ଭୟଙ୍କର ହେବାକୁ ଯାଉଛି "ବାତ୍ୟା,ମୋନ୍ଥା "...

Oct 28, 2025 - 13:16
 17
ଭୟଙ୍କର ହେବାକୁ ଯାଉଛି "ବାତ୍ୟା,ମୋନ୍ଥା "...

ସମୁଦ୍ର ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେଲା ‘ମୋନ୍ଥା’

ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଭୀଷଣ ହେଲା ‘ମୋନ୍ଥା

ଘଣ୍ଟା ପ୍ରତି ୧୫ କିମି ବେଗରେ ଗତି କରି ନିକଟତର ହେଉଛି

ମଛଲିପଟନମ ଠାରୁ ୧୯୦, କାକିନାଡ଼ା ଠାରୁ ୨୭୦ କିମି ଦୂରରେ

ଗୋପାଳପୁର ଠାରୁ ୫୭୦ କିମି ଦୂରରେ 'ମୋନ୍ଥା'

ଆଜି ସଂଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁବ 'ମୋନ୍ଥା'

ଆନ୍ଧ୍ର ଉପକୂଳ କାକିନାଡ଼ା ଦେଇ ଅତିକ୍ରମ କରିବ 'ମୋନ୍ଥା'

ଲ୍ୟାଣ୍ଡଫଲ୍ ବେଳେ ପବନର ସର୍ବାଧିକ ବେଗ ୧୧୦ କିମି ରହିବ