ମିଳିତ ପୋଲିସ ସେବା ପରୀକ୍ଷା-୨୦୨୪...
CPSE-2024- [ଉପ-ନିରୀକ୍ଷକ ସ୍ତରୀୟ ପରୀକ୍ଷା] ନିମନ୍ତେ ପ୍ରାର୍ଥୀମାନଙ୍କ ତଥ୍ୟର ଅନ-ଲାଇନ ଅଦ୍ୟତନ/ବୈଧୀକରଣ
ଏତଦ୍ବାରା ମିଳିତ ପୋଲିସ ସେବା ପରୀକ୍ଷା - ୨୦୨୪ (CPSE-2024) (ଉପ-ନିରୀକ୍ଷକ ସ୍ତରୀୟ ପରୀକ୍ଷା) ପାଇଁ ଆବେଦନ କରିଥିବା ସମସ୍ତ ପ୍ରାର୍ଥିନୀ/ ପ୍ରାର୍ଥୀଙ୍କୁ (ବୟସ ସୀମା କୋହଳ ବ୍ୟବସ୍ଥା ଅଧୀନରେ ୱେବସାଇଟ୍ ଯୋଗ୍ୟ ପ୍ରାର୍ଥିନୀ/ ପ୍ରାର୍ଥୀଙ୍କ ସମେତ) OUSSSC [http://ousssc.odisha.gov.in] re ଲଗ୍ ଇନ୍ ପୂର୍ବକ ତା ୧୫.୧୦.୨୦୨୬ ରିଖ (ପୂର୍ବାହ୍ନ ୧୦ ଘଣ୍ଟା) ଠାରୁ ତା ୨୯-୧୦-୨୦୨୬ ରିଖ (ରାତ୍ର ୧୦ ଘଣ୍ଟା) ମଧ୍ୟରେ ନିଜର ତଥ୍ୟ ଅଦ୍ୟତନ (Update) / ବୈଧିକରଣ (Validation) ନିମନ୍ତେ ଜଣାଇ ଦିଆଯାଉଛି ।
ଏହି ଅଦ୍ୟତନୀକୃତ/ବୈଧୀକୃତ ତଥ୍ୟକୁ ପରୀକ୍ଷାର ସମସ୍ତ ପରବର୍ତ୍ତୀ ପର୍ଯ୍ୟାୟ ଏବଂ ସମ୍ବନ୍ଧିତ କାର୍ଯ୍ୟ ପାଇଁ ଚୂଡ଼ାନ୍ତ ବୋଲି ବିବେଚନା କରାଯିବ ।
ସମସ୍ତ ପ୍ରାର୍ଥିନୀ/ ପ୍ରାର୍ଥୀଙ୍କୁ ଉପର ଲିଖତ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି ପ୍ରକ୍ରିୟା ସମ୍ପୂର୍ଣ କରିବା ନିମନ୍ତେ ଅବଗତ କରାଯାଉଛି।