ଭୁବନେଶ୍ବରରେ ହସ୍ତତନ୍ତ ଓ ହସ୍ତଶିଳ୍ପ ର ଜାତୀୟ ସମିଳନୀ...

Oct 31, 2025 - 12:22
 7
ଭୁବନେଶ୍ବରରେ ହସ୍ତତନ୍ତ ଓ ହସ୍ତଶିଳ୍ପ ର ଜାତୀୟ ସମିଳନୀ...

ବୟନଶିଳ୍ପ ମନ୍ତ୍ରଣାଳୟ ଅଧୀନ ଉନ୍ନୟନ କମିଶନର (ହସ୍ତତନୁ ଏବଂ ହସ୍ତଶିଳ୍ପ)ଙ୍କ କାର୍ଯ୍ୟାଳୟ ଦ୍ବାରା ଆୟୋଜିତ ହେବ ଏହି ସମ୍ମିଳନୀ

ସମ୍ମିଳନୀର ଲକ୍ଷ୍ୟ ଭାରତରେ ହସ୍ତଶିଳ୍ପ କ୍ଷେତ୍ରର ସୁଯୋଗ ଓ ଆହ୍ବାନଗୁଡ଼ିକୁ ବୁଝିବା ସହିତ ଭାରତ ସରକାରଙ୍କ ଅଧୀନରେ ଏହି କ୍ଷେତ୍ର ପାଇଁ ନୂତନ ଯୋଜନା ଉପରେ ବିଚାରବିମର୍ଶ କରିବା

ଉଦଘାଟନୀ ଅଧୂବେଶନରେ ମୁଖ୍ୟ ଅତିଥ୍ ଭାବରେ ଯୋଗଦେବେ ଓଡ଼ିଶା ମୁଖ୍ୟ ସଚିବ ମନୋଜ ଆହୁଜା ଏବଂ ଭାରତ ସରକାରଙ୍କ ବୟନଶିଳ୍ପ ମନ୍ତ୍ରଣାଳୟର ସଚିବ ନୀଲମ ଶାମି ରାଓ ଦ୍ବିତୀୟ ଦିନର ଅଧୂବେଶନକୁ କରିବେ ଉଦଘାଟନ

ଆସନ୍ତାକାଲି, 31 ଅକ୍ଟୋବ ବରରୁ 1 ନଭେମ୍ବର ପର୍ଯ୍ୟ ର୍ଯ୍ୟନ୍ତ ଭୁବନେଶ୍ବରରେ ହସ୍ତତନ୍ତି ଏବଂ ହସ୍ତଶିଳ୍ପ ଉପରେ ଏକ ଜାତୀୟ ସନ୍ନି ସମ୍ମିଳନୀ ଆୟୋ ।ୟୋଜନ କରାଯିବ। ବୟନଶିଳ୍ପ ମନ୍ତ୍ରଣାଳୟ ଅଧୀନ ଉନ୍ନୟନ କମିଶନର (ହସ୍ତତନ୍ତି ଏବଂ ହସ୍ତଶିଳ୍ପ)ଙ୍କ କାର୍ଯ୍ୟାଳ ର୍ଯ୍ୟାଳୟ ଦ୍ବାରା ଆୟୋଜିତ ହେବାକୁ ଯାଉଥିବା ଏହି ସମ୍ମିଳନୀ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ବରିଷ୍ଠ ଅଧୂ ଅଧୂକାରୀ ଏବଂ ହସ୍ତୁତନ୍ତି ଓ ହସ୍ତଶିଳ୍ପ କ୍ଷେତ୍ରର ପ୍ରତିନିଧୂମାନଙ୍କୁ ଏକତ୍ର କରିବ।

ସମ୍ମିଳନୀର ଦୁଇଟି ଉଦ୍ଦେଶ୍ୟ ହେଉଛି ଭାରତରେ ହସ୍ତତନ୍ମ କ୍ଷେତ୍ରର ସୁଯୋଗ ଓ ଆହ୍ବାନକୁ ବୁଝିବା ଏବଂ ଦ୍ବିତୀୟତଃ ଭାରତ ସରକାରଙ୍କ ଅଧୀନରେ ଏହି କ୍ଷେତ୍ର ପାଇଁ ଆଗାମୀ ନୂତନ ଯୋଜନା ଉପରେ ବିଚାରବିମର୍ଶ କରିବା। ନୂତନ ଯୋଜନାର ପ୍ରଶାସନିକ ଢାଞ୍ଚାରେ ଗୁରୁତ୍ବପୂର୍ଣ୍ଣ ପରିବର୍ତନ ପ୍ରସ୍ତାବ ଦିଆଯାଇଛି ଯେଉଁଥ୍ରେ ରାଜ୍ୟ/କୈନ୍ଦ୍ରଶାସିତ ପ୍ରଦେଶ ସହିତ ଅଧୂକ ସମ୍ପର୍କ ସ୍ଥାପନ ଉପରେ ଗୁରୁତ୍ବ ଦିଆଯିବ। ସମ୍ମିଳନୀରେ ପ୍ରସ୍ତାବିତ ଆଲୋଚନା ହସ୍ତତନ୍ତି ଏବଂ ହସ୍ତଶିଳ୍ପ କ୍ଷେତ୍ର ପାଇଁ ଭବିଷ୍ୟତର କାର୍ଯ୍ୟଖସଡ଼ା ଗଠନ କରିବାରେ ସାହାଯ୍ୟ କରିବ।

ଉଦଘାଟନୀ ଅଧୂବେଶନରେ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବ ମନୋଜ ଆହୁଜା ମୁଖ୍ୟ ଅତିଥୂ ଭାବରେ ଯୋଗଦେବେ। ଉଦଘାଟନୀ ଅଧୂବେଶନରେ ଓଡ଼ିଶା ସରକାରଙ୍କ ଉନ୍ନୟନ କମିଶନର ତଥା ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମ୍ମାନିତ ଅତିଥ୍ ଭାବରେ ଯୋଗଦେବେ।

ଭାରତ ସରକାରଙ୍କ ବୟନଶିଳ୍ପ ମନ୍ତ୍ରଣାଳୟର ସଚିବ ନୀଲମ ଶାମି ରାଓ “ହସ୍ତତନ୍ତି ଏବଂ ହସ୍ତଶିଳ୍ପ କ୍ଷେତ୍ର ପାଇଁ ନୂତନ ଯୋଜନା - ଏକ ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ'' ଅଧୂବେଶନକୁ ଉଦଘାଟନ କରିବେ ଏବଂ ଏହାର ଦ୍ବିତୀୟ ଦିନରେ ''ପ୍ରଶାସନିକ ଢାଞ୍ଚାରେ ମୌଳିକ ପରି ରିବର୍ତ୍ତନ" ଅଧୂବେଶନକୁ ମଧ୍ୟ ସମ୍ବୋଧୂତ କରିବେ।

ଭାରତ ସରକାରଙ୍କ ବୟନଶିଳ୍ପ ମନ୍ତ୍ରଣାଳୟର ଉନ୍ନୟନ କମିଶନର (ହସ୍ତତନ୍ତି) ଡକ୍ଟର ଏମ୍. ବୀଣା, ଉନ୍ନୟନ କମିଶନର (ହସ୍ତଶିଳ୍ପ) ଅମୃତ ରାଜ, ଏବଂ ଓଡ଼ିଶା ସରକାରଙ୍କ ହସ୍ତିତନ୍ତି, ବୟନ ଏବଂ ହସ୍ତଶିଳ୍ପ କମିଶନର ତଥା ସଚିବ ଶ୍ରୀମତୀ ପୁନମ ଗୁହା ମଧ୍ଯ ଉଦଘାଟନୀ ଅଧୂବେଶନରେ ଯୋଗଦେବେ।

ସମ୍ମିଳନୀର ଲକ୍ଷ୍ୟ ହେଉଛି ଅଂଶୀଦାରମାନଙ୍କ ମଧ୍ୟରେ ଆଲୋଚନା, ସହଯୋ ଯାଗ ଏବଂ ନୀତିଗତ ସମନ୍ବୟ ପାଇଁ ଗୋଟିଏ ମଞ୍ଚ ପ୍ରଦାନ କରିବା। ଏକ ଦୃଢ଼ ପ୍ରଶାସନିକ ଢାଞ୍ଚା ଗଠନ କରିବା ଏବଂ ଦେଶବ୍ୟାପୀ କାରିଗର ଏବଂ ବୁଣାକାରମାନଙ୍କୁ ପ୍ରଭାବଶାଳୀ ଲାଭ ପ୍ରଦା ପ୍ରଦାନ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ଅଧୂକାରୀଙ୍କ ସକ୍ରିୟ

ଚଳିତ ବର୍ଷ 'ଏକତା ଦୌଡ଼'କୁ ବ୍ୟାପକ ଭାବେ ଆୟୋଜନ କରିବା ଲାଗି ନିଷ୍ପତ୍ତା ନିଆଯାଇଛି। ସାରା ଦେଶରେ ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, ଜିଲ୍ଲା ପୋଲିସ ଷ୍ଟେସନ, ବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟରେ ଏହି ଦୌଡ଼ ଅନୁଷ୍ଠିତ ହେଉଛି। ଶ୍ରୀ ଶାହ କହିଛନ୍ତି ଯେ ଦୌଡ଼ ପରେ ପ୍ରତ୍ୟେକ ନାଗରିକ ରାଷ୍ଟ୍ରର ଏକତା ଏବଂ ଅଖଣ୍ଡତା ପାଇଁ ଏକତା ଶପଥ ଗ୍ରହଣ କରିବେ। ଶ୍ରୀ ଶାହ କହିଥିଲେ ଯେ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏକତା ନଗରରେ ନଭେମ୍ବର ୧ରୁ ଭାରତ ପର୍ବର ଆୟୋଜନ କରାଯାଉଛି ଏବଂ ଏହା ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ନଭେମ୍ବର ୧୫ରେ ଶେଷ ହେବ। ସେ କହିଥିଲେ ଯେ ନଭେମ୍ବର ୧୫ ତାରିଖରେ ଭାରତ ପର୍ବ ଆଦିବାସୀ ସଂସ୍କୃତି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଏକ ଭବ୍ୟ ଉତ୍ସବ ସହିତ ସମାପ୍ତ ହେବ। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଜନଜାତିର ସାଂସ୍କୃତିକ ବିବିଧତା, ଖାଦ୍ୟ, ପୋଷାକ, ହସ୍ତଶିଳ୍ପ, ଲୋକ କଳା ଏବଂ ସଙ୍ଗୀତର ଚମତ୍କାର ସମନ୍ବୟ ପ୍ରଦର୍ଶିତ ହେବ।

ଦଂ ଏହି କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ, ସର୍ଦ୍ଦାର ପଟେଲ କେବଳ ଜଣେ ବ୍ୟକ୍ତି ନୁହଁନ୍ତି, ବରଂ ଆମ ଦେଶ ପାଇଁ ଏକ ଆଦର୍ଶ। ସର୍ଦ୍ଦାର ପଟେଲ ଦେଶ ପ୍ରତି ସମ୍ପୂର୍ଣ୍ଣ ଭାବେ ସମର୍ପିତ ଥୂଲେ, ଯିଏକି କେବଳ ସ୍ବାଧୀନତା ସଂଗ୍ରାମରେ ଅଗ୍ରଣୀ ଭୂମିକା ଗ୍ରହଣ କରିନଥିଲେ, ବରଂ ମହାତ୍ମା ଗାନ୍ଧୀଙ୍କ ସହ କାର୍ଯ୍ୟ କରିବା ସମୟରେ ଆନ୍ଦୋଳନର ସାଂଗଠନିକ ମେରୁଦଣ୍ଡ ମଧ୍ୟ ହୋଇଥିଲେ। କୃଷକମାନଙ୍କ ଶୋଷଣର ପ୍ରତିବାଦ କରିବା ପାଇଁ ଇଂରେଜମାନଙ୍କ ବିରୋଧରେ ୧୯୨୮ ମସିହାର ବାରଡୋଲି ସତ୍ୟାଗ୍ରହ ଆରମ୍ଭକରାଯାଇଥିଲା ଏବଂ ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧୀ ନିଜେ ତାଙ୍କୁ "ସଦ୍ଦାର" ଉପାଧୂ ପାଧୂ ପ୍ରଦାନ ପ୍ର କରି କରିଥିଲେ। ତ ଭାରତର ସ୍ବାଧୀନତା ପରେ, ଇଂରେଜମାନେ ଦେଶ ଛାଡ଼ି ୫୬୨ଟି ଦେଶୀୟ ରାଜ୍ୟରେ ବିଭ ବିଭକ୍ତ କରିବାକୁ ନିଷ୍ପତ୍ତ ନେଇଥିଲେ। ସେହି ସମୟରେ ସମଗ୍ର ମଗ୍ର ବିଶ୍ବ ଭାବୁଥୂଲା ଯେ ଏହି ୫୬୨ଟି ଦେଶୀୟ ରାଜ୍ୟକୁ ଗୋଟିଏ ରାଷ୍ଟ୍ରରେ ଏକତ୍ର କରିବା ଅସମ୍ଭତେବେ, ଅଳ୍ପ ସମୟ ମଧ୍ୟରେ ସର୍ଦ୍ଦାର ପଟେଲ ସମସ୍ତ ୫୬୨ଟି ଦେଶୀୟ ରାଜ୍ୟକୁ ଏକତ୍ର କରିବାର ମହତ୍ଵପୂର୍ଣ୍ଣ କାର୍ଯ୍ୟ କରିଥିଲେ ଏବଂ ଆଜି ଆମେ ଯେଉଁ ଆଧୁନିକ ଭାରତର ମାନଚିତ୍ର ଦେଖୁଛୁ, ତାହା ତାଙ୍କ ଦୂରଦୃଷ୍ଟି ଏବଂ ପ୍ରୟାସର ପରିଣ ଅସମ୍ଭବ ହେବ। Iର୍ଯ୍ୟ ସମ୍ପାଦନ ପରିଣାମ।

କେନ୍ଦ୍ର ଗୃହମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ସର୍ଦ୍ଦାର ପଟେଲ ଗୋଟିଏ ।ଟିଏ ପରେ ଗୋଟିଏ ଆହ୍ବାନର ସମାଧାନ କରିଥିଲେ-ଯେଉଁଥ୍ରେ ହାଇଦ୍ରାବାଦରେ ପୋଲିସ କାର୍ଯ୍ୟାନୁଷ୍ଠାନ ଏବଂ ଜୁନାଗଡ଼ର ଏକୀକରଣ ଅନୁର୍ଭୁକ୍ତ ଥୂଲା। ଭୋପାଳ, କାଠିଆୱାର, ଟ୍ରାଭାଙ୍କୋର କିମ୍ବା ଯୋଧପୁର ହେଉ, ସର୍ଦ୍ଦାର ପଟେଲ ପ୍ରତ୍ୟେକ କ ପ୍ରସଙ୍ଗକୁ ଦୃଢତାର ସହ ସମାଧାନ କରିଥିଲେ ଏବଂ ଏପରିକି ଭାରତୀୟ ଅଞ୍ଚଳ ଦେଇ ଏକ କରିଡର ସୃଷ୍ଟି କରିବାକୁ ପାକିସ୍ତାନର ଚର ପ୍ରୟାସକୁ ବିଫଳ ସକୁ ବିଫଳ କରିଥିଲେ।

ଶ୍ରୀ ଅମିତ ଶାହ କହିଥିଲେ ଯେ ସର୍ଦ୍ଦାର ପଟେଲ ଜଣେ ଅସାଧାରଣ ଉଦାହରଣ ଥିଲେ, ଯିଏକି ସାରା ଜୀବନ ଦେଶ ପାଇଁ ବିତାଇଥିଲେ, ପ୍ରଚାର କିମ୍ବା ବ୍ୟକ୍ତିଗତ ଗୌରବର କୌଣସି ଇଚ୍ଛା ବିନା। ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଯେତେବେଳେ ସମଗ୍ର ଦେଶ ସ୍ବାଧୀନତା ଉତ୍ସବ ପାଳନ କରୁଥୂଳ ଥୂଲା ଏବଂ ଜା ଜାତୀୟ ପତାକା ଉତ୍ତୋଳନ କ କରୁଥୂଲା, ସେତେବେଳେ ସର୍ଦ୍ଦାର ପଟେଲ ନୌସେନା ଅଧୂକାରୀଙ୍କ ସ ସହ କମାଣ୍ଡ ରୁମରେ ଥିଲେ ଏବଂ ଏକ ଅପରେସନ ଉପରେ ନ ଉପରେ ନଜର ରଖୁଥିଲେ, ଯାହା ଦ୍ବାରା ଲାକ୍ଷାଦ୍ବୀପ ଭାରତର ଅଂଶବିଶେଷ ହେବା ସୁନିଶ୍ଚିତ ତ ହୋଇଥିଲା। ହେ ଏହି ଅପରେସନ ଭାରତର ଦକ୍ଷିଣ ଦକ୍ଷିଣ ସୀମାକୁ ମଜବୁ ମଜବୁତ କରିଥିଲା ଏବଂ ସର୍ଦ୍ଦାର ାର ପଟେଲଙ୍କ ଦୂରଦୃଷ୍ଟି ଏବଂ କାର୍ଯ୍ୟ କାରଣରୁ ଲାକ୍ଷାଦ୍ବୀପରେ ତ୍ରିରଙ୍ଗା ଉତ୍ତୋଳନ କରାଯାଇଥିଲା ।

କେନ୍ଦ୍ର ଗୃହ ଗୃହମନ୍ତ୍ରୀ କହିଛନ୍ତି ଛନ୍ତି, ଏହା ହା ଦୁର୍ଭାଗ୍ୟଜନକ ଯେ ସର୍ଦ୍ଦାର ପଟେଲଙ୍କ ଦେହାନ୍ତି ପରେ ବିରୋଧୀ ଦଳ ତାଙ୍କ ପରମ୍ପରାକୁ ବଜାୟ ରଖୁବାକୁ କୌଣସି ପ୍ରୟାସ ଛାଡ଼ି ନଥିଲେ। ସର୍ଦ୍ଦାର ପଟେଲଙ୍କ ଭଳି ଜଣେ ମହାନ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ୪୧ ବର୍ଷର ବିଳମ୍ବ ପରେ ଭାରତ ରନୂ ପ୍ରଦାନ କ କରାଯାଇଥିଲା ଏବଂ । ଏବଂ ଏହି ବିଳମ୍ବ କେବଳ ସର୍ଦ୍ଦାର ପଟେଲଙ୍କ ପ୍ରତି ବିରୋଧୀଙ୍କ ସମ୍ମାନର ଅଭାବ କାରଣରୁ ହୋଇଥିଲା। ସର୍ଦ୍ଦ ସର୍ଦ୍ଦାର ପଟେଲଙ୍କ ଭଳି ମହାନ ବ୍ୟକ୍ତିତ୍ବଙ୍କ ପାଇଁ ଦେଶର କୌଣସି ସ୍ଥାନରେ କୌଣସି ସ୍ମାରକୀ କିମ୍ବା ସ୍ମୃତିସୁମ୍ଭନିର୍ମାଣ କରାଯାଇ ନଥୁଲା। ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ହେବା ପରେ ହିଁ ସେ ଷ୍ଟାଚ୍ୟୁ ଅଫ୍ ୟୁନିଟିର ପରିକଳ୍ପନା କରିଥିଲେ ଏବ ଏବଂ ସର୍ଦ୍ଦାର ପଟେଲଙ୍କ ସମ୍ମାନରେ ଏକ ଭବ୍ୟ ସ୍ମାରକୀ ନିର୍ମାଣ କରିଥିଲେ। ଷ୍ଟାଚ୍ୟୁ ଅଫ୍ ୟୁନିଟିର ଭିତ୍ତିପ୍ରସ୍ତର ୨୦୧୩ ଅକ୍ଟୋବର )ର ୩୧ରେ ରଖାଯାଇଥିଲା ଲା । ୧୮୨ । ମିଟର ଉଚ୍ଚତା ବିଶିଷ୍ଟ ଏହି ପ୍ରତିମୂର୍ତ୍ତି ମାତ୍ର ୫୭ ମାସରେ ସମ୍ପୂର୍ଣ୍ଣ ହୋଇଥିଲା। ସର୍ଦ୍ଦାର ପଟେଲଙ୍କ ଜୀବନ କୃଷକମାନଙ୍କ ପାଇଁ ସମର୍ପି ମର୍ପିତ ଥୂଲା ଏବଂ ଏହି ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ବ୍ୟବହୃତ ଲୁହା ସାରା ଦେଶର କୃଷକମାନଙ୍କ ଉପକରଣରୁ ସଂଗ୍ରହ କରାଯାଇଥିଲା। ସେ ସେ କହିଥିଲେ ଯେ, ପ୍ରତିମୂର୍ତ୍ତି ନିର୍ମାଣରେ ବ୍ୟବହୃତ ପ୍ରାୟ ୨୫,୦୦୦ ଟନ୍‌ ଲୁହା ଉତ୍ପାଦନ କରିବା ପାଇଁ ଏହି ଉପକରଣଗୁଡ଼ିକୁ ସଂଗ୍ରହ କରାଯାଇ ତରଳାଇ ଦିଆଯାଇଥିଲା। ୯୦,୦୦୦ କ୍ୟୁବିକ୍ ମିଟର କଂକ୍ରିଟ୍‌ ଏବଂ ୧୭୦୦ ଟନରୁ ଅଧୂକ ବ୍ରୋଞ ବ୍ରୋଞ୍ଜ ବ୍ୟବହାର କରି ଏହି ଅବିସ୍ମରଣୀୟ ସ୍ମାରକୀ ନିର୍ମାଣ କରାଯାଇଥିଲା, ଯାହା ବର୍ତ୍ତମାନ ସଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେ ଦେବା ପାଇଁ ଏକ ଆଇକନିକ ସାଇଟରେ ପରିଣତ ହୋଇଛି। ଶ୍ରୀ ଶାହ କହିଛନ୍ତି ଯେ

ପ୍ରତିଦିନ ପ୍ରାୟ ୧୫,୦୦୦ ଲୋକ ଏହି ଏହି ସ୍ଥାନକୁ ପରିଦର୍ଶନ କରନ୍ତି ଏବଂ ଏପର୍ଯ୍ୟନ୍ତ ଭାରତ ତଥା ବିଦେଶରୁ ୨.୫ କୋଟିରୁ ଅଧୂକ ପର୍ଯ୍ୟଟକ ଏହ ଏହାକୁ ପରିଦର୍ଶନ କରିଛନ୍ତି। ନ୍ତି। ସେ କହିଥିଲେ ଯେ ଷ୍ଟାଚ୍ୟୁ ଅଫ୍ ୟୁନିଟି ଭାରତୀୟ ଇଞ୍ଜିନିୟରିଂର ଏକ ପ୍ରକୃତ ଚମତ୍କାର ଭା ଭାବେ ଉଭା ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ରିପାଖରେ ୧୪ ଟି ଅତିରିକୁ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର ବିକଶିତ କରାଯାଇଛି ଇଛି, ଯାହା ଏହାକୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିଛି । ଏଗୁଡ଼ିକ ମଧ୍ଯରେ ରହିଛି ଫୁଲ ଉପତ୍ୟକା, ଏକତା ନଗର ଟାଉନସିପ୍, ଲେକ୍ ସର୍କିଟ୍, ଲାଇଟ୍ ଆଣ୍ଡ ସାଉଣ୍ଡ ସେ ସୋ, ପଟେଲ ଗାର୍ଡେନ୍, ଏକତା । କ୍ରୁଜ୍, ବଟରଫ୍ଲାଇ ଗାର୍ଡେନ୍, ଜଙ୍ଗଲ ସଫାରି, ଏକତା ମଲ୍ ଏବଂ ଗ୍ଲୋ ଟର୍ଚ ଭିଉ ପଏଣ୍ଟ।

ଶ୍ରୀ ଶ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଅକ୍ଟୋବର ୩୧ ତାରିଖ ସକାଳେ ଏକତା ନଗର ଠାରେ ଆୟୋଜିତ ହେବାକୁ ଥ‌ିବା ଭବ୍ୟ ପରେଡର ଅଭିବାଦନ ଗ୍ରହଣ କରିବେ। ସେ କହିଥିଲେ ଯେ, ଏହି ଜାତୀୟ ପରେଡ ସମୟ ସମୟରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସି. ଏ. ପି. ଏଫ୍.) ଏବଂ ବିଭିନ୍ନ ରାଜ୍ୟର ପୁଲିସ ବାହିନୀ ସେମାନଙ୍କ ଦକ୍ଷତା, ଶୃଙ୍ଖଳା ଏବଂ ସାହସିକତା ହସିକତା ପ୍ରଦର୍ଶନ କରିବେ। ସେ କହିଥିଲେ ଯେ ଚଳିତ ବର୍ଷର ପରେଡରେ ସି. ଆର୍. ପି. ଏଫ୍. ର ପାଞ୍ଚ ଜଣ ଶୌର୍ଯ୍ୟ ଚକ୍ର ପୁରସ୍କାର ସ୍କାର ବିଜେତା ଏବଂ ବି. ଏସ୍. ଏଫ୍. ର ଷୋହଳ ଜଣ ବୀରତ୍ଵ ପଦକ ବିଜେତା ମଧ୍ୟ ସାମିଲ ହେବେ। ମହିଳା ପୋଲିସ ଅଧୂକାରୀଙ୍କ ନେ ନେତୃତୁରେ ଏହି ପରେଡରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ସେ କହିଥିଲେ ଯେ ରାଜ୍ୟ ପୁଲିସ ବାହିନୀ ଏବଂ ସି. ଏ. ପି. ଏଫ୍. ର କର୍ମଚାରୀମାନେ ମଧ୍ୟ ସେମାନଙ୍କ ସାଂସ୍କୃତିକ ପ୍ରତିଭାର ପ୍ରଦର୍ଶନ କରିବେ। ବି. ଏସ୍. ଏଫ୍. ଓଟ ଦଳ ଏବଂ ଓଟ-ମାଉଣ୍ଟେଡ୍ ବ୍ୟାଣ୍ଡ ପରେଡକୁ ଭବ୍ୟତା ପ୍ରଦାନ କରିବ, ଯେତେବେଳେ ଗୁଜରାଟ ଅଶ୍ଵାରୋହୀ ଦଳ, ଆସାମ ପୋଲିସର ମୋଟରସାଇକେଲ୍ ଡେୟାରଡେଭିଲ୍ ଶୋ ଏବଂ ପଞ୍ଜାବ ଏବଂ ଜାମ୍ମୁ କାଶ୍ମୀର ପୋଲିସ ମଧ୍ଯ ପରେଡରେ ଅଂଶଗ୍ରହଣ କରିବେ। ଏହାବ୍ୟତୀତ, ଏନ୍. ଏସ୍. ଜି., ଏନ୍. ଡି. ଆର୍. ଏଫ୍., ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ ପୋଲିସ, ପୁଡୁଚେରୀ ପୋଲିସ ଏବଂ ଜାମ୍ମୁ-କାଶ୍ମୀର ପୋଲିସ କାର୍ଯ୍ୟକ୍ରମ ସମୟରେ ସେମାନଙ୍କ ପ୍ରଜ୍ଞାପନ ମେଢ଼ ଉପସ୍ଥାପନ କରିବେ। ପରେଡର ମୁଖ୍ୟ ଆକର୍ଷଣ ହେବ ଭାରତୀୟ ବାୟୁସେନାର ସୂର୍ଯ୍ୟ କିରଣ ଦଳ ଦ୍ବାରା ଆୟୋଜିତ ଏକ ଚମତ୍କାର ବିମାନ ପ୍ରଦର୍ଶନୀ। ସାରା ଦେଶରୁ ୯୦ରୁ ଅଧୂକ କଳାକାର ଭାରତର ସମୃଦ୍ଧି ସାଂସ୍କୃତିକ ଐତିହ୍ୟକୁ ଦେଶ ତଥା ବିଶ୍ବ ସମ୍ମୁଖରେ ଉପସ୍ଥାପନ କରି କରିବେ। ଏହି ପରେଡ ପ୍ରକୃତରେ ଭାରତର ଏକତାର ପରେଡ ହେବ, ଯାହା ପ୍ରକୃତ ଅର୍ଥରେ "ଏକ ଭାରତ, ଶ୍ରେଷ୍ଠ ଭାରତ"ର ଭାବନାକୁ ନାକୁ ପ୍ରତିଫଳିତ କରିବ।

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ, ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ପରେ, ଜାନୁଆରୀ ୨୬ରେ ସାଧାରଣତନ୍ତ୍ର ଦିବସ ପରେଡ ଭଳି ପ୍ରତିବର୍ଷ ଅକ୍ଟୋବର ୩୧ରେ ଏହି ପରେଡ ଆୟୋଜନ କରାଯିବ। ଏହି ପରେଡ ଦେଶର ଯୁବକମାନଙ୍କୁ ଅନୁପ୍ରାଣିତ କରିବା ଏବଂ ସର୍ଦ୍ଦାର ପଟେଲଙ୍କ ନୀତି ତଥା ଦେଶ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ବିଷୟରେ ସେମାନଙ୍କୁ ଅବଗତ କରିବା ପାଇଁ ଏକ ଶକ୍ତିଶାଳୀ ମାଧ୍ଯମ ଭାବେ କାର୍ଯ୍ୟ କରିବ। ସେ ଆହୁରି କହିଥିଲେ ଯେ, ଏହି ପରେଡ ଜରିଆରେ ଆମେ ସମସ୍ତେ ପୁଣିଥରେ ଦେଶରେ ଏକତା ଏବଂ ଅଖଣ୍ଡତାର ଏକ ସୁଦୃଢ଼ ପରିବେଶ ସୃଷ୍ଟି କରିବା ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ।