ମୁମ୍ବାଇଠାରେ ଇଣ୍ଡିଆ ମେରିଟାଇମ୍ ୱିକ୍ 2025ରେ ମେରିଟାଇମ୍ ଲିଡର୍ସ କନକ୍ଲେଭକୁ ସମ୍ବୋସ୍ତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Oct 30, 2025 - 11:30
 12
ମୁମ୍ବାଇଠାରେ ଇଣ୍ଡିଆ ମେରିଟାଇମ୍ ୱିକ୍ 2025ରେ ମେରିଟାଇମ୍ ଲିଡର୍ସ କନକ୍ଲେଭକୁ ସମ୍ବୋସ୍ତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭାରତର ସାମୁଦ୍ରିକ କ୍ଷେତ୍ର ଦ୍ରୁତ ଗତି ଏବଂ ଶକ୍ତି ସହିତ ଆଗକୁ ବଢୁଛି: ପ୍ରଧାନମନ୍ତ୍ରୀ

ଆମେ ଏକ ଶତାବ୍ଦୀ ପୁରୁଣା ଉପନିବେଶବାଦୀ ଜାହାଜ ଚଳାଚଳ ଆଇନକୁ ଏକବିଂଶ ଶତାବ୍ଦୀ ପାଇଁ ଉପଯୁକ୍ତ ଆଧୁନିକ, ଭବିଷ୍ୟତବାଦୀ ଆଇନ ରୂପେ ବଦଳାଇଛୁ: ପ୍ରଧାନମନ୍ତ୍ରୀ

ଆଜି, ଭାରତର ବନ୍ଦରଗୁଡ଼ିକୁ ବିକାଶଶୀଳ ବିଶ୍ବରେ ସବୁଠାରୁ ଦକ୍ଷ ରୂପେ ଗଣନା କରାଯାଉଛି; ଅନେକ ଦିଗରୁ, ସେଗୁଡ଼ିକୁ ବିକଶିତ ବିଶ୍ବର ବନ୍ଦରଗୁଡ଼ିକ ଅପେକ୍ଷା ଆହୁରି ଭଲ ପ୍ରଦର୍ଶନ କରୁଛନ୍ତି: ପ୍ରଧାନମନ୍ତ୍ରୀ

ଭାରତ ଜାହାଜ ନିର୍ମାଣରେ ନୂତନ ଉଚ୍ଚତାରେ ପହଞ୍ଚିବା ପାଇଁ ପ୍ରୟାସକୁ ତ୍ବରାନ୍ବିତ କରୁଛି, ଆମେ ଏବେ ବଡ଼ ଜାହାଜଗୁଡ଼ିକୁ ଭିଭିଭୂମି ସମ୍ପଭିର ମାନ୍ୟତା ପ୍ରଦ ପ୍ରଦାନ କରିଛୁ: ପ୍ରଧାନମନ୍ତ୍ରୀ

ଭାରତର ଜାହାଜ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରିବା ଏବଂ ଏହାକୁ ସମ୍ପ୍ରସାରଣ କରିବାର ଏହା ସଠିକ୍ ସମୟ: ପ୍ରଧାନମନ୍ତ୍ରୀ

ବେନେ ଦୁନିଆର ସମୁଦ୍ର ଅଶାନ୍ତ ଥିବା ସମୟରେ ବିଶ୍ବ ଏକ ସ୍ଥିର ଆଲୋକବର୍ଷିକା ଖୋଜୁଥ୍ବ ଳେ ଭାରତ ଶକ୍ତି ଓ ସ୍ଥିରତା ସହିତ ସେହି ଭୂମିକା ନିର୍ବାହ କରିବାକୁ ପ୍ରସ୍ତୁତ: ପ୍ରଧାନମନ୍ତ୍ରୀ

ଜାଗତିକ ଉତ୍ତେଜନା, ବାଣିଜ୍ୟିକ ବାଧା ଏବଂ ସ୍ଥାନାନ୍ତରିତ ଯୋଗାଣ ଶୃଙ୍ଖଳ ମଧ୍ଯରେ, ଭାରତ ରଣନୀତିକ ସ୍ବାୟତ୍ତତା, ଶାନ୍ତି ଏବଂ ସମାବେଶୀ ଅଭିବୃଦ୍ଧିର ପ୍ରତୀକ ଭାବରେ ଠିଆ ହୋଇଛି: ପ୍ରଧାନମନ୍ତ୍ରୀ

।ନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ମୁମ୍ବାଇଠାରେ ଇଣ୍ଡିଆ ମେରିଟାଇମ୍ ୱିକ୍ ବା ଭାରତ ସାମୁଦ୍ରିକ ସପ୍ତାହ 2025 କାର୍ଯ୍ୟକ୍ରମ ଅନ୍ତର୍ଗତ ମେରିଟାଇମ୍ ଲିଡର୍ସ କନକ୍ଲେଭ (ସାମୁଦ୍ରିକ ନେତୃବର୍ଗଙ୍କ ସମ୍ମିଳନୀ)କୁ ସମ୍ବୋଧୃତ କରିଛନ୍ତି । ସେ ମଧ୍ଯ ବିଶ୍ବ ସାମୁଦ୍ରିକ କ୍ଷେତ୍ରର ବରିଷ୍ଠ ପଦାଧିକାର ରୀଙ୍କୁ ନେଇ ଆୟୋଜିତ ମଞ୍ଚ ଗ୍ଲୋବାଲ୍ ମେରିଟାଇମ୍ ସିଇଓ ଫୋରମର ଅଧ୍ଯକ୍ଷତା କରିଥିଲେ। ଏହି ଅବସରରେ ପ୍ରଧାମ ଧାନମନ୍ତ୍ରୀ ଗ୍ଲୋବାଲ୍ ମେରିଟାଇମ୍ ଲିଡର୍ସ କନକ୍ଲେଭରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ବାଗତ କରିଥିଲେ। ସେ କହିଥିଲେ, ଏହି କାର୍ଯ୍ୟକ୍ରମ 2016ରେ ମୁମ୍ବାଇରେ ରମ୍ଭ ହୋଇଥିଲା I ଏହା ବର୍ତ୍ତମାନ ଏକ ବିଶ୍ୱସ୍ତରୀୟ ଶିଖର ସମ୍ମିଳନୀରେ ପରିଣତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ I 85ରୁ ଅଧୂକ ଦେଶର ଅଂଶଗ୍ରହଣ ଏକ ଦୃଢ଼ ବାର୍ଭା

ଦେଉଛି ଉଛି ବୋଲି ଶ୍ରୀ ମୋଦୀ ଆଲୋକପାତ କରି କହିଥିଲେ। ସେ କାର୍ଯ୍ୟକ୍ରମରେ ଏକତ୍ରିତ ହୋଇଥିବା ପ୍ରମୁଖ ହାଜ କମ୍ପାନୀ, ଷ୍ଟାର୍ଟଅପ୍, ନୀତି ନିର୍ଦ୍ଧାରକ ଏବଂ ନବସୃଜନକାରୀଙ୍କ ସିଇଓଙ୍କ ଉପସ୍ଥିତି ବିଷୟରେ ଉଲ୍ଲେଖ କରିଥିଲେ I ସେ କ୍ଷୁଦ୍ର ଦ୍ବୀପ ରାଷ୍ଟ୍ରର ପ ରାଷ୍ଟ୍ରର ପ୍ରତିନିଧୂମାନଙ୍କ ଉପସ୍ଥିତିକୁ ପ୍ରଶଂସା କରି କହିଥିଲେ, ସେମାନଙ୍କର ସାମୂହିକ ଦୃଷ୍ଟିକୋଣ ଶିଖର ସମ୍ମିଳନୀର ସମନ୍ଵୟ ସମ ଏବଂ ଶକ୍ତିକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଛି I

ଏହି ସମ୍ମିଳନୀ ସମୟରେ ଜାହାଜ ଚଳାଚ ଳାଚଳ କ୍ଷେତ୍ର ସହ ଜଡିତ ଅନେକ ପ୍ରକଳ୍ପ ଆରମ୍ଭ ହୋଇଥ‌ିବା ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, ଜାହାଜ ଚଳ ଚଳାଚଳ କ୍ଷେତ୍ରରେ ଲକ୍ଷ ଲକ୍ଷ କୋଟି ଟଙ୍କାର ବୁଝାମଣାପତ୍ର ମଧ୍ୟ ସ୍ବାକ୍ଷରିତ ହୋଇଛି। ଏହା ଭାରତର ସାମୁଦ୍ରିକ କ୍ଷମତା ପ୍ରତି ବିଶ୍ବସ୍ତରୀୟ ବିଶ୍ବାସକୁ ପ୍ରତିଫଳିତ କରେ। କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀଙ୍କ ଉପସ୍ଥିତି ସେମାନଙ୍କର ସାଧାରଣ ପ୍ରତିବଦ୍ଧତାର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଏକବିଂଶ ଶତାବ୍ଦୀରେ, ଭାରତର ସାମୁ 1।ମୁଦ୍ରିକ କ୍ଷେତ୍ର କ୍ଷତ୍ର ଦ୍ରୁତ ଦ୍ରୁତ ଗତି ଏବଂ ଏବ ଶକ୍ତି ସହିତ ଆଗକୁ ବଢ଼ୁଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ ରୁତ୍ବାରୋପ କରି କହିଥିଲେ I ସେ କହିଥିଲେ, 2025 ବର୍ଷ ଏହି କ୍ଷେତ୍ର । ଏହି କ୍ଷେତ୍ର ପାଇଁ ବିଶେଷ ଗୁରୁତ୍ବପୂର୍ଣ ଏବଂ ପ୍ରମୁଖ ସଫଳତା ହାସଲ କରିଛି I ଭାରତର ପ୍ରଥମ ଗଭୀର ଜଳ ଅନ୍ତର୍ଜାତୀୟ ଟ୍ରାନ୍ସ-ସିପମେଣ୍ଟ ହବ୍, ଭିଜିଞ୍ଜାମ ବନ୍ଦର ବର୍ତ୍ତମାନ କାର୍ଯ୍ୟକ୍ଷମ ହୋଇଛି । ସେ ଆହୁରି ଉଲ୍ଲେଖ କରିଥିଲେ ଯେ, ବିଶ୍ବର ସର୍ବବୃହତ କଣ୍ଟେନର ଜାହ ସମ୍ପ୍ରତି ବନ୍ଦରରେ ପହଞ୍ଚିଛି, ଯାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗର୍ବର ମୁହୂର୍ଭା ପ୍ରଧାନମନ୍ତ୍ରୀ କହିଥିଲେ, 2024-25ରେ, ଭାରତର ପ୍ରମୁଖ ବନ୍ଦରଗୁଡ଼ିକ ସର୍ବାକ ମାଲ ପରିବହନ କରିଛନ୍ତି, ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି I ପ୍ରଥମ ଥର ପାଇଁ ଏକ ଭାରତୀୟ ବନ୍ଦର ଏକ ମେଗାୱାଟ-ସ୍କେଲ ସ୍ବଦେଶୀ ସବୁଜ ହାଇଡ୍ରୋଜେନ ଜାହାଜ ସୁବିଧା ଆରମ୍ଭ କରିଛି। ଏହା ହେଉଛି କାଣ୍ଡଲା ବନ୍ଦର ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ, ଜେଏନପିଟିରେ ଆଉ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରାଯାଇଛି, ଯେଉଁଠାରେ ଭାରତ ମୁମ୍ବାଇ କଣ୍ଟେନର ଟର୍ମିନାଲର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି I ଏହା ଟର୍ମିନାଲର ପରିଚାଳନା କ୍ଷମତାକୁ ଦ୍ବିଗୁଣିତ କରିଛି, ଏହ ଏହାକୁ ଭାରତର ସର୍ବବୃହତ କଣ୍ଟେନର ବନ୍ଦର କରିଛି । ପ୍ରଧାନମନ୍ତ୍ରୀ କହିଥିଲେ, ଭାରତର ବନ୍ଦର ଭିତ୍ତିଭୂମିରେ ସର୍ବାଧୂକ ବିଦେଶୀ ପୁଞ୍ଜି ନିବେଶ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ସେ ଗୁରୁତ୍ବାରୋପ କରି କହିଥିଲେ ଏବଂ ସିଙ୍ଗା ଙ୍ଗାପୁରର ଭାଗୀଦାରମାନଙ୍କୁ ସେମାନଙ୍କ ଅବଦାନ ପାଇଁ ବିଶେଷ କୃତଜ୍ଞତ ତଜ୍ଞତା ଜଣାଇଥିଲେ I

ପ୍ରଧାନମନ୍ତ୍ରୀ କହିଥିଲେ, ଚଳିତ ବର୍ଷ, ଭାରତ ସାମୁଦ୍ରିକ କ୍ଷେତ୍ରରେ ପରବର୍ତ୍ତ ବର୍ତ୍ତୀ ପିଢ଼ିର ର ସଂସ୍କାର ପାଇଁ ପ୍ରମୁଖ ପଦକ୍ଷେପ ନେଇଛି। ଏକ ଶତାବ୍ଦୀରୁ ଅଧିକ ପୁରୁଣା ଔପନିବେଶିକ ଜାହାଜ ଚଳାଚଳ । ଆଇନଗୁଡ଼ିକୁ ଏକବିଂଶ ଶତାବ୍ଦୀ ପାଇଁ ଉପଯୁକ୍ତ ଆଧୁନିକ ଏବଂ ଭବିଷ୍ୟତବାଦ ବାଦୀ ଆଇନ ଦ୍ବାରା ବଦଳାଯାଇଛି ବୋଲି ପ୍ରଧା କହିଛନ୍ତି। ଏହି ନୂତନ ଆଇନଗୁଡ଼ିକ ରାଜ୍ୟ ସାମୁଦ୍ରିକ ବୋର୍ଡଗୁଡ଼ିକୁ ସଶକ୍ତ କରିଛି, ସୁରକ୍ଷା ଓ ସ୍ଥିରତାକୁ ସୁଦୃଢ଼ କରିଛି ଏବଂ ବନ୍ଦର ପରିଚାଳନାରେ ଡିଜିଟାଲକରଣକୁ ବିସ୍ତାର କରିଛି ରିଛି ବୋଲି ଲି ଶ୍ରୀ ମୋଦୀ କହିଥିଲେ। ଧାନମନ୍ତ୍ରୀ

ବାଣିଜ୍ୟ ପରିବହନ ଆଇନ ଅଧୀନରେ ଭାରତୀୟ ଆଇନଗୁଡ଼ିକୁ ବିଶ୍ବସ୍ତରୀୟ ଅନ୍ତର୍ଜାତୀୟ ସମ୍ମିଳନୀ ସହିତ ସମନ୍ବିତ କରାଯାଇଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, ଏହି ସମନ୍ବୟ ସୁରକ୍ଷା ମାନଦଣ୍ଡରେ ବିଶ୍ବାସ ବୃଦ୍ଧି କରିଛି, ବ୍ୟବସାୟିକ ସୁଗମତାରେ ଉନ୍ନତି ଆଣିଛି ଏବଂ ସରକାରୀ ହସ୍ତକ୍ଷେପ ହ୍ରାସ କରିଛି ଏହି ପ୍ରୟାସଗୁଡ଼ିକ ଅଂଶୀଦାର ଏବଂ ନିବେଶକଙ୍କ ବିଶ୍ୱାସକୁ ଆହୁରି ବୃଦ୍ଧି କରିବ * ବୋଲି ସେ ବିଶ୍ବାସ ପ୍ରକଟ କରିଥିଲେ।