ମିଶନ ୧୦୦ ପ୍ରତିଶତ ବିଦ୍ୟୁତୀକରଣ: ସଶକୁ ହେଉଛି ଭାରତୀୟ ରେଳବାଇର ଭବିଷ୍ୟତ

Jan 7, 2026 - 10:41
 4
ମିଶନ ୧୦୦ ପ୍ରତିଶତ ବିଦ୍ୟୁତୀକରଣ: ସଶକୁ ହେଉଛି ଭାରତୀୟ ରେଳବାଇର ଭବିଷ୍ୟତ

ମିଶନ ୧୦୦ ପ୍ରତିଶତ ବିଦ୍ୟୁତୀକରଣ: ସଶକୁ ହେଉଛି ଭାରତୀୟ ରେଳବାଇର ଭବିଷ୍ୟତ

ଦ୍ଯୁତୀକରଣ ହୋଇଥିବା ରେଳ ବ୍ୟବସ୍ଥା ଭାରତୀୟ ରେଳବାଇ ନଭେମ୍ବର ୨୦୨୫ ସୁଦ୍ଧା ଏହାର ନେଟୱାର୍କର ପ୍ରାୟ ୯୯.୨ ପ୍ରତିଶତ ବିଦ୍ୟୁତୀକରଣ କରିଛି, ଯାହା ଏହାକୁ ବିଶ୍ବର ସବୁଠ ସବୁଠାରୁ ବ୍ଯାପ ବ୍ୟାପକ ବିଦ୍ୟୁ ମଧ୍ୟରୁ ଅନ୍ୟତମ କରିଛି

ବିଦ୍ୟୁତୀକରଣ ପାଇଁ କେନ୍ଦ୍ର ସରକାରଙ୍କ ଦୃଢ଼ ସଙ୍କଳ୍ପ ଏହି ସଫଳତା ହାସଲରେ ରେ ସହାୟକ ଏହାୟକ ହୋଇଛି। କାରଣ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ସରକାର ଗଠନ ପରେ ଏ ଦିଗକୁ ଗୁରୁତ୍ବ ଦିଆ ଦିଆଯାଇଥିଲା। ଫଳରେ ଫଳରେ ୨୦୦୪ରୁ ୨୦୦୪ ୨୦୧୪ ମସିହା ଭିତରେ ଯେ ଯେଉଁ ବିଦ୍ଯୁତୀକର ତୀକରଣ କାର୍ଯ୍ୟ ପ୍ରତି ଦିନ ୧.୪୨ କିଲୋମିଟ ଟର ହାରରେ ହେଉଥୂଳ ଥୂଲା, ତାହ ତାହା ୨୦୧୯ ୧୯ରୁ ୨୦୨୫ ମସିହା ଭିତରେ ଦିନକୁ ୧୫ ୧୫ କିଲୋମିଟରକୁ ଛୁଇଁଥିଲା। ଏହାଦ୍ବାରା କେବଳ ଡିଜେଲ ଉପରେ ନିର୍ଭ ନିର୍ଭର କରୁଥୂ କରୁଥିବା ଭାରତୀୟ ଇ, ବର୍ତ୍ତମାନ ଦ୍ରୁତ ଗତିରେ ବୈଦ୍ୟୁତିକ ଚାଳନା ପାଇଁ ଅଗ୍ରସର ହେ ହେଉଛି। ଏହା ଆଧୁନିକ ଏବଂ ସ୍ଥାୟୀ ଭବିଷ୍ୟତ ଦିଗରେ ଏକ ବଡ଼ ପଦକ୍ଷେପ। ଏହି ପଦକ୍ଷେପ କେବଳ ବିଦ୍ଯୁତ୍ ତାର ବିଛାଉଛି ତାହା ନୁହେଁ, ବରଂ ୧୦୦ ପ୍ରତିଶତ ବିଦ୍ଯୁତୀକରଣ Hଶନ ଦ୍ବାରା ଟ୍ରେନ ଚଳାଚଳ ପୂର୍ବ ଅ ଅପେକ୍ଷା ଅଧୂକ କ୍ଷୀପ୍ର ଓ ଦକ୍ଷ ହେବା ସହ ପ୍ରଦୂଷଣ ହ୍ରାସ ପାଉଛି। ପୁଣି ବିଦ୍ଯୁତୀକରଣ ମାର୍ଗରେ ଭାରତୀୟ ରେଳବାଇ ଏ ଏବେ ସୌର ଶକ୍ତିକୁ ବିକଳ୍ପ ବିକଳ୍ପ ଭାବେ ବ୍ୟବ ବହାର କରିବା ଆରମ୍ଭ କରିଛି। ନଭେମ୍ବର ୨୦୨୫ ସୁଦ୍ଧା, ଭାରତୀୟ ରେଳବାଇ ଏହାର ାର ସୌର ଶକ୍ତି କ୍ଷମତାକୁ ୮୯୮ ମେଗାୱାଟକୁ ବୃଦ୍ଧି କରିଛି, ଯାହା ୨୦୧୪ ମସିହାରେ ସିହାରେ ମାତ୍ର ତ୍ର ୩.୬୮ ମେଗାୱାଟ ଥିଲା। ଅର୍ଥାତ୍ ଏକ ସବୁଜ ରେଳବାଇ, ନିର୍ଭରଯୋଗ୍ୟ ଶକ୍ତି ৩০° ଏକ ସ୍ବଚ୍ଛ ପରିବେଶ ସୃଷ୍ଟି ସୃଷ୍ଟି ଦିଗରେ ଭାରତୀୟ ରେଳ ରଳବାଇର ସଂକଳ୍ପ ସ୍ପଷ୍ଟ ହେଉଛି। ରେଳବାଚ୍ଚ

ପ୍ରଥମ ଭାରତୀୟ ରେଳବାଇର ବିଦ୍ୟୁତୀକରଣର ଯାତ୍ରା ୧୯୨୫ ମସିହାରୁ ଆରମ୍ଭ ହୋଇଥିଲା। ସେତେବେଳେ ଦେଶର ପ୍ର ବୈଦ୍ୟୁତିକ ଟ୍ରେନ୍ ୧୫୦୦ ଭୋଲ୍ସ ଡିସି ସିଷୃ ସିଷ୍ଟମ ସହାୟତାରେ ବମ୍ବେ ଭିକ୍ଟୋରିଆ ଟମି ଟର୍ମିନସ ଏବଂ କୁର୍ଲା ହାର୍ବର୍ ମଧ୍ଯରେ ଚାଲିଥିଲା । ଏହା ଏକ ଛୋଟ ପର୍ଥ ଥୂଲା, କିନ୍ତୁ ଏକ ଐତିହାସିକ ପଦକ୍ଷେପ ଥିଲା ରେଳ ଯାତ୍ରାରେ ଏକ ନୂତନ ଯୁଗ ଗ ଆରମ୍ଭକରିଥୂଲା ।

ଏହାପରେ ରେଳବାଇ ଳବାଇକୁ ବିଦ୍ୟୁତୀକରଣ କରିବା ନିମନ୍ତେ ଉଦ୍ୟମ ଚାଲିଥିଲା। ହେଲେ ପ୍ରାରମ୍ଭିକ ରମ୍ଭିକ ଦଶକଗୁଡ଼ିକରେ ଏହାର ପ୍ରଗତି ସୀମିତ ଥୂଲା । ଭାରତ ସ୍ବାଧୀନତା ପାଇବା ବେଳକୁ ମାତ୍ର ୩୮୮ ରୁଟ୍ କିଲୋମିଟର ବିଦ୍ୟୁତୀକରଣ କରଣ ହୋଇଥିଲା ଏବଂ କୋଇଲା ତଥା ଡିଜେଲ ଇଞ୍ଜିନର ପ୍ରାଧାନ୍ୟ ରହିଥିଲା । ବର୍ଷ ବର୍ଷ ଧରି ବିଦ୍ୟୁତିକରଣର ସମ୍ପ୍ରସାରଣ ସାରଣ ଧୀର ମନ୍ଥର ହୋଇଥିଲା, କିନ୍ତୁ ପ୍ରକୃତ ତ ପରିବର୍ତ୍ତନ ପରି ଗତ ଦଶନ୍ଧି ମଧ୍ୟରେ ଦେଖ‌ିବାକୁ ମିଳିଥିଲା, ଯେତେବେଳେ ଭଭାରତୀୟ ରେଳବାଇ ଏହାର କାର୍ଯ୍ୟକଳାପକୁ ଅଧୂକ ସ୍ବଚ୍ଛ ଏବଂ ଦକ୍ଷ କ କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା । ॥ । ୨୦୦୦ ମସିହାରେ ମୋଟ ରେଳପଥର ମାତ୍ର ୨୪ ପ୍ରତିଶତ ବିଦ୍ୟୁତୀକରଣ ହୋଇଥିବାବେଳେ, ୨୦୧୭ରେ ଏହା ୪୦ ପ୍ରତିଶତ ଏବଂ ୨୦୨୪ ଶେଷ ସୁଦ୍ଧା ୯୬ ପ୍ରତିଶତ ଅତିକ୍ରମ କରିଥିଲା ।

ନଭେମ୍ବର ୨୦୨୫ ସୁଦ୍ଧା, ଭା ଭାରତ ସଫଳତାର ସହ ୬୯,୪୨୭ ରୁଟ୍ କିଲୋମିଟର ବିଦ୍ୟୁତୀକରଣ କରିସାରିଛି, ଯାହା ସମଗ୍ର ରେଳ ନେଟୱାର୍କର ପ୍ରାୟ ୯୯.୨ ପ୍ରତିଶତ। ଏଥୁମଧ୍ୟରୁ ୪୬,୯୦୦ ରୁଟ୍ କିଲୋମିଟର କେବଳ ୨୦୧୪ ରୁ ୨୦୨୫ ମଧ୍ୟରେ ବିଦ୍ୟୁତୀକରଣ କରାଯାଇଛି।

ଭାରତୀୟ ରେଳବାଇର ୭୦,୦୦୧ ରୁଟ୍ କିଲୋମିଟର ବିଶିଷ୍ଟ ବ୍ରଡ୍ ଗଜ୍ ନେଟୱାର୍କର ୯୯.୨ ପ୍ରତିଶତ ଅଂଶ ଏବେ ବିଦ୍ୟୁତୀକରଣ ହୋଇସାରିଛି। ଏହା ସହିତ ଭାରତୀୟ ରେଳବାଇ ଏବେ ସମ୍ପୂର୍ଣ୍ଣ ବିଦ୍ୟୁତୀକରଣର ଦ୍ବାରଦେଶରେ ଛିଡ଼ା ହୋଇଛି, ଯାହା ସ୍ଥାୟୀ, ଦକ୍ଷ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ରେଳ ପରିବହନ କ୍ଷେତ୍ରରେ ଏକ ବୈପ୍ଳବିକ ସଫଳତା।

*

*