ଭୁବନେଶ୍ୱର ବିମାନବନ୍ଦରରେ ୩ ଯୁବକ ଅଟକ, ଚୋରା ଚାଲାଣ ପାଇଁ...

Oct 21, 2025 - 21:16
 24
ଭୁବନେଶ୍ୱର ବିମାନବନ୍ଦରରେ ୩ ଯୁବକ ଅଟକ, ଚୋରା ଚାଲାଣ ପାଇଁ...

ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କଷ୍ଟମ ବିଭାଗର ଅଧିକାରୀମାନେ ୨୫ ଲକ୍ଷ ଟଙ୍କାର ଡ୍ରଗ୍ସ ଜବତ କରିଛନ୍ତି। 

ଜବତ ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଛି।

ନିୟମିତ ବ୍ୟାଗେଜ ଯାଞ୍ଚ ସମୟରେ ସେମାନଙ୍କୁ ଅଟକ ରଖାଯାଇଥିଲା। 

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହି ତିନିଜଣ ମୁମ୍ବାଇର। 

ଏହି ଚୋରା ଦ୍ରବ୍ୟ ଦୁବାଇରୁ ଚୋରା ଚାଲାଣ କରାଯାଉଥିଲା।