ମଧ୍ୟପ୍ରାଚ୍ୟ ଯୁଦ୍ଧ କାରଣ ସାଜିଲା ସୁନା ଓ ରୁପା ଦରରେ ବୃଦ୍ଧି...

Mar 2, 2026 - 22:49
 10
ମଧ୍ୟପ୍ରାଚ୍ୟ ଯୁଦ୍ଧ କାରଣ ସାଜିଲା  ସୁନା ଓ ରୁପା ଦରରେ ବୃଦ୍ଧି...

ମଧ୍ୟପ୍ରାଚ୍ୟ ଯୁଦ୍ଧ କାରଣ ସାଜିଲା ସୁନା ଓ ରୁପା ଦରରେ ବୃଦ୍ଧି...

????୩ ପ୍ରତିଶତ ଲେଖାଏଁ ବଢ଼ିଲା ସୁନା ଓ ରୁପା ଦର। 

????୨୪ କ୍ୟାରେଟ୍ ସୁନା ଦର ୫ ହଜାର ଟଙ୍କା ବଢିଛି। 

????୧୦ ଗ୍ରାମ୍ ସୁନା ଦର ୧ ଲକ୍ଷ ୭୦ ହଜାର ୩୦୯ ଟଙ୍କାକୁ ବୃଦ୍ଧି ପାଇଛି। 

????ସେହିପରି ରୁପା ଦର ୯ହଜାର ଟଙ୍କା ବୃଦ୍ଧି ପାଇଛି। ରୁପା ଦର ବୃଦ୍ଧି ପାଇ କେଜି ୩ ଲକ୍ଷ ୨୫ ହଜାର ୧୦୦ ଟଙ୍କାରେ ପହଞ୍ଚିଛି।

????ବିଶେଷଜ୍ଞଙ୍କ ମତରେ, ବର୍ଦ୍ଧିତ ଭୂରାଜନୈତିକ ବିପଦ ମୂଲ୍ୟବାନ ଧାତୁରେ ଦ୍ରୁତ ବୃଦ୍ଧି ଆଣିପାରେ

????ଏହି ଚରମ ପରିସ୍ଥିତିରେ ବିଶ୍ୱ ସ୍ତରରେ ୬ ହଜାର ଡଲାର କିମ୍ବା ଘରୋଇ ସ୍ତରରେ ୨ ଲକ୍ଷ ଟଙ୍କା ସୁନା ବଢିବାର ଅନେକ ସମ୍ଭାବନା ରହିଛି। 

????ଚଳିତ ବର୍ଷ ଏପର୍ଯ୍ୟନ୍ତ ସୁନା ୨୦% ରୁ ଅଧିକ ବୃଦ୍ଧି ପାଇଛି, ଜାନୁଆରୀ ଶେଷ ଭାଗରେ ରେକର୍ଡ ଉଚ୍ଚତାରୁ ତୀବ୍ର ହ୍ରାସ ପରେ ପୁଣି ଥରେ ୫ ହଜାର ଡଲାର ପ୍ରତି ଆଉନ୍ସ ଉପରେ ସ୍ଥିର ହୋଇଛି।