ମୋଦୀଙ୍କ କୂଟନୀତି ସର୍ବ ଶ୍ରେଷ୍ଠ...

Dec 22, 2025 - 08:41
 9
ମୋଦୀଙ୍କ କୂଟନୀତି ସର୍ବ ଶ୍ରେଷ୍ଠ...

ଗତ ଦଶନ୍ଧି ମଧ୍ଯରେ ଗଲ୍ଫ ବା ଉପସାଗରୀୟ ଦେଶ ସହିତ ଭାରତର ସମ୍ପର୍କରେ ଏକ ଗଭୀର ପରିବର୍ଭନ ଆସିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ କୂଟନୀତିର ସ୍ପଷ୍ଟ ପ୍ରଭାବ ରହିଛି। 2014 ପରଠାରୁ ପଶ୍ଚିମ ଏସିଆରେ ନୂଆଦିଲ୍ଲୀକୁ ମିଳିଥିବା ଉପଲବ୍ଧି ଭାରତ-ଉପସାଗରୀୟ ସମ୍ପର୍କ ଇତିହାସରେ ଅତୁଳନୀୟ ।

ଏହି ସହଭାଗୀତା ହାଇଡ୍ରୋକାର୍ବନ ଏବଂ ଭାରତୀୟ ଶ୍ରମଶକ୍ତି ଉପରେ ପୂର୍ବ ନିର୍ଭରଶୀଳତାଠାରୁ ଢେର ଆଗକୁ ବଢ଼ିଛି । ଏହା ଏକ ଅଧୂକ ବିଶ୍ବସନୀୟ, ଢାଞ୍ଚାଗତ ଏବଂ ରାଜନୈତିକ ଭାବରେ ଆତ୍ମବିଶ୍ଵାସୀ ସମ୍ପର୍କରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜିସିସି (ଗଲ୍ଫ କର୍ପୋରେସନ କାଉନସିଲ) ଦେଶଗୁଡ଼ିକୁ 15 ଥର ଗସ୍ତ, ଯେକୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ସର୍ବାଧ‌ିକ । ଏପରି ଏକ ସଦ୍ଭାବନା ପୂର୍ଣ୍ଣ ପ୍ରୟାସ ଏଭଳି ପରିଚିତି ସୃଷ୍ଟି କରିଛି ଯାହା ପୂର୍ବ ସରକାରମାନେ କେବେ କରିପାରି ନଥିଲେ I ଛଅଟି ଆରବ ରାଷ୍ଟ୍ରକୁ ନେଇ ଗଠିତ ଜିସିସି ସବୁଠାରୁ ପ୍ରଭାବଶାଳୀ ଆଞ୍ଚଳିକ ରାଷ୍ଟ୍ରଗୋଷ୍ଠୀ ମଧ୍ଯଚୁ ଅନ୍ୟତମ । ଏହା ପଶ୍ଚିମ ଏସିଆର ଆର୍ଥିକ ଏବଂ ରାଜନୈତିକ ଧାରାକୁ ଆକାର ଦେଇଥାଏ I

ଭାରତ ସହ ସମ୍ପର୍କରେ ଏହି ନୂତନ ଆତ୍ମବିଶ୍ବାସର ସଦ୍ୟତମ ପ୍ରତିଫଳନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଆଯାଇଥିବା ସର୍ବୋଚ୍ଚ ନାଗରିକ ସମ୍ମାନ ମ୍ମାନ ରୂପରେ ଦେଖିବାକୁ ମିଳିଛି। ଛଅଟି ଉପସାଗରୀୟ ରାଷ୍ଟ୍ର ମଧ୍ୟରୁ ପାଞ୍ଚଟି ରାଷ୍ଟ୍ର ଏବେସୁଦ୍ଧା ପ୍ରଧାନମନ୍ତ୍ରୀ ନ୍ତ୍ରୀ ମୋଦୀଙ୍କୁ ସେମାନଙ୍କର ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରିସାରିଛନ୍ତି । ଗତ ସପ୍ତାହରେ ଓମାନ ସରକାର ତାଙ୍କର ଙ୍କର ସର୍ବୋଚ୍ଚ ସମ୍ମାନ ଅର୍ଡର ଅଫ୍ ଓମାନ ପ୍ରଦାନ କରି ଏହି ତାଲିକାରେ ସାମିଲ ହୋଇଛନ୍ତି |

ଏଥିପୂର୍ବରୁ 2019ରେ ୟୁଏଇର ଅର୍ଡର ଅଫ୍ ଜାଏଦ, 2016ରେ ସାଉଦି ଆରବର କିଙ୍ଗ ଅବଦୁଲାଜିଜ୍ ସାସ୍, 2019ରେ ବାହାରିନର କିଙ୍ଗ ହମାଦ୍ ଅର୍ଡର ଅଫ୍ ଦି ରେନେସାଁ (ପ୍ରଥମ ଶ୍ରେଣୀ) ଏବଂ 2024ରେ କୁଏତର ମୁବାରକ୍ ଅଲ୍-କବୀରଙ୍କ ଅର୍ଡର ଅଫ୍ ଦି ରେନେସାଁ ପୁରସ୍କାର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଦିଆଯାଇଥିଲା।

ଆନୁଷ୍ଠାନିକ ପ୍ରତୀକ ଠାରୁ ଊର୍ଦ୍ଧ୍ୱରେ ଥ‌ିବା ବିଶ୍ବାସ

ଅପରିହାର୍ଯ୍ୟ ଅଂଶୀଦାର ଭାବରେ ଦେଖାଯାଉଛି । ବିଶେଷକରି ଯେତେବେଳେ ଳେ ଏହି କ୍ଷେତ୍ର ଆର୍ଥିକ ବିବିଧତା, ଡିଜିଟାଲ୍ ସମନ୍ଵୟ, ଅକ୍ଷୟ ଶକ୍ତି ସହଯୋଗ ଏବଂ ଭୂ-ରାଜନୈତିକ ସନ୍ତୁଳନର ନୂତନ ରୂପ ଖୋଜୁଛି ସେହି ସମୟରେ ଭାରତର ସ‌ହ‌ଯୋଗ ଅଧିକ ଉପଯୋଗ ହୋଇପଡ଼ିଛି। ଗୀ

ଏହା ସଦ୍ଭାବନାର ଏକ ଅସ୍ଥାୟୀ ମୁହୂର୍ଭ ନୁହେଁ ବରଂ ସମ୍ପର୍କର ଏକ ଢାଞ୍ଚାଗତ ପୁନର୍ଗଠନ। ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ପୂର୍ବ ଦିଗକୁ ଦୃଷ୍ଟି ପକାଇବା ଦ୍ବାରା ଏହା ସାବ୍ୟସ୍ତ ହେଉଛି ଯେ ଭାରତ ଏବେ ଆଉ ସାଧାରଣ ରାଷ୍ଟ୍ର ନୁହେଁ ବରଂ ସେମାନଙ୍କର ଦୀର୍ଘକାଳୀନ ଚିନ୍ତାଧାରାର କେନ୍ଦ୍ରରେ ଅଛି I ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧୀନରେ, ଭାରତ ଏକ ବାଣିଜ୍ୟିକ ଅଂଶୀଦାର ହେବା ଠାରୁ ଊର୍ଦ୍ଧରେ ଏହି ଅଞ୍ଚଳର ରଣନୀତିକ ଭବିଷ୍ୟତର ଏକ ଗଠନକାରୀ ଶକ୍ତି ପାଲଟିଛି।

ବାସ୍ତବରେ ପଶ୍ଚି ମ ଏସିଆ ସହିତ ଭାରତର ସମ୍ପର୍କର କୌଣସି ପଟାନ୍ତର ନାହିଁ

 Iଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ଏହି ସମ୍ମାନଗୁଡ଼ିକ କେବଳ ଆନୁଷ୍ଠାନିକ ପ୍ରତୀକ ନୁହେଁ। ସମ୍ପୃକ୍ତ ଅଞ୍ଚଳରେ ଏପ ଏପରି ସମ୍ମାନ କେବଳ ବିଶ୍ବସନୀୟ, ନିର୍ଭରଯୋଗ୍ୟ ପାଗ୍ୟ ଏବଂ ରଣନୀତିକ ଭାବରେ ଗୁରୁତ୍ବପୂର୍ଣ୍ଣ ବିବେଚିତ ହେଉଥିବା ନେତାମାନଙ୍କ ପାଇଁ ସଂରକ୍ଷିତ ରହିଥାଏ | ସେଠାୱେ ସଠାରେ ଏହି ସମ୍ମାନଗୁଡ଼ିକ ବିଶ୍ବାସର ଏକ ବିରଳ ଗଭୀରତାକୁ ସୂଚିତ କରେ।

ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ବିଶ୍ବ ନେତା ଯିଏ ପାଞ୍ଚଟି ଜିସିସି ଦେଶରୁ ଶ୍ରେଷ୍ଠ ସମ୍ମାନ ପାଇଛନ୍ତି । ଏହା ଏକ ରାଜନୈତିକ ବାର୍ତ୍ତା ଯାହା ପ୍ରତୀକାତ୍ମକ ସୀମାଠାରୁ ଊର୍ଦ୍ଧରେ ଏବଂ ଏହା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ ଓ ଭାରତର ପ୍ରଗତିଶୀଳ ପ୍ରତିଷ୍ଠା ପ୍ରତି ଉପସାଗରୀୟ ଦେଶଗୁଡ଼ିକର ଦୀର୍ଘକାଳୀନ ବିଶ୍ବାସକୁ ପ୍ରତିଫଳିତ କରେ I

2014 ପୂର୍ବରୁ ରହିଥ‌ିବା ଆଶାକୁ ଦୃଷ୍ଟିରେ ରଖ୍ ଏହି ମୁହୂର୍ଭଟି ବିଶେଷ ଗୁରୁତ୍ବପୂର୍ଣ I ଅନେକ ବିଶେଷ୍ଠ ଶଷଜ୍ଞ ବିଶ୍ବା ବିଶ୍ବାସ କରୁଥିଲେ ଯେ ପଶ୍ଚିମ ଏ ଏସିଆ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଏକ କଷ୍ଟକର କ୍ଷେତ୍ର ଭାବରେ ଉଭା ହୋଇପାରେ । ଏହି ଅଞ୍ଚଳର ଆଭ୍ୟନ୍ତରୀଣ ପ୍ରତିଦ୍ବନ୍ଦିତା ଏବଂ ଏହାର ରାଜନୈତିକ ପରିବେଶର ଜଟିଳତାକୁ ସେମା ମାନେ ଉଲ୍ଲେଖ କରିଥିଲେ।

କିନ୍ତୁ ଏହାର ସମ୍ପୂର୍ଣ ବିପରୀତ ଶ୍ରୀ ମୋଦ ଦୀ ପ୍ରତ୍ୟେକ ଉପସାଗରୀୟ ଦେଶର ରାଜଧାନୀରେ ବ୍ୟକ୍ତିଗତ ସମୀକରଣ ତିଆରି କରିଥିଲେ । ଏହା ତାଙ୍କୁ ଏକ କୂଟନୀତିକ ସଫଳତା ଦେଇଥୁଲା ଯାହା ଅତୀତରେ ଅମ ଅନ୍ୟ କୌଣସି ଭାରତୀୟ ପ୍ରଧାନମନ୍ତ୍ର ରତୀୟ ପ୍ରଧାନମନ୍ତ୍ରୀ ହାସଲ କରିପାରିନଥିଲେ।

ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାଏଦ୍ ଅଲ୍ ନାହ୍ୟାନ୍ ଙ୍କ ସହ ତାଙ୍କର ଙ୍କର ସମ୍ପର୍କକୁ କୁ ପ୍ରାୟତଃ ଅସାଧାରଣ ଭାବରେ ଘନିଷ୍ଠ ଏବଂ ବ୍ୟକ୍ତିଗତ ବିଶ୍ବ ବିଶ୍ବାସ ଉପ ଉପରେ ଆଧାରି ରିତ ବୋଲି ବିବେଚନା କରାଯାଏ I ସାଉଦୀ ରାଜା ସଲମାନ୍ ବିନ୍ ଅବଦୁଲାଜିଜ୍ ଙ୍କ ସହ ତାଙ୍କର ସମ୍ପର୍କ ରଣନୀତି ସମନ୍ବୟର ଏକ ଏକ ପର୍ଯ୍ୟାୟକୁ ସହଜ କରିଥିଲା । ବାହାରିନ୍‌ ରାଜା ହମାଦ୍ ବିନ ହମାଦ୍ ବିନ୍ ଇସା ଅଲ୍ ଖଲିଫା, କୁଏତର ଆମି ଥାମିର ଶେଖ୍ ମଶାଲ୍ ଅଲ୍-ଅହମ୍ମଦ୍ ଅଲ୍-ଜାବେର୍ ଅଲ୍‌-ସବା, ଓମାନର ସୁଲତାନ୍ ହାଇଥାମ୍ ବିନ୍ ତାରିକ ଏବଂ କତର ଆମିର ଶେଖ୍ ତମିମ୍ ବିନ୍ ହମାଦ୍ ହମାଦ୍ ଅଲ୍ ଅଲ୍ ଥାନି, ସମ 169 ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଖୋଲା ମନୋଭାବ ଓ ସ୍ବୀକୃତି ପ୍ରଦାନ କରିଛନ୍ତି I ଏହା କ୍ବଚିତ୍‌ କୌଣସି ଦାନ କରାଯାଇଛି I ଣସି ବିଦେଶୀ ନେ ନେତାଙ୍କୁ ପ୍ରଦାନ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଐତିହାସିକ ସଫଳତ

ସମ୍ପୂର୍ଣ ଉପସାଗର ଅଞ୍ଚଳରେ ଏହାର । ସାମଗ୍ରିକ ପ୍ରଭାବ ସ୍ପଷ୍ଟ ଦେଖ‌ିବାକୁ ମିଳିଥାଏ: ପ୍ରଧାନମନ୍ତ୍ର ମୋଦୀ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି I ସର୍ବୋଚ୍ଚ ନାଗରିକ ପୁରସ୍କାର କେ କେବଳ ଏହି କ୍ଷେତ୍ରର କୂଟନୀତିକ ସ୍ଥିତିରେ ପୂର୍ବରୁ ଦୃଶ୍ଯମାନ ମାନ ଏକ ପରିବର୍ତ୍ତନକୁ ଆନୁଷ୍ଠାନିକ କରିଥାଏ I ଉପସାଗରର ଦୀର୍ଘକାଳୀନ ରଣନୀତିକ ମୂଲ୍ୟାଙ୍କନରେ ଭାରତକୁ ଏକ ସ୍ଥିର, ବିଶ୍ବସନୀୟ ଏବଂ