ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା
ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ
ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୨୪ରେ ଅବପାତରେ ପରିଣତ ହେବ
୪୮ ଘଣ୍ଟାରେ ଦିଗରେ ପରିବର୍ତ୍ତନ ନ କରି ପଶ୍ଚିମ-ଉତ୍ତରପଶ୍ଚିମକୁ ଅଗ୍ରସର ହେବ
ଅଗ୍ରସର ହୋଇ ପଶ୍ଚିମ-ଦକ୍ଷିଣ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେବ
୭ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସମ୍ଭାବନା ରହିଛି'
ଚାଷୀମାନେ ସତର୍କ ରହିବା ସହ ଅମଳ ଧାନ କାଟି ନିଅନ୍ତୁ
ପାଣିପାଗ ବିଭାଗ ତରଫରୁ ସତର୍କତା ଜାରି ହୋଇଛି