ୍ବ ଅର୍ଥନୈତିକ ସହଭାଗୀ ଭାବରେ ସ୍ବୀକାର କରି ମାଲେସିଆ ଦ୍ବିପାକ୍ଷିକ ବାଣିଜ୍ୟର ଅଭିବୃଦ୍ଧିକୁ ପ୍ରଶଂସା କରିଛି। ଉ ଉଭୟ ନେତା ଗୁରୁତ୍ବାରୋପ କରିଥିଲେ ଯେ ଏହି ସହଭାଗିତା ପାରସ୍ପରିକ ମୂଲ୍ୟ ଏବଂ ରଣ ରଣନୈତିକ ସମନ୍ବୟର ଏକ ଅଂଶ ବିଶେଷ । ସନ୍ତୁଳିତ ସ‌ହ‌ଯୋଗର ଭାବନାରେ, ଉଭୟ ନେତା ବାଣିଜ୍ୟ ସୁବିଧା ବୃଦ୍ଧି କରିବାକୁ ରିବାକୁ ସହ‌ମତ ସ ହେବା ସହ ସେମିକଣ୍ଡକ୍ଟର, ଡିଜିଟାଲ୍ ଅର୍ଥନୀତି ଏବଂ ଶିଳ୍ପ ସହଯୋଗ ସମେତ ବିଭିନ୍ନ କ୍ଷେତ୍ରରେ ସମ୍ପ୍ରସାରିତ ସମ୍ଭାବନାକୁ ମ୍ଭାବନାକୁ ଅନୁସନ୍ଧାନ କରିବା ଲାଗି ଏ ହୋଇଛନ୍ତି। ଏକମତ

ଦୁଇ ନେତା ମାଲେସିଆ-ଭାରତ ବ୍ୟାପକ ଅର୍ଥନୈତିକ ସହଯୋଗ ଚୁକ୍ତି (MICECA) ଏବଂ ଆସିଆନ-ଭାରତ ସାମଗ୍ରୀ ବାଣିଜ୍ୟ ଚୁକ୍ତିର (AITIGA) ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ। ଏହାକୁ ପାରସ୍ପରିକ ଲାଭଦାୟକ, ବାଣିଜ୍ୟ ସୁବିଧାଜନକ ନକ ଏବଂ ସାମ୍ପ୍ରତିକ ବିଶ୍ବ ବାଣିଜ୍ୟ ପ୍ରଥା ସହିତ ପ୍ରାସଙ୍ଗିକ କରିବା ପାଇଁ ଏଆଇଟିଆଇଜିଏ (AITIGA) ର ଚାଲିଥିବା ସମୀକ୍ଷାକୁ ଉଭୟ ନେତା ସ୍ବାଗତ

କରିଥିଲେ । ଉଭୟ ନେତା ଅର୍ଥନୈତିକ ସମ୍ପର୍କକୁ ଗଭୀର କରିବାର ସମ୍ଭାବନା ପାଇଁ ଏମଆଇସିଇସିଏ (MICECA) କୁ ମଧ୍ୟ ପ୍ରଶଂସା କରିଥିଲେ ଏବଂ ଏହ ଏହାର ସର୍ବାଧୂକ ବ୍ୟବହାରକୁ ପ୍ରୋତ୍ସାହିତ କରିଥିଲେ ।

ଦୁଇ ପ୍ରଧାନମନ୍ତ୍ରୀ ବଢୁଥିବା ଦ୍ବିପାକ୍ଷିକ ପୁଞ୍ଜିନିବେଶକୁ ସ୍ବାଗତ କରିଥିଲେ ଏବଂ ଭିତ୍ତିଭୂମି, ଶକ୍ତି, ଅକ୍ଷୟ ଶକ୍ତି, ଉନ୍ନତ ଉତ୍ପାଦନ, ସେମିକଣ୍ଡକ୍ଟର, ସ୍ବାସ୍ଥ୍ୟସେବା, ଡିଜିଟାଲ୍ ଅର୍ଥନୀତି, ଫିନଟେକ୍, ଷ୍ଟାର୍ଟଅପ୍, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଆତିଥ୍ୟ, ଗ୍ରୀନ୍ ଟେକ୍ନୋଲୋଜି ৩০° ଅନ୍ୟାନ୍ୟ ଉଚ୍ଚ ମୂଲ୍ୟର କ୍ଷେତ୍ର ସମେତ ଅ ଅଗ୍ରାଧୂକାର ପ୍ରାପ୍ତ କ୍ଷେତ୍ରଗୁଡିକରେ ଗୁଡିକରେ ଅଧୂକ ସହଯୋଗ ଏବଂ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ମାଲେସିଆ କମ୍ପା କମ୍ପାନୀଗୁଡିକ ପାଇଁ ଭାରତର ଭୂମିକାକୁ ଏକ ପ୍ରମୁଖ ପୁଞ୍ଜିନିବେଶ ଗନ୍ଧବ୍ୟସ୍ଥଳ ଭାବରେ ଉଲ୍ଲେଖ ଲ୍ଲେଖ କରିଥିବାବେଳେ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ଭାରତୀୟ ୟ ଉତ୍ପାଦନ ଏବଂ ପ୍ରଯୁକ୍ତିବିଦ୍ୟା ସଂସ୍ଥାଗୁଡ଼ିକର ଗୁରୁତ୍ବପୂର୍ଣ୍ଣ ଉପସ୍ଥିତିକୁ ସ୍ବାଗତ କରିଥିଲେ, ଯାହା ମାଲେସିଆରେ ଉଚ୍ଚ-କୁଶଳୀ ନିଯୁକ୍ତି ସୃଷ୍ଟିରେ ଅବଦାନ ଦେଇଛି।

ଦୁଇ ପ୍ରଧାନମନ୍ତ୍ରୀ ୭ ଫେବୃଆରୀ ୨୦୨୬ ଦିନ କୁଆଲାଲାମ୍ପୁରରେ ଭାରତ-ମାଲେସିଆ ସିଇଓ (CEO) ଫୋରମର ଦଶମ ବୈଠକ ଆଯେ ୟୋଜନକୁ ସ୍ବାଗତ କରିଥିଲେ। ନେତାମାନେ ସିଇଓ ଫୋରମର ଫଳାଫଳ ପୃଷ୍ଠାଗୁଡ଼ିକୁ ମଧ୍ୟ ମଧ୍ୟ ଧ୍ୟାନ ଦେଇଥିଲେ ଏବଂ ଆଶା ପ୍ରକାଶ କରିଥିଲେ ଯେ ଏହି ଫୋରମ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ପୁଞ୍ଜିନିବେଶ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଉଦ୍ଦିଷ୍ଟ ପ୍ରୟାସକୁ ପରିପୂରକ କରିବ।

ଦ୍ବିପାକ୍ଷିକ ବାଣିଜ୍ୟ ଏବଂ ପୁଞ୍ଜିନିବେଶରେ ସ୍ଥାନୀୟ ମୁଦ୍ରା କାରବାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ବ୍ୟାଙ୍କ ନେଗାରା ମାଲେସିଆ ମଧ୍ଯରେ ଜାରି ରହିଥ‌ିବା ସହଯୋଗକୁ ଉଭୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ଏବଂ ଉଭୟ ପକ୍ଷର ଶିଳ୍ପଗୁଡ଼ିକୁ ସ୍ଥାନୀୟ ମୁଦ୍ରା ଅର୍ଥାତ୍ ଭାରତୀୟ ଟଙ୍କା ଏବଂ ମାଲେସିଆ ରିଙ୍ଗିଟରେ ବାଣିଜ୍ୟର ଇନ‌ଭଏସିଂ ଏବଂ ସେଟଲମେଣ୍ଡ ମେଣ୍ଟକୁ ଆହୁରି ସହଜ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ।

ଉଭୟ ପ୍ରଧାନମନ୍ତ୍ରୀ ସ୍ବୀକାର କରିଥିଲେ ଯେ ଯୋଗାଯୋଗ ହେଉଛି ବର୍ତିତ ଅର୍ଥନୈତିକ ସହଯୋଗ ପାଇଁ ଏକ ପ୍ରମୁଖ ନିର୍ଦ୍ଧାରକ ଏବଂ ଏହାୟକ। ଏହି ସମ୍ପର୍କରେ, ସେମାନେ ଦେଶଗୁଡିକ ମଧ୍ୟରେ ବଢୁଥ‌ିବା ବିମାନ ଏବଂ ସାମୁଦ୍ରିକ ଯୋଗାଯୋଗକୁ ପ୍ରଶଂସା କରିଥିଲେ ଏ ଏହାକୁ ଆହୁରି ମଜବୁତ କରିବାକୁ ସହମତ ହୋଇଥିଲେ ।

ଖାଦ୍ୟ । ନିରାପତ୍ତା ଏବଂ କୃଷି-ଉତ୍ପାଦ ସହଯୋଗ

ଉଭୟ ନେତା ଖାଦ୍ୟ ନିରାପତ୍ତା ଏବଂ ପୋଷଣ କ୍ଷେତ୍ରରେ ସହଯୋଗକୁ ଗଭୀର କରିବା ପାଇଁ ସହମତ ହୋଇଥିଲେ। ବିଶେଷ କରି ପ୍ରତ୍ଯେକ ଦେଶର ଘରୋଇ ନୀତିକୁ ସମ୍ମାନ ଦେବା ସହିତ ମୂଳ ଦ୍ରବ୍ୟର ବାଣିଜ୍ୟ କ୍ଷେତ୍ରରେ ଏହି ନୀତିକୁ କାର୍ଯ୍ୟକାରୀ କରିବାକୁ ଗୁରୁତ୍ୱ ଦେଇଥିଲେ। ନିଜ ନିଜ ନିଜ ଜନସାଧାରଣଙ୍କ ଖାଦ୍ୟ ନିରାପତ୍ତା ଏବଂ ପୋଷଣ ଆବଶ୍ୟକତାକୁ ସୁରକ୍ଷିତ ରଖିବା ପାଇଁ ସେମାନେ ସ୍ଥିର, ନମନୀୟ ଏବଂ ସ୍ଥାୟୀ ଯୋଗାଣ ଶୃଙ୍ଖଳା ସୁନିଶ୍ଚିତ କରିବାର ଗୁରୁତ୍ଵ ଉପରେ ଆଲୋକପାତ କରିଥିଲେ। କୃଷି ଉତ୍ପାଦନ ৩০° ବାଣିଜ୍ୟରେ ସମ୍ଭାବ୍ୟ ବାଧାବିଘ୍ନକୁ ପୂର୍ବାନୁମାନ କରିବା ଏବଂ ପ୍ରଶମିତ କରିବା ପାଇଁ ନେତାମାନେ ନିୟମିତ ସଂଳାପ, ସୂଚନା ଆଦାନପ୍ରଦାନ । ଏବଂ ସହ‌ଯୋଗୀ ପଦକ୍ଷେପଗୁଡ଼ିକୁ ପ୍ରୋତ୍ସାହିତ କରିଥିଲେ।

ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ବ୍ରାହିମ ମଧ୍ଯ ସ୍ଥାୟୀ ପାମ୍ ଅଏଲର ଏକ ନିର୍ଭରଯୋଗ୍ୟ ଯୋଗାଣକାରୀ ଭାବରେ ରହିବା ପାଇଁ ମାଲେସିଆର ପ୍ରତିବଦ୍ଧତାକୁ ପୁନଃ ନିଶ୍ଚିତ କରିଥିଲେ। ଏହି କରିଥିଲେ। ଏହି ସନ୍ଦର୍ଭରେ, ଦୁଇ ନେତା ପାମ୍ ଚାଷରେ ଗଭୀର ସହଯୋଗ ପାଇଁ ପ୍ରୋତ୍ସାହିତ କରିଥିଲେ। ଏଥିସହ, ଉଭୟ ପକ୍ଷ ପାମ୍ ଅଏଲର ଭ୍ୟାଲୁ ଚେନ୍ ବିକାଶ ପାଇଁ ମଧ୍ୟ ସହମତ ହୋଇଥିଲେ, ଯେଉଁଥିରେ ଡାଉନଷ୍ଟ୍ରିମ୍ ଏବଂ ଉ ମୂଲ୍ୟଯୁକ୍ତ ପାମ୍-ଆଧାରିତ ଉତ୍ପାଦ ଅନୁର୍ଭୁକ୍ତ। ବଜାର ର ପ୍ରବେଶ ପ୍ରସଙ୍ଗର ସମୟାନୁବର୍ତ୍ତୀ ସମାଧାନ ପାଇଁ ସଂରଚିତ ସମ୍ପୂର୍ତ୍ତି ଉପରେ ଉଭୟ ପକ୍ଷ ସହ ସ‌ହମତ ହୋଇଥିଲେ । । ଉଚ୍ଚ ศย

ଡିଜିଟାଲ ଏବଂ ଏବଂ ଆର୍ଥିକ ସହଯୋଗ

ଦୁଇ ଦେଶର ଗର ପ୍ରଧାନମନ୍ତ୍ରୀ ମାଲେସିଆ-ଭାରତ ଡିଜିଟାଲ୍ କାଉନସିଲ୍ (MIDC) ର ଆନୁଷ୍ଠାନିକ ଗଠନକୁ ପ୍ରଶଂସା କରିଥିଲେ ଏବଂ ଡିଜିଟାଲ୍ ସହଯୋଗକୁ ଆଗକୁ ବ ବଢାଇବା, ନବସୃଜନକୁ ପ୍ରୋତ୍ସାହିତ କରିବା ତଥା ଫିନଟେକ୍, ଇ-ଗଭର୍ଣ୍ଣାନ୍ସ, ସାଇବର ବର ସୁରକ୍ଷା, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଡିଜିଟାଲ୍ ପବ୍ଲିକ୍‌ ଇନଫ୍ରାଷ୍ଟ୍ରକ୍ଟର (DPI) ଏବଂ ଉଦୀୟମା ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ସହଯୋଗୀ ପ୍ରକଳ୍ପଗୁଡ଼ିକୁ ଅନୁସନ୍ଧାନ କରି ସନ୍ଧାନ କରିବା ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ ଭାବରେ ବରେ ଏହାର ସମ୍ଭାବନାକୁ ସ୍ବୀକାର କରିଥିଲେ। ଉଭୟ ନେତା ଗୁରୁତ୍ରାରୋପ କରିଥୂଳେ ରିଥିଲେ ଯେ ଏମ୍ ଆଇଡିସି ଦ୍ବିପାକ୍ଷିକ ଡିଜିଟାଲ୍ ସମ୍ପୃକ୍ତିକୁ ମଜବୁତ କରିବା ଏବ ଏବଂ ଦୁଇ ଦେ ଦେଶର ଡିଜିଟାଲ୍ ରୂପାନ୍ତର କାର୍ଯ୍ୟସୂଚୀକୁ ସହଯୋଗ କରିବା ଦିଗରେ ଏକ ରଣନୈତିକ ବ୍ୟବସ୍ଥା ଭା ଭାବେ କାର୍ଯ୍ୟ କରିବ । ରଣ

ଉଭୟ ନେତା ଏନପିସିଆଇ ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ (NIPL) ଏବଂ ପେ-ନେଟ୍ ମାଲେସିଅ ସିଆ ମଧ୍ଯରେ ଦ୍ବିପାକ୍ଷିକ ପେମେଣ୍ଟ ଲିଙ୍କେଜ୍ ସ୍ଥାପନ ପାଇଁ ସହଯୋଗକୁ ସ୍ବାଗତ କରିଥିଲେ । ସେମାନେ ଉଲ୍ଲେଖ କରିଥିଲେ ଯେ ଏହି ଏକୀକରଣ ବ୍ୟବସାୟ କରିବାର ସହଜତାକୁ ଯଥେଷ୍ଟ ବୃଦ୍ଧି କରିବ ଏବଂ ପର୍ଯ୍ୟଟକ, ଛାତ୍ର ଓ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ନିରବଛି ବଚ୍ଛିନ୍ନ, ସ୍ବଳ୍ପ ମୂଲ୍ୟର ରେମିଟାନ୍ସ ଏବଂ ପେମେଣ୍ଟ ସମାଧାନ ପ୍ରଦାନ କରିବ, ଯାହାଦ୍ବାରା ମାଲେସିଆ ଏବଂ ଭାରତ ମଧ୍ୟରେ ଅର୍ଥନୈତିକ ଏବଂ ବଂ ଜନସମ୍ପର୍କ ଅଧୂକ ନିବିଡ଼ ହେବ।