ଭୁବନେଶ୍ୱର ଓ କଟକ ଟ୍ୱିନ ସିଟିରେ କଡା ସୁରକ୍ଷା...

Oct 21, 2026 - 18:07
 10
ଭୁବନେଶ୍ୱର ଓ କଟକ ଟ୍ୱିନ ସିଟିରେ କଡା ସୁରକ୍ଷା...

ଆସନ୍ତାକାଲି ବିଭିନ୍ନ ନଦୀପଠାରେ ମା' ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିର ଭସାଣି ହେବ। 

ଏଥିପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। 

ଭୁବନେଶ୍ୱର ଓ କଟକର ପ୍ରମୁଖ ସ୍ଥାନମାନଙ୍କରେ ସ୍ୱତନ୍ତ୍ର ୟୁନିଟ୍ ମୁତୟନ ହୋଇଛି। 

ଜରୁରୀକାଳୀନ ସ୍ଥିତିରେ ୧୧୨କୁ ଡାଏଲ କରିବାକୁ ପରାମର୍ଶ ଦିଆଯାଇଛି ।