ମୂଳ ପେନସନ ସଂଶୋଧନ ଦାବିରେ ବ୍ୟା ବ୍ୟାଙ୍କ ପେନ୍ସନ ଭୋଗୀଙ୍କ ଗଣଧାରଣା ଓ ରାଜ୍ୟପାଳଙ୍କୁ ସ୍ମାରକପତ୍ର ସ୍ମାରକ ପ୍ରଦାନ
ମୂଳ ପେନସନ ସଂଶୋଧନ ଦାବିରେ ବ୍ୟା ବ୍ୟାଙ୍କ ପେନ୍ସନ ଭୋଗୀଙ୍କ ଗଣଧାରଣା ଓ ରାଜ୍ୟପାଳଙ୍କୁ ସ୍ମାରକପତ୍ର ସ୍ମାରକ ପ୍ରଦାନ
ଭୁବନେଶ୍ଵର, ୧୧.୩ : ବ୍ୟାଙ୍କ ଶିଳ୍ପରେ ପେନସନଧାରୀ ମାନଙ୍କ ମୂଳ ପେନସନ ସଂଶେ ଶୋଧନ ତଥା ଅନ୍ୟାନ୍ୟ ଆନୁସଙ୍ଗିକ ଦାବି ନେଇ ସାରା ଭାରତବର୍ଷରେ ଅତ୍କଳ ଭାରତ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଋରୀ ସଂଘ ସଂଘ (ଏଆଇବିଆରଏଫ୍)ର ଡାକରାରେ ଗଣଧାରଣା, ବିକ୍ଷୋଭ ଓ ଅନାହାର ବିକ୍ଷୋଭ ଭଳି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯାଉଅଛି ଉଅଛି । । ନିଶୂଳ ନିଶୂଳ ଓଡ଼ିଶା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଋରୀ ସଂଘ ଆନୁକୂଲ୍ୟରେ ( ଆଜି) ବୁଧବାର ଲୋୟର ପିଏମ୍ଜି ଛକଠାରେ ଗଣଧାରଣା ଦିଆଯାଇଥିଲା । ଏହି ଗଣଧାରଣା ଓ ବିକ୍ଷୋଭରେ ଏଆଇଟିୟୁସିର ରାଜ୍ୟ ସମ୍ପାଦକ ବିଜୟ କୁମାର ଜେନା ( । ଓ ସିଆଇଟିୟୁର ରାଜ୍ୟ ଉପସଭାପତି ଦୁଷ୍ମନ୍ତ କୁମାର ଦାସ ଉଦ୍ବୋଧନ ଦେଇ ବ୍ୟାଙ୍କ ଶିଳ୍ପରେ ପେନସନ ସଂଶୋଧନ ଅତ୍ୟନ୍ତ ନ୍ତ ଜରୁରୀ ଜଚ୍ ଓ ସରକାର ଏହାର ଶୀଘ୍ର ବିୟର କରିବା ଦରକାର ବୋଲି ମତ ରଖୁଥୁଲେ । ବ୍ୟାଙ୍କ ପେନସନଧାରୀଙ୍କ ପ୍ରତି ହୋଇଥିବା । ଅନ୍ୟାୟ ଓ ତାର ପ୍ରତିକାର ପାଇଁ ୠଲିଥୁବା ଆନ୍ଦୋଳନକୁ କେନ୍ଦ୍ରୀୟ ଟ୍ରେଡ ୟୁନିୟନମାନେ धूर्ब ସମର୍ଥନ ଜଣାଇଥିଲେ । ଏହାପରେ ର ବ୍ୟାଙ୍କ ଅଫ ଇଣ୍ଡିଆର ଅବସରପ୍ରାପ୍ତ କର୍ମୠରୀ ବୈକୁଣ୍ଠନାଥ ଆଶ୍ଚର୍ଯ୍ୟ ଓ ଲକ୍ଷ୍ମଣ କୁମାର ସେଠୀ, ୟୁକୋ ବ୍ୟାଙ୍କର ପ୍ରସନ୍ନ କୁମାର ମହାନ୍ତି ଓ ଶରତ ସିଂ, ପଞ୍ଜାବ ନାସନାଲ ବ୍ୟାଙ୍କର ସଞ୍ଜୀବ ପତି ଓ ରବିନାରାୟଣ ସିଂ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଅଫ ଇଣ୍ଡିଆର ରବିନାରାୟଣ ସୂତାର ଓ ଶରତ ଚନ୍ଦ୍ର ରାଉତ, କାନାରା ବ୍ୟାଙ୍କର ପି.କେ ମିଶ୍ର ଓ ବିପିନ ବିହାରୀ ପାଢୀ, ଇଣ୍ଡିଆନ ବ୍ୟ ବ୍ୟାଙ୍କର ବିଦ୍ୟାଧର ଜେନା ଓ ଜ୍ଞାନରଞ୍ଜନ ଟ୍ଟନାୟକ, ୟୁନିୟନ ବ୍ୟାଙ୍କର ମନୋରଞ୍ଜନ ଦାସ ପ୍ରମୁଖଙ୍କ ଖଙ୍କ ସମେତ ସମେ ଏକହଜାରରୁ ଉର୍ଦ୍ଧ୍ବ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କର ଅଞ । ଅବସରପ୍ରାପ୍ତ କର୍ମୟରୀମାନେ ଆଜି ସ ସକାଳ ୯ ଘଟିକା ଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ବ୍ୟାଙ୍କ ପେନସନ ଭୋଗୀମାନଙ୍କର ରାଜ୍ୟସ୍ତ ସ୍ତରୀୟ ଗଣଧାରଣା ଓ ବିକ୍ଷୋଭରେ ଭାଗ ନେଇଥିଲେ ।
ସଂଘର ସାଧାରଣ ସମ୍ପାଦକ ଶ୍ରୀ ମିଶ୍ର ବ୍ୟାଙ୍କ ପେନସନଧାରୀ ମାନଙ୍କ ବିଭିନ୍ନ ସମସ୍ୟା ଓ ଆନ୍ଦୋଳନ ସମ୍ପର୍କରେ ର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସଂଘର ସଭସଭାପତି ବୈକୁଣ୍ଠ ନାଥ ଆନ୍ତର୍ଯ୍ୟଙ୍କ ସମେତ ବିଭିନ୍ନ ବ୍ୟାଙ୍କର ନେତୃମଣ୍ଡଳୀ ଏହି ଧାରଣା ସମାବେଶ ବଶରେ କେନ୍ଦ୍ର ସରକାର ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ପ୍ରଦର୍ଶନ ଓ ପକ୍ଷପାତ ବିୟର ନୀତି ବରୁଦ୍ଧରେ ଗଭୀର ଅସନ୍ତୋଷ । ପ୍ରକାଶ କରିଥିଲେ । କେନ୍ଦ୍ର ଓ । । ରାଜ୍ୟ ସରକାରୀ କର୍ମଋରୀଙ୍କ ବେତନ ସଂଶୋଧନ ସହିତ ମୂଳ ପେନସନ ସଂଶୋଧୂତ ହୋଇଆସୁଅଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ନାବାର୍ଡ଼ରେ ପେନସନ ସଂଶୋଧନ ହୋଇଥିବା ସତ୍ତ୍ୱେ ଦୀର୍ଘ ୩୦ ବର୍ଷ ଧରି ବିଭିନ୍ନ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କରେ ମୂଳ ପେନସନ ସଂଶୋଧନ ନ ନହେବା ଏକ ଏକ ପରିତାପ ଓ କ୍ଷୋଭର ବିଷୟ ବୋଲି ବକ୍ତାମାନେ ମତ ତପୋଷଣ କରିଥିଲେ । ଅଧୂକ କାଳ ବିଳମ୍ବ ନକରି ରି ସରକାର ଯଥାଶୀଘ୍ର ବ୍ୟାଙ୍କ ଙ୍କ ପେନସନଧାରୀ ମାନଙ୍କ ପ୍ରତି ନ୍ୟାୟ ପ୍ରଦାନ କରିବାକୁ ଦାବି କରାଯାଇଛି । ରାଜ୍ୟସ୍ତରୀୟ ଅବସରପ୍ର ରପ୍ରାପ୍ତ ବ୍ୟାଙ୍କ କର୍ମୟରୀ ସଂଘର ସାଧାରଣ ସମ୍ପାଦକ ନିରଞ୍ଜନ ମିଶ୍ରଙ୍କ ନେତୃତ୍ବରେ ପ୍ରସନ୍ନ କୁମାର ମହାନ୍ତି, ରବିନାରାୟଣ ସୂତାର, ଲକ୍ଷ୍ମଣ କୁମାର ସେଠୀ ପ୍ରମୁଖ ଋରିଜଣିଆ ପ୍ରତିନିଧୂ ଦଳ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ରାଜଭବନରେ ଭେଟି ପ୍ରଧାନମନ୍ତ୍ରୀ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।