ଭିଡିଓ କନଫରେନିଂ ମାଧ୍ଯମରେ ଭାରତ ଶକ୍ତି ସପ୍ତାହ ୨୦୨୬ର ଉଦଘାଟନୀ ସମ୍ବୋଧୂତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମାରୋହକୁ
ଭିଡିଓ କନଫରେନିଂ ମାଧ୍ଯମରେ ଭାରତ ଶକ୍ତି ସପ୍ତାହ ୨୦୨୬ର ଉଦଘାଟନୀ ସମ୍ବୋଧୂତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମାରୋହକୁ
ଆଜି ଭାରତ ଶକ୍ତି କ୍ଷେତ୍ର ପାଇଁ ଅପାର ସୁଯୋଗର ଭୂମି: ପ୍ରଧାନମନ୍ତ୍ରୀ
ଅର୍ଥନୀତି ମଧ୍ଯରେ ଭାରତ-ୟୁରୋପୀୟ ସଂଘର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବିଶ୍ବର ଦୁଇଟି ବୃହତ ଅର୍ଥ ସମନ୍ବୟର ଏକ ଉଲ୍ଲେଖନୀୟ ଉଦାହରଣ: ପ୍ରଧାନମନ୍ତ୍ରୀ
ଭାରତ ଏବେ ଶକ୍ତି ସୁରକ୍ଷାଠାରୁ ଶକ୍ତି ସ୍ବାଧୀନତା ମିଶନ ଦିଗରେ ଆଗକୁ ବଢ଼ୁଛି: ପ୍ରଧାନମନ୍ତ୍ରୀ
ଆମ ଶକ୍ତି କ୍ଷେତ୍ର ଆମ ଆକାଂକ୍ଷାର କେନ୍ଦ୍ରବିନ୍ଦୁ, ଏଥିରେ ୫୦୦ ବିଲିୟନ ଡଲାର ନିବେଶ ସୁଯୋଗ ରହିଛି; ସେଥୂପାଇଁ ମେକ୍ ଇନ୍ ଇଣ୍ଡିଆ, ନବସୃଜନ, ଭାଗ ଭାରତରେ ନିବେଶ ଓ ଅଭିବୃଦ୍ଧିର ଗୁରୁତ୍ବ ବଢ଼ିଛି: ପ୍ରଧାନ ପାନମନ୍ତ୍ରୀ
ମୋଦୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନିଂ ମାଧ୍ଯମରେ ‘ଭାରତ ଶକ୍ତି ସପ୍ତାହ-୨୦୨୬'ର ଉଦଘାଟନ ସମାଗେ ।ରୋହକୁ ସମ୍ବୋଧୂତ କରିଛନ୍ତି। ଏହି ଅବସରରେ 1 କହିଛନ୍ତି ଯେ, ଶକ୍ତି ସପ୍ତାହର ଏହି ନୂତନ ସଂସ୍କରଣରେ ପ୍ରାୟ ୧୨୫ଟି ଦେଶର ପ୍ରତିନିଧୂ ଗୋଆରେ ଏକତ୍ରିତ ହୋଇଛନ୍ତି। ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ବାଗତ ।ଗତ କରି ପ୍ରତିନିଧ ନିନିଧୂମାନେ ନ୍ତି-ସୁରକ୍ଷା ଏବଂ ସ୍ଥାୟୀ ଭବିଷ୍ୟତ ବିଷୟରେ ଆଲୋଚନା କରିବା ପାଇଁ ଭାରତ ଆସିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି।
ଭାରତ ଶକ୍ତି ଶକ୍ତି ସପ୍ତାହ, ବହୁତ କମ ସମୟ ମଧ୍ୟରେ, ଆଲୋଚନା ଏବଂ କାର୍ଯ୍ୟ ପାଇଁ ଏକ ଶ୍ବସ୍ତରୀୟ ମଞ୍ଚ ଭାବରେ ଉଭା ହୋଇଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଭାରତ ଶକ୍ତି ଶକ୍ତି କ୍ଷେତ୍ର ପାଇଁ ଅପାର ସୁଯୋଗର ଭୂମି। ସେ ଗୁରୁତ୍ବା ରୁତ୍ବାରୋପ କରିଛନ୍ତି ଯେ, ଭାରତ ହେଉଛି ଉଛି ବିଶ୍ବ ବିଶ୍ବର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି, ଯାହାର ହେଉଛି ଦେଶର ଶକ୍ତି ଉତ୍ପାଦର ଚ ଚାହିଦା ନିରନ୍ଧର ବୃଦ୍ଧି ପାଉଛି। ସେ ଗୁରୁତ୍ବାରୋପ କରିଛନ୍ତି ଯେ, ଭାରତ ดิฐ ଚାହିଦା ପୂରଣ ପୂରଣ କରିବା ପାଇଁ ମଧ୍ୟ ଉତ୍କୃଷ୍ଟ ସୁଯୋଗ ପ୍ରଦା ପ୍ରଦାନ କରୁଛି। ଶ୍ରୀ ମୋଦୀ ଦୀ ଉଲ୍ଲେଖ କରିଛନ୍ତି ଯେ ଯେ, ଭାରତ ବିଶ୍ବର ପେଟ୍ରୋଲିୟମ ଉତ୍ପାଦର ตาส์ ପାଞ୍ଚ ରପ୍ତାନିକାରୀଙ୍କ ମଧ୍ୟରେ ଅନ୍ୟତମ, ଏହାର ରପ୍ତାନୀ ବ୍ୟାପକତା ୧୫୦ ରୁ ଅଧୂକ ଦେଶ ଦେଶକୁ ବିସ୍ତାରିତ। ସେ କହିଛନ୍ତି ଯେ, ଭାରତର ଏ ଏହି କ୍ଷମତା ସମସ୍ତଙ୍କ ପାଇଁ ବହୁତ ଲାଭଦାୟକ ହେବ। ସେ ଆହୁରି ଗୁରୁତ୍ଵ ରୁତ୍ବାରୋପ
କରିଛନ୍ତି ଯେ, ଶକ୍ତି ସପ୍ତାହ ପ୍ଲାଟଫର୍ମ ସହଭାଗୀ ଗୀତା ଅନୁସନ୍ଧାନ କରିବା ପାଇଁ ଏକ ଉତ୍କୃଷ୍ଟ ସ୍ଥାନ । ଏଥୂସହିତ ପ୍ରଧାନମନ୍ତ୍ରୀ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶୁଭକାମନା ଜଣାଇଛନ୍ତି।
ଭାରତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ତାଙ୍କର ବକ୍ତବ୍ୟ ପ୍ରଦାନ କରିବା ପୂର୍ବରୁ, ସେ ଏକ ପ୍ରମୁଖ ବିକାଶ ଉପରେ ଆ ଆଲୋକପାତ କରିବାକୁ ବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ଗତକାଲି ଏବଂ ୟୁରୋପୀୟ ସଂଘ ମଧ୍ୟରେ ଏକ ଗୁରୁତ୍ଵପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଛି ଯାହାକୁ ସାରା ରା ବିଶ୍ବର ଲୋକମ ନମାନେ "ସମସ୍ତ ଚୁକ୍ତିର ଜନନୀ" ବୋଲି କହୁଛନ୍ତି। ଶ୍ରୀ ମୋଦୀ ଗୁରୁତ୍ବାରୋପ କରିଛନ୍ତି ଯେ, ଏହି ଏହି ଚୁକ୍ତି ଭାରତର ୧୪୦ କୋଟି ଲୋକ ଓ ୟୁରୋପୀୟ ରାଷ୍ଟ୍ରର ଲକ୍ଷ ଲ ଲକ୍ଷ ଲୋକଙ୍କ ପାଇଁ ଅପାର ସୁଯୋଗ ଆଣିଛି। ସେ କହିଛନ୍ତି ଯେ, ଏହା ବିଶ୍ବର ଦୁଇଟି ବୃହତ ଅଞ୍ଚ ଅର୍ଥନୀତି ମଧ୍ୟରେ ସମନ୍ବୟର ଏକ ଉଲ୍ଲେଖନୀୟ ଉଦାହରଣ। ଏହି ଚୁକ୍ତି ବିଶ୍ବ
ଜିଡିପିର ପ୍ରାୟ ୨୫ ପ୍ରତିଶତ ଏବଂ ବିଶ୍ବ ବାଣିଜ୍ୟର ପ୍ରାୟ ଏକ ତୃତୀୟାଂଶ ପ୍ରତିନିଧୂତ୍ବ କରେ। ଏହି ଚୁକ୍ତି ଗଣତନ୍ତ୍ରି ଓ ଆଇନର ଶାସନ ପ୍ରତି ସେ ମନ୍ତିବ ନୃବ୍ୟ ଦେଇଛନ୍ତି ଯେ, ବାଣିଜ୍ୟ ବ୍ୟତୀତ, ଏହି ସମାନ ପ୍ରତିବଦ୍ଧତାକୁ ସୁଦୃଢ଼ କରୁଛି।
ଶ୍ରୀ ମୋଦୀ ସୂଚାଇଛନ୍ତି ଯେ, ୟୁରୋପୀୟ ସଂଘ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି ବ୍ରିଟେନ ଏବଂ ଇଏଫଟିଏ ସହିତ ଚୁକ୍ତିଗୁଡ଼ିକୁ ପରିପୂରକ କରି, ଏହାଦ୍ବାରା ବାଣିଜ୍ୟ ଏବଂ ବିଶ୍ବ ଯୋଗାଣ ଶୃଙ୍ଖଳା ଉଭୟକୁ ସୁଦୃଢ଼ କରିବ। ଏହି ସଫଳତା ପାଇଁ ସେ ଭାରତର ଯୁବପିଢ଼ି ଓ ସମସ୍ତ ନାଗରିକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ଏବଂ ବୟନଶିଳ୍ପ, ରନ୍ଧ୍ର ଅଳଙ୍କାର, ଚମଡା ଓ ଜୋତା ଭଳି କ୍ଷେତ୍ରରେ ନିୟୋଜିତ ବ୍ୟକ୍ତିମାନଙ୍କୁ ତାଙ୍କର ଶୁଭକାମନା ଜଣାଇ ସେ ଉଲ୍ଲେଖ କରିଛନ୍ତି ଯେ, ଏହି ଚୁକ୍ତିନାମା ସେମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ।
ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି ଯେ, ଏହି ବାଣିଜ୍ୟ ଚୁକ୍ତିନାମା କେବଳ ଭାରତରେ ଉତ୍ପାଦନକୁ ପ୍ରୋତ୍ସାହିତ କରିବ ନାହିଁ ବରଂ ସେବା କ୍ଷେତ୍ରକୁ ଆହୁରି ବିସ୍ତାର କରିବ। ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଭାରତରେ ବିଶ୍ବସ୍ତରରେ ବ୍ୟବସାୟ ଏବଂ ନିବେଶକଙ୍କ ବିଶ୍ବାସକୁ ସୁଦୃଢ଼ କରିବ।
ଭାରତ ପ୍ରତ୍ୟେକ କ୍ଷେତ୍ରରେ ବିଶ୍ବସ୍ତରୀୟ ସହଭାଗୀତା ଉପରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛି ବୋଲି ଗୁରୁତ୍ବାରୋପ କରି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି ଯେ, କେବଳ ଶକ୍ତି କ୍ଷେତ୍ରରେ, ଶକ୍ତି ମୂଲ୍ୟ ଶୃଙ୍ଖଳର ବିଭିନ୍ନ କ୍ଷେତ୍ରରେ ବିପୁଳ ନିବେଶର ସୁଯୋଗ ରହିଛି। ଶ୍ରୀ ମୋଦୀ ଏହା ଉପରେ ଆଲୋକପାତ କରିଛନ୍ତି ଯେ, ଭାରତ ଏହାର ଅନୁସନ୍ଧାନ କ୍ଷେତ୍ରକୁ ଉଲ୍ଲେଖନୀୟ ଭାବରେ ଉନ୍ମୁକ୍ତ କରିଛି। ଏଥିସହିତ ସମୁଦ୍ର ମନ୍ଥନ ମିଶନ ଭାବରେ ପରିଚିତ ଗଭୀର ସମୁଦ୍ର ଅନୁସନ୍ଧାନ ପଦକ୍ଷେପ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ଏହି ଦଶନ୍ଧି ଶେଷ ସୁଦ୍ଧା ଭାରତ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ନିବେଶକୁ ୧୦୦ ବିଲିୟନ
ଡଲାରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖୁଛି, ଯାହାର ଲକ୍ଷ୍ୟ କ୍ଷ୍ୟ ହେଉଛି ଅନୁସନ୍ଧାନ ପରିସରକୁ ଦଶ ଲକ୍ଷ ବର୍ଗ କିଳେ କିଲୋମିଟରକୁ ବିସ୍ତାର ବିସ୍ତାର କରିବା। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ୧୭୦ରୁ ଅଧୂକ ବ୍ଲକ ପୂର୍ବରୁ ପ୍ରଦାନ କରାଯାଇଛି, ଏବଂ ଆଣ୍ଡାମାନ ଓ ନିକୋବର ଅବବାହିକା ପରବର୍ତ୍ତୀ ହାଇଡ୍ରୋକାର୍ବନ ସୁଯୋଗ ଭାବରେ ଉଭା ହେଉଛି।
ନିଷେଧ କ୍ଷେତ୍ର ହ୍ରାସ କରିବା ସମେତ ଅନୁସନ୍ଧାନ କ୍ଷେତ୍ରରେ ଅନେକ ସଂସ୍କାର ନିଆଯାଇଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଭାରତ ଶକ୍ତି ସପ୍ତାହର ପୂର୍ବ ସଂସ୍କରଣରେ ଦିଆଯାଇଥିବା ପରା ପରାମର୍ଶଗୁଡ଼ିକୁ ଡି଼କୁ ଆଇନ ଆ ଏବଂ ନିୟମ ପରିବର୍ତ୍ତନରେ ଅନ୍ତର୍ଭୁକ୍ତ କରାଯାଇଛି। ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ଅନୁସନ୍ଧାନ କ୍ଷେତ୍ରରେ ନିବେଶ କରୁଥିବା କମ୍ପାନୀଗୁଡ଼ିକ ନିଶ୍ଚିତ ଭାବରେ ବର୍ଷିତ ଲାଭ ପାଇପାରିବେ। ପାଇ
ପ୍ରଧାନମନ୍ତ୍ରୀ ମୋଦ ମୋଦୀ ଭାରତ ତର ଆଉ ଏକ ସ୍ବତନ୍ତ୍ର ଶକ୍ତି ଉପରେ ଆଲୋକପାତ କରିଛନ୍ତି, ଯାହା ଶକ୍ତି କ୍ଷେତ୍ରରେ ତ୍ରରେ ନିବେଶକୁ ଅତ ଅତ୍ୟନ୍ତ ଲାଭଦାୟକ କରୁଛି। ସେ କହିଛନ୍ତି ଯେ, ଭାରତରେ ବିଶୋଧନ କ୍ଷ କ୍ଷମତା ବହୁତ ବଡ଼ ହୁତ ବଡ଼ ଏବଂ ବର୍ତ୍ତମାନ ଏହା ବିଶ୍ବରେ ଦ୍ବିତୀୟ ସ୍ଥାନରେ ଅଛି। ଶ୍ରୀ ମୋଦୀ ଜୋର ଦେଇ କହିଛନ୍ତି ଯେ ଯେ, ଭାରତ ବିଶୋଧ ମାଧନ କ୍ଷମତାରେ ବିଶ୍ବସ୍ତରରେ ଏକ ନମ୍ବର ଦେଶ ହୋଇପାରିବ। ସେ ଉଲ୍ଲେଖ କରିଛନ୍ତି ଯେ, ଭାରତର ବର୍ଷ ବର୍ତ୍ତମାନ ବିଶୋଧନ କ୍ଷମତା ବାର୍ଷିକ ପ୍ର ପ୍ରାୟ ୨୬୦ ଏସ୍ଏମ୍ଟି ରହିଛି ଏବଂ ଏହାକୁ ବାର୍ଷିକ ୩୦୦ ଏସ୍ଏମ୍ଟି ଅତିକ୍ରମ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି। ଏହା ନିବେଶକମାନଙ୍କ ପାଇଁ ଏକ ଏକ ପ୍ରମୁଖ ଲାଭ।
ଭାରତରେ ଏ ଏଲ୍ଏନ୍ଜି ଚାହିଦା ନିରନ୍ଧର ବୃଦ୍ଧି ପାଉଛି ଏବଂ ଦେଶ ଏଲ୍ଏନ୍ଜି ନ୍ଜି ମାଧ୍ଯମରେ ଏହାର ମୋଟ ଟ ଶକ୍ତି ଚାହିଦାର ୧୫ ପ୍ରତିଶତ ପୂର ତ ପୂରଣ କରିବାକୁ ବାକୁ ଲକ୍ଷ୍ୟ 1 ରଖୁଛି, ପ୍ରଧାନମନ୍ତ୍ରୀ ସମଗ୍ର ଏଲ୍ଏମ ଏନ୍ଜି ମୂଲ୍ୟ ଶୃଙ୍ଖଳରେ କାର୍ଯ୍ୟ କରିବାର ଆବଶ୍ୟକ କରିଛନ୍ତି ଏ ଏବଂ ଉଲ୍ଲେଖ କରିଛନ୍ତି ଯେ, ଭାରତ ପରିବହନ କ୍ଷେତ୍ରରେ ବଡ଼ ଧରଣର ପ୍ରୟାସ ଜାରି ରଖୁଛି। ଶ୍ରୀ ମୋଦୀ କହିଛନ୍ତି ଯେ, ଭାରତ ଘରୋଇ ଭାବରେ ଏଲ୍ଏନ୍ ଏନ୍ଜି ପରିବହନକୁ ଦୃଷ୍ଟିରେ ରଖ୍ ଆବଶ୍ୟକ ଜାହାଜ ନିର୍ମାଣ ପାଇଁ କାମ କରୁଛି, ଯାହା ସଦ୍ୟ ଆରମ୍ଭ ହୋଇଥୂବା ୭୦,୦୦୦ କୋଟି ଟଙ୍କାର ଜାହାଜ ନିର୍ମାଣ କାର୍ଯ୍ୟକ୍ରମ ଦ୍ବାରା ସମତ। ସେ କହିଛନ୍ତି σα, ଭାରତୀୟ ବନ୍ଦରଗୁଡ଼ିକରେ ଏଲ୍ଏନ୍ଜି ଟର୍ମିନାଲ ନିର୍ମାଣ ଏବଂ ପୁନଃଗ୍ୟାସିଫିକେସନ୍ ପ୍ରକଳ୍ପରେ ଅନେକ ନିବେଶ ସୁଯୋଗ ସୃଷ୍ଟି ହୋଇଛି।